DCP KATAKA (@dcp_cuttack) header
DCP KATAKA (@dcp_cuttack) profile picture

Official Handle of DCP Kataka For emergency call 112

Cuttack, India
Joined April 2017
Official contact numbers of officers of Kataka UPD. Citizens can call concerned officials for sharing information, reporting issues, seeking assistance and facilitating coordination within Kataka UPD. କଟକ UPD ଅଧୀନରେ ଥିବା ସମ୍ପୃକ୍ତ ପୋଲିସ ଅଧିକାରୀମାନଙ୍କ ସହ ଯୋଗାଯୋଗ କରିବା, ସୂଚନା ପ୍ରଦାନ କରିବା, ସମସ୍ୟା ଜଣାଇବା, ସହାୟତା ପାଇବା ଏବଂ ସମନ୍ୱୟ ରକ୍ଷା କରିବା ପାଇଁ ନାଗରିକମାନେ ଏହି ସରକାରୀ ଯୋଗାଯୋଗ ନମ୍ବରଗୁଡ଼ିକରେ ସିଧାସଳଖ ଯୋଗାଯୋଗ କରିପାରିବେ।
2
16
65
8,474
CEIR ପୋର୍ଟାଲର ସହାୟତାରେ ହଜିଥିବା ମୋବାଇଲ୍ ଉଦ୍ଧାର କରି ଯଥାଯଥ ଯାଞ୍ଚ ପରେ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କଲା ବାରଙ୍ଗ ଥାନା ପୋଲିସ। ଜନସେବା ଆମର ସଂକଳ୍ପ। 🤝 #WeCareWeDare #KatakaUPD
5
495
ବାଦାମବାଡ଼ି ଥାନା ପୋଲିସର ତ୍ୱରିତ ପଦକ୍ଷେପ ଓ ନିଷ୍ଠାପର ଉଦ୍ୟମରେ ହଜିଯାଇଥିବା Realme 11 Pro ମୋବାଇଲ୍ ଫୋନ୍ ଉଦ୍ଧାର କରାଯାଇ ଆବଶ୍ୟକ ଯାଞ୍ଚ ଓ ଆନୁଷ୍ଠାନିକତା ପରେ ଏହାର ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରାଗଲା। #WeCareWeDare #katakaupd
5
492
ବିଡାନାସୀ ଥାନା ପକ୍ଷରୁ ଦୁଇଟି ଅବକାରୀ ମାମଲା ଚିହ୍ନଟ କରାଯାଇ ଅଭିଯୁକ୍ତମାନଙ୍କ ନିକଟରୁ ମୋଟ ୯୬ଟି (୫୦ ଓ ୪୬ଟି) ଆସ୍କା-୪୦ ମଦ ବୋତଲ ଜବତ କରାଯାଇଛି। #WeCareWeDare
1
4
1,414
ଭାରତୀୟ ସମ୍ବିଧାନ ଦିବସ ଅବସରରେ କଟକ UPD ଅଧୀନସ୍ଥ ସମସ୍ତ ଥାନାରେ ସମ୍ବିଧାନର ମୂଲ୍ୟବୋଧ, ନ୍ୟାୟ, ସମାନତା ଓ ଭ୍ରାତୃତ୍ୱର ଆଦର୍ଶକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ପୋଲିସ ଅଧିକାରୀ ଓ କର୍ମଚାରୀମାନେ ସମ୍ବିଧାନ ଦିବସ ଶପଥ ଗ୍ରହଣ କରିଛନ୍ତି। ସମ୍ବିଧାନର ସମ୍ମାନ, ଗଣତନ୍ତ୍ରର ସୁରକ୍ଷା। #SamvidhanDiwas #KatakaUPD #WeCareWeDare
1
5
396
Enforcement report of Kataka UPD on dtd 25.11.2026 #wecarewedare #katakaupd
4
555
DCP KATAKA retweeted
ବାଲିଯାତ୍ରାକୁ ସୁରକ୍ଷିତ, ସୁବ୍ୟବସ୍ଥିତ ଓ ଟ୍ରାଫିକ୍ ଜାମ୍‌ମୁକ୍ତ କରିବା ନିମନ୍ତେ କଟକ-ଭୁବନେଶ୍ୱର କମିଶନରେଟ୍ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଟ୍ରାଫିକ୍ ପରାମର୍ଶ ଜାରି କରାଯାଇଛି। ନିର୍ଦ୍ଧାରିତ ପାର୍କିଂ ସ୍ଥାନ ବ୍ୟବହାର କରନ୍ତୁ ଏବଂ ଟ୍ରାଫିକ୍ ନିୟମ ମାନି ପୋଲିସକୁ ସହଯୋଗ କରନ୍ତୁ। #WeCareWeDare #katakaupd
2
10
2,734
Enforcement report of Kataka UPD on dtd 23.11.2026 #wecarewedare #katakaupd
8
1,132
🪔 ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। 🙏 ଓଡ଼ିଆ ଐତିହ୍ୟ, ପରମ୍ପରା ଓ ଗୌରବମୟ ସାମୁଦ୍ରିକ ଇତିହାସର ପ୍ରତୀକ ଏହି ପବିତ୍ର ଦିନଟି ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଦେଉ। ⛵ଶୁଭ କାର୍ତ୍ତିକ ପୂର୍ଣ୍ଣିମା! ⛵ #KartikaPurnima #BoitaBandana #OdiaCulture #OdishaTradition #CommissioneratePoliceBBSRCTC @odisha_police @dcpbbsr @dcp_cuttack @DCP_TRAFFIC @IPR_Odisha
5
28
4,667
DGP Odisha, accompanied by senior officers, inspected preparations for the Hon'ble President of India's visit to historic Bali Jatra, Kataka. #KatakaUPD #WeCareWeDare
2
20
1,468
ବାଲିଯାତ୍ରାକୁ ସୁରକ୍ଷିତ, ସୁବ୍ୟବସ୍ଥିତ ଓ ଟ୍ରାଫିକ୍ ଜାମ୍‌ମୁକ୍ତ କରିବା ନିମନ୍ତେ କଟକ-ଭୁବନେଶ୍ୱର କମିଶନରେଟ୍ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଟ୍ରାଫିକ୍ ପରାମର୍ଶ ଜାରି କରାଯାଇଛି। ନିର୍ଦ୍ଧାରିତ ପାର୍କିଂ ସ୍ଥାନ ବ୍ୟବହାର କରନ୍ତୁ ଏବଂ ଟ୍ରାଫିକ୍ ନିୟମ ମାନି ପୋଲିସକୁ ସହଯୋଗ କରନ୍ତୁ। #WeCareWeDare #katakaupd
2
10
2,734
CEIR ପୋର୍ଟାଲ୍‌ର ସଫଳ ଉପଯୋଗ କରି ମଙ୍ଗଳାବାଗ ଥାନା ପୋଲିସ ଗୋଟିଏ ଚୋରି ହୋଇଥିବା ମୋବାଇଲ୍ ଫୋନ୍ ଉଦ୍ଧାର କରି ଏହାର ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରିଛି। ଜନସାଧାରଣଙ୍କ ସୁରକ୍ଷା ଓ ସେବା ପାଇଁ ଆମେ ସଦା ସମର୍ପିତ #WeCareWeDare #katakaupd
2
585
Enforcement report of Kataka UPD on dtd 22.11.2026 #wecarewedare #katakaupd
4
648
କଟକ ୟୁପିଡି ଅଧୀନସ୍ଥ ସମସ୍ତ ଥାନାରେ ନିୟମିତ ପ୍ରାତଃକାଳୀନ ବ୍ରିଫିଂ ଓ ରୋଲ୍ କଲ୍ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଥାନା ଭାରପ୍ରାପ୍ତ ଅଧିକାରୀମାନେ ପୋଲିସ କର୍ମଚାରୀଙ୍କୁ ଦୈନନ୍ଦିନ କାର୍ଯ୍ୟ ସମ୍ପର୍କରେ ଆବଶ୍ୟକ ନିର୍ଦ୍ଦେଶନା ଦେବା ସହ କର୍ତ୍ତବ୍ୟନିଷ୍ଠା, ଶୃଙ୍ଖଳା ଓ ସମନ୍ୱିତ କାର୍ଯ୍ୟଧାରା ଉପରେ ଗୁରୁତ୍ୱାରୋପ କରିଥିଲେ।
4
2,187
ଆଗାମୀ ବାଲିଯାତ୍ରାରେ ଜନସାଧାରଣଙ୍କ ସୁରକ୍ଷା, ଭିଡ଼ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବା ନିମନ୍ତେ କଟକ UPD ଅଧୀନ ସମସ୍ତ ଥାନା ପକ୍ଷରୁ ଫ୍ଲାଗ୍ ମାର୍ଚ୍ଚ ଓ ନିୟମିତ ଫୁଟ୍ ପାଟ୍ରୋଲିଂ କରାଯାଇଛି। #WeCareWeDare #katakaupd
6
582
ଆଗାମୀ ବାଲିଯାତ୍ରାରେ ଜନସାଧାରଣଙ୍କ ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବା ନିମନ୍ତେ କଟକ UPD ଅଧୀନସ୍ଥ ସମସ୍ତ ଥାନା ପକ୍ଷରୁ ସଘନ ନାକା ଚେକିଂ ଓ ବ୍ଲକିଙ୍ଗ କରାଯାଇଛି। #WeCareWeDare #katakaupd
2
7
3,331
ଲାଲବାଗ ଥାନା ପୋଲିସର ତ୍ୱରିତ ଓ ସଫଳ ପଦକ୍ଷେପ। ଚୋରି ହୋଇଥିବା ଗୋଟିଏ ବାଇକ୍ ମାତ୍ର ୨୪ ଘଣ୍ଟା ମଧ୍ୟରେ ଉଦ୍ଧାର କରାଯାଇଥିବା ବେଳେ ଅଭିଯୁକ୍ତକୁ ମାନ୍ୟବର ଅଦାଲତକୁ ଚାଲାଣ କରାଯାଇଛି। ଜନସାଧାରଣଙ୍କ ସୁରକ୍ଷା ଆମର ପ୍ରତିବଦ୍ଧତା, ଅପରାଧ ନିୟନ୍ତ୍ରଣ ଆମର ସଂକଳ୍ପ। #WeCareWeDare
1
1
9
970
ଲାଲବାଗ ଥାନା ପୋଲିସର ତ୍ୱରିତ ପଦକ୍ଷେପ ଓ ଉଦ୍ୟମରେ ହଜିଥିବା ମୋବାଇଲ୍ ଫୋନ୍‌ଟିର ଉପଯୁକ୍ତ ଯାଞ୍ଚ ଓ ଆବଶ୍ୟକ ଆଇନଗତ ପ୍ରକ୍ରିୟା ପରେ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରାଗଲା। ଜନସେବା ଓ ଜନସାଧାରଣଙ୍କ ସନ୍ତୁଷ୍ଟି ପାଇଁ ଆମେ ସଦା ପ୍ରତିବଦ୍ଧ। #WeCareWeDare #KatakaUPD
1
1
12
1,260
Enforcement report of Kataka UPD on dtd 21.11.2026 #wecarewedare #katakaupd
3
692
ଅବୈଧ ମଦ କାରବାର ବିରୋଧରେ କଟକ ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ। Sainso ଅଞ୍ଚଳରେ Sadar ଥାନା ପୋଲିସ ପକ୍ଷରୁ ଗୋଟିଏ ଅବକାରୀ ମାମଲା ଠାବ ସହ ବିପୁଳ ପରିମାଣର ବେଆଇନ ମଦ ଜବତ। #WeCareWeDare #katakaupd
1
3
1,062