BJP Odisha (@BJP4Odisha) header
BJP Odisha (@BJP4Odisha) profile picture

Official Twitter account of BJP (Odisha Pradesh) Facebook- https://teapaw.org/t.co/cihkFiecrO

Odisha
Joined December 2012
Photo by BJP Odisha (@BJP4Odisha)Photo by BJP Odisha (@BJP4Odisha)Photo by BJP Odisha (@BJP4Odisha)Photo by BJP Odisha (@BJP4Odisha)Photo by BJP Odisha (@BJP4Odisha)Photo by BJP Odisha (@BJP4Odisha)Photo by BJP Odisha (@BJP4Odisha)Photo by BJP Odisha (@BJP4Odisha)Photo by BJP Odisha (@BJP4Odisha)Photo by BJP Odisha (@BJP4Odisha)
India's undisputed champion of political comedy 🙃
56" to "Shall We Move" 🙃
12
31
1
282
12,278
ଲୋକଙ୍କ ସରକାରରେ ସୁଦୃଢ଼ ହେଉଛି ଶିକ୍ଷା ବ୍ୟବସ୍ଥା । ଅତିରିକ୍ତ ବଜେଟରେ ଶିକ୍ଷା କ୍ଷେତ୍ର ପାଇଁ ୧,୭୧୫ କୋଟି ଟଙ୍କାର ବ୍ୟୟବରାଦ ।
1
4
554
ବାତ୍ୟା ମୁକାବିଲାରେ ଓଡ଼ିଶା ସରକାରଙ୍କ ବ୍ୟାପକ ପ୍ରସ୍ତୁତି । ଡବଲ ଇଞ୍ଜିନ ସରକାରଙ୍କ ତତ୍ପରତାରେ ବାତ୍ୟା ପୂର୍ବରୁ ବଡ଼ ଧରଣର ସୁରକ୍ଷା ଓ ଉଦ୍ଧାର ବ୍ୟବସ୍ଥା କରାଯାଇଛି।
1
2
3
533
ବାତ୍ୟା ମୁକାବିଲାରେ ସରକାରଙ୍କ ବଡ଼ ପଦକ୍ଷେପ। ଜନଜୀବନର ସୁରକ୍ଷାକୁ ପ୍ରାଥମିକତା ଦେଇ ବାତ୍ୟା ପୂର୍ବରୁ ବ୍ୟାପକ ଉଦ୍ଧାର ଓ ରିଲିଫ୍ ବ୍ୟବସ୍ଥା।
🤖 Made with AI
2
562
ଆଜି ଭୁବନେଶ୍ୱରସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଦଳର ବରିଷ୍ଠ ନେତା, କୃଷକ ମୋର୍ଚ୍ଚାର ପୂର୍ବତନ ରାଜ୍ୟ ସଭାପତି ତଥା ଅବିଭକ୍ତ ପୁରୀ ଜିଲ୍ଲାର ପୂର୍ବତନ ଜିଲ୍ଲା ସଭାପତି ସ୍ୱର୍ଗତ ସୁରେନ୍ଦ୍ର ନାଥ ଜେନାଙ୍କ ପାର୍ଥିବ ଶରୀରରେ ଦଳୀୟ ପତାକା ଆଚ୍ଛାଦନ କରିବା ସହ ପୁଷ୍ପଗୁଚ୍ଛ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ମାନନୀୟ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ। ଏହି ଅବସରରେ ମାନନୀୟା ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ମାନନୀୟା ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ପୁରୀ ସାଂସଦ ଡ. ସମ୍ବିତ ପାତ୍ର, ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ) ଶ୍ରୀ ମାନସ ମହାନ୍ତି, ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ବିରଞ୍ଚି ନାରାୟଣ ତ୍ରିପାଠୀ ଓ ଶ୍ରୀମତୀ ପୂର୍ଣ୍ଣିମା ପ୍ରିୟଦର୍ଶିନୀ ନାୟକ, ରାଜ୍ୟ ସମ୍ପାଦକ ଶ୍ରୀ ସରୋଜ କର, ବିଧାୟକ ଶ୍ରୀ ଓମ୍ ପ୍ରକାଶ ମିଶ୍ର, ଡ. ଫକୀର ନାଏକ, ଶ୍ରୀ ବିଭୂତି ପ୍ରଧାନ, ପୂର୍ବତନ ବିଧାୟକ ଶ୍ରୀ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଶୁଭ୍ରାଂଶୁ ମୋହନ ପାଢ଼ୀଙ୍କ ସମେତ ରାଜ୍ୟ ପଦାଧିକାରୀ, ବରିଷ୍ଠ ନେତୃବୃନ୍ଦ, କାର୍ଯ୍ୟକର୍ତ୍ତା ଓ ସହସ୍ରାଧିକ ସମର୍ଥକ ଉପସ୍ଥିତ ରହି ତାଙ୍କର ଶେଷ ଦର୍ଶନ କରିବା ସହ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
2
603
ଲୋକଙ୍କ ସରକାରରେ ବାତ୍ୟା ପ୍ରଭାବିତ ଲୋକଙ୍କ ପାଖରେ ପହଞ୍ଚୁଛି ରନ୍ଧା ଖାଦ୍ୟ।
🤖 Made with AI
2
10
705
Opposing Modi is no excuse to target India abroad. @RahulGandhi , learn the difference between politics and national interest.
4
12
722
ପ୍ରସିଦ୍ଧ ବୈଜ୍ଞାନିକ ଭାରତରତ୍ନ ସିଭି ରମଣଙ୍କ ପୁଣ୍ୟତିଥି ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳି ।
2
2
11
783
ଡବଲ ଇଞ୍ଜିନ ସରକାରଙ୍କ ସଂକଳ୍ପ ଯୋଗ୍ୟ ପରିବାରର ମୁଣ୍ଡ ଉପରେ ରହିବ ପକ୍କା ଛାତ ।
5
16
891
Not a single weak character. 🔥
10
100
895
10,371
ବରିଷ୍ଠ ନେତା ତଥା କୃଷକ ମୋର୍ଚ୍ଚା ପୂର୍ବତନ ରାଜ୍ୟ ସଭାପତି ତଥା ଅବିଭକ୍ତ ପୁରୀ ଜିଲ୍ଲାର ପୂର୍ବତନ ଜିଲ୍ଲା ସଭାପତି ଶ୍ରୀ ସୁରେନ୍ଦ୍ର ନାଥ ଜେନାଙ୍କ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଏବଂ ରାଜ୍ୟ ସଧାରଣ ସଂପାଦକ (ସଂଗଠନ) ଶ୍ରୀ ମାନସ କୁମାର ମହାନ୍ତିଙ୍କ ସମେତ ପ୍ରମୁଖ ନେତୃବୃନ୍ଦ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଦୁଃଖ ପ୍ରକାଶ କରି କହିଛନ୍ତି ଯେ, “ସ୍ୱର୍ଗତ ଜେନା ଜଣେ ନିଷ୍ଠାପର, ଜନପ୍ରିୟ ଓ ସୁସଂଗଠକ ଥିଲେ । ୧୯୮୦ ମସିହାରୁ ବ୍ରହ୍ମଗିରି ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିବା ସ୍ୱର୍ଗତ ଜେନା ଅବିଭକ୍ତ ପୂରୀ ଜିଲ୍ଲାରେ ଦଳୀୟ ସଂଗଠନକୁ ସୁଦୃଢ଼ କରିବା ସହିତ ସାଧାରଣ ଲୋକଙ୍କ ସେବା ଓ ଅଞ୍ଚଳର ବିକାଶ ପାଇଁ ତାଙ୍କର ଅବଦାନ ସଦାସର୍ବଦା ସ୍ମରଣୀୟ ରହିବ । ଜିଲ୍ଲା ପରିଷଦ ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ସ୍ୱର୍ଗତଃ ଜେନା ବ୍ରହ୍ମଗିରି ଅଂଚଳର ବିକାଶ ପାଇଁ ଅନେକ କାର୍ଯ୍ୟ କରିଥିଲେ । ତାଙ୍କ ବିୟୋଗ ଦଳ ତଥା ଦଳ ପାଇଁ ଏକ ଅପୂରଣୀୟ କ୍ଷତି ।” ସ୍ୱର୍ଗତଃ ଜେନାଙ୍କ ପରଲୋକଗତ ଆତ୍ମାର ସଦ୍‌ଗତି କାମନା କରିବା ସହ ତାଙ୍କର ଶୋକସନ୍ତପ୍ତ ପରିବାରବର୍ଗ ଓ ବନ୍ଧୁଜନଙ୍କୁ ସମବେଦନା ଜଣାଇବା ସହ ଅସୀମ ଧୈର୍ଯ୍ୟ ପ୍ରଦାନ କରିବାକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ରାଜ୍ୟ ସଭାପତି ଶ୍ରୀ ସାମଲ ଏବଂ ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ଶ୍ରୀ ମହାନ୍ତି ପ୍ରାର୍ଥନା କରିଛନ୍ତି ।
11
739
ଡବଲ ଇଞ୍ଜିନ ସରକାରଙ୍କ ସଂକଳ୍ପ ବାସହୀନଙ୍କୁ ମିଳିବ ପକ୍କା ଘର ।
🤖 Made with AI
1
18
900
ସଙ୍କଟ ସମୟରେ ତ୍ୱରିତ ପଦକ୍ଷେପ ନେଉଛନ୍ତି ଲୋକଙ୍କ ସରକାର ।
🤖 Made with AI
3
2
20
818
ବାତ୍ୟା ମୁକାବିଲା ପାଇଁ ସମ୍ପୂର୍ଣ୍ଣ ସଜାଗ ସରକାର, ଧନଜୀବନ ସୁରକ୍ଷା ପାଇଁ ସମସ୍ତ ପ୍ରସ୍ତୁତି ଜୋରଦାର କରାଯାଇଛି।
8
590
ବାତ୍ୟା ମୁକାବିଲା ପାଇଁ ସଜାଗ ସରକାର, ଜନଜୀବନର ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ।
1
5
624
This is the New India under the leadership of PM Modi Ji.
6
6
36
1,289
ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ସରକାର । ସୁରକ୍ଷା ଓ ସେବାରେ ଡବଲ ସରକାର ସଂକଳ୍ପବଦ୍ଧ ।
1
4
17
799
ହିଞ୍ଜିଳିବାସୀଙ୍କୁ ଧୋକା ଦେଇଛନ୍ତି ନବୀନ !!
11
6
31
2,732
Double Engine Government prioritises the safety of every citizen.
4
1
14
829
ଲୋକଙ୍କ ସରକାରରେ ବାତ୍ୟା ଅକବାନର ମୁକାବିଲା ପାଇଁ ପ୍ରସ୍ତୁତ ଓଡ଼ିଶା ।
3
3
12
736