OdishaLIVE (@OdishaLIVE) header
OdishaLIVE (@OdishaLIVE) profile picture

Follow the latest news & analysis, and explore stories that showcase Odisha's arts, culture, sports, business & entrepreneurship. 1 Million - YouTube/OdishaLIVE

Odisha
Joined February 2012
Photo by OdishaLIVE (@OdishaLIVE)Photo by OdishaLIVE (@OdishaLIVE)Photo by OdishaLIVE (@OdishaLIVE)Photo by OdishaLIVE (@OdishaLIVE)Photo by OdishaLIVE (@OdishaLIVE)Photo by OdishaLIVE (@OdishaLIVE)Photo by OdishaLIVE (@OdishaLIVE)Photo by OdishaLIVE (@OdishaLIVE)
ଆଲୋକ ଦୂର କରେ ଅନ୍ଧକାର, ଆଉ କାହାଣୀ ଆଲୋକିତ କରେ ଜୀବନର ଅର୍ଥକୁ। ଏହି ଦୀପାବଳିରେ ସତ୍ୟର ଆଲୋକ ଆମ ଚିନ୍ତାଧାରାକୁ ଉଜ୍ଜ୍ୱଳ କରୁ। ଓଡ଼ିଶାଲାଇଭ୍ ପକ୍ଷରୁ ସମସ୍ତଙ୍କୁ ଆଲୋକର ପର୍ବ ଦୀପାବଳିର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। #HappyDiwali #OdishaLIVE #Diwali2026
64
ଅପରେସନ ସମୟରେ କାହିଁକି ଦରକାର ହୁଏ ଫ୍ରେସ୍ ବ୍ଲଡ୍ ? ଡାକ୍ତର ଅଶୋକ କୁମାର ମହାପାତ୍ର Why Is Fresh Blood Needed During Surgery? | Dr. Ashok Kumar Mahapatra ପଦ୍ମଶ୍ରୀ ଡାକ୍ତର ଅଶୋକ କୁମାର ମହାପାତ୍ର ଭାରତର ଜଣେ ପ୍ରଖ୍ୟାତ ନ୍ୟୁରୋସର୍ଜନ ଏବଂ ଚିକିତ୍ସା କ୍ଷେତ୍ରର ଅଗ୍ରଣୀ ବ୍ୟକ୍ତିତ୍ୱ।ଚାରି ଦଶକରୁ ଅଧିକ ସମୟ ଧରି ସେ ଅସଂଖ୍ୟ ରୋଗୀଙ୍କୁ ନୂଆ ଜୀବନ ଦେବା ସହ ଏମ୍ସ ଭୁବନେଶ୍ୱରର ସ୍ଥାପନା ଓ ବିକାଶରେ ଅଗ୍ରଣୀ ଭୂମିକା ନିଭାଇଛନ୍ତି। ତାଙ୍କର ଦେହାନ୍ତ ଚିକିତ୍ସା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ଓଡ଼ିଶାଲାଇଭ୍‌ର ସ୍ୱତନ୍ତ୍ର ସାକ୍ଷାତକାର କାର୍ଯ୍ୟକ୍ରମ ‘କେତେକଥା’ରେ ସେ ଦେଇଥିଲେ ନିଜ ଜୀବନର ଶେଷ ସାକ୍ଷାତକାର। ଏଥିରେ ସେ ନିଜର ଚିକିତ୍ସା ଯାତ୍ରା, ନ୍ୟୁରୋସର୍ଜରୀ କ୍ଷେତ୍ରର ଅନୁଭବ, ଏମ୍ସ ଭୁବନେଶ୍ୱରର ଗଢ଼ିଉଠିବାର କାହାଣୀ, ଜଗା-କାଳିଆଙ୍କ ବିରଳ ଅସ୍ତ୍ରୋପଚାର ଏବଂ ଡାକ୍ତରୀ ପେଶାର ଆହ୍ୱାନ ସମ୍ପର୍କରେ ଖୋଲାଖୋଲି ଆଲୋଚନା କରିଥିଲେ। ଏହି ସାକ୍ଷାତକାରଟି ଓଡ଼ିଶାଲାଇଭ୍ ପକ୍ଷରୁ ୨୮ ମେ' ୨୦୨୬ରେ ରେକର୍ଡ କରାଯାଇଥିଲା। ଆଜି ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କ ନାହାନ୍ତି ସତ କିନ୍ତୁ ତାଙ୍କ ପ୍ରେରଣାଦାୟୀ କଥା , ସ୍ମୃତି ଓ ଅବଦାନ ସମ୍ପର୍କରେ ଜାଣିବା ପାଇଁ ଦେଖନ୍ତୁ ଏହି ସମ୍ପୂର୍ଣ୍ଣ ସାକ୍ଷାତକାର। youtu.be/k5Oo0jIFsJs #DrAshokKumarMahapatra #PadmaShri #KeteKatha #OdishaLIVE #AIIMSBhubaneswar #Neurosurgeon
22
ଏୟାରପୋର୍ଟରେ ଭାବିଲି, ଅଟେରି ବ୍ଲକ୍ ହୋଇଗଲା! | Thought It Was an Artery Block! | Ashok Kumar Mahapatra ପଦ୍ମଶ୍ରୀ ଡାକ୍ତର ଅଶୋକ କୁମାର ମହାପାତ୍ର ଭାରତର ଜଣେ ପ୍ରଖ୍ୟାତ ନ୍ୟୁରୋସର୍ଜନ ଏବଂ ଚିକିତ୍ସା କ୍ଷେତ୍ରର ଅଗ୍ରଣୀ ବ୍ୟକ୍ତିତ୍ୱ।ଚାରି ଦଶକରୁ ଅଧିକ ସମୟ ଧରି ସେ ଅସଂଖ୍ୟ ରୋଗୀଙ୍କୁ ନୂଆ ଜୀବନ ଦେବା ସହ ଏମ୍ସ ଭୁବନେଶ୍ୱରର ସ୍ଥାପନା ଓ ବିକାଶରେ ଅଗ୍ରଣୀ ଭୂମିକା ନିଭାଇଛନ୍ତି। ତାଙ୍କର ଦେହାନ୍ତ ଚିକିତ୍ସା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ଓଡ଼ିଶାଲାଇଭ୍‌ର ସ୍ୱତନ୍ତ୍ର ସାକ୍ଷାତକାର କାର୍ଯ୍ୟକ୍ରମ ‘କେତେକଥା’ରେ ସେ ଦେଇଥିଲେ ନିଜ ଜୀବନର ଶେଷ ସାକ୍ଷାତକାର। ଏଥିରେ ସେ ନିଜର ଚିକିତ୍ସା ଯାତ୍ରା, ନ୍ୟୁରୋସର୍ଜରୀ କ୍ଷେତ୍ରର ଅନୁଭବ, ଏମ୍ସ ଭୁବନେଶ୍ୱରର ଗଢ଼ିଉଠିବାର କାହାଣୀ, ଜଗା-କାଳିଆଙ୍କ ବିରଳ ଅସ୍ତ୍ରୋପଚାର ଏବଂ ଡାକ୍ତରୀ ପେଶାର ଆହ୍ୱାନ ସମ୍ପର୍କରେ ଖୋଲାଖୋଲି ଆଲୋଚନା କରିଥିଲେ। ଏହି ସାକ୍ଷାତକାରଟି ଓଡ଼ିଶାଲାଇଭ୍ ପକ୍ଷରୁ ୨୮ ମେ' ୨୦୨୬ରେ ରେକର୍ଡ କରାଯାଇଥିଲା। ଆଜି ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କ ନାହାନ୍ତି ସତ କିନ୍ତୁ ତାଙ୍କ ପ୍ରେରଣାଦାୟୀ କଥା , ସ୍ମୃତି ଓ ଅବଦାନ ସମ୍ପର୍କରେ ଜାଣିବା ପାଇଁ ଦେଖନ୍ତୁ ଏହି ସମ୍ପୂର୍ଣ୍ଣ ସାକ୍ଷାତକାର। youtu.be/k5Oo0jIFsJs #DrAshokKumarMahapatra #PadmaShri #KeteKatha #OdishaLIVE #AIIMSBhubaneswar #Neurosurgeon
1
34
ପ୍ରଥମ ପସନ୍ଦ, ଏମ୍ସ ଭୁବନେଶ୍ୱର ! ପଦ୍ମଶ୍ରୀ ଡାକ୍ତର ଅଶୋକ କୁମାର ମହାପାତ୍ର । First Choice: AIIMS Bhubaneswar ! Padma Shri Dr. Ashok Kumar Mahapatra. ପଦ୍ମଶ୍ରୀ ଡାକ୍ତର ଅଶୋକ କୁମାର ମହାପାତ୍ର ଭାରତର ଜଣେ ପ୍ରଖ୍ୟାତ ନ୍ୟୁରୋସର୍ଜନ ଏବଂ ଚିକିତ୍ସା କ୍ଷେତ୍ରର ଅଗ୍ରଣୀ ବ୍ୟକ୍ତିତ୍ୱ।ଚାରି ଦଶକରୁ ଅଧିକ ସମୟ ଧରି ସେ ଅସଂଖ୍ୟ ରୋଗୀଙ୍କୁ ନୂଆ ଜୀବନ ଦେବା ସହ ଏମ୍ସ ଭୁବନେଶ୍ୱରର ସ୍ଥାପନା ଓ ବିକାଶରେ ଅଗ୍ରଣୀ ଭୂମିକା ନିଭାଇଛନ୍ତି। ତାଙ୍କର ଦେହାନ୍ତ ଚିକିତ୍ସା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ଓଡ଼ିଶାଲାଇଭ୍‌ର ସ୍ୱତନ୍ତ୍ର ସାକ୍ଷାତକାର କାର୍ଯ୍ୟକ୍ରମ ‘କେତେକଥା’ରେ ସେ ଦେଇଥିଲେ ନିଜ ଜୀବନର ଶେଷ ସାକ୍ଷାତକାର। ଏଥିରେ ସେ ନିଜର ଚିକିତ୍ସା ଯାତ୍ରା, ନ୍ୟୁରୋସର୍ଜରୀ କ୍ଷେତ୍ରର ଅନୁଭବ, ଏମ୍ସ ଭୁବନେଶ୍ୱରର ଗଢ଼ିଉଠିବାର କାହାଣୀ, ଜଗା-କାଳିଆଙ୍କ ବିରଳ ଅସ୍ତ୍ରୋପଚାର ଏବଂ ଡାକ୍ତରୀ ପେଶାର ଆହ୍ୱାନ ସମ୍ପର୍କରେ ଖୋଲାଖୋଲି ଆଲୋଚନା କରିଥିଲେ। ଏହି ସାକ୍ଷାତକାରଟି ଓଡ଼ିଶାଲାଇଭ୍ ପକ୍ଷରୁ ୨୮ ମେ' ୨୦୨୬ରେ ରେକର୍ଡ କରାଯାଇଥିଲା। ଆଜି ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କ ନାହାନ୍ତି ସତ କିନ୍ତୁ ତାଙ୍କ ପ୍ରେରଣାଦାୟୀ କଥା , ସ୍ମୃତି ଓ ଅବଦାନ ସମ୍ପର୍କରେ ଜାଣିବା ପାଇଁ ଦେଖନ୍ତୁ ଏହି ସମ୍ପୂର୍ଣ୍ଣ ସାକ୍ଷାତକାର। youtu.be/k5Oo0jIFsJs #DrAshokKumarMahapatra #PadmaShri #KeteKatha #OdishaLIVE #AIIMSBhubaneswar #Neurosurgeon
32
ଡାକ୍ତର କାହିଁକି ହେଲି? ପଦ୍ମଶ୍ରୀ ଡାକ୍ତର ଅଶୋକ କୁମାର ମହାପାତ୍ର । Why I Chose to Become a Doctor ? Padma Shri Dr. Ashok Kumar Mahapatra ପଦ୍ମଶ୍ରୀ ଡାକ୍ତର ଅଶୋକ କୁମାର ମହାପାତ୍ର ଭାରତର ଜଣେ ପ୍ରଖ୍ୟାତ ନ୍ୟୁରୋସର୍ଜନ ଏବଂ ଚିକିତ୍ସା କ୍ଷେତ୍ରର ଅଗ୍ରଣୀ ବ୍ୟକ୍ତିତ୍ୱ।ଚାରି ଦଶକରୁ ଅଧିକ ସମୟ ଧରି ସେ ଅସଂଖ୍ୟ ରୋଗୀଙ୍କୁ ନୂଆ ଜୀବନ ଦେବା ସହ ଏମ୍ସ ଭୁବନେଶ୍ୱରର ସ୍ଥାପନା ଓ ବିକାଶରେ ଅଗ୍ରଣୀ ଭୂମିକା ନିଭାଇଛନ୍ତି। ତାଙ୍କର ଦେହାନ୍ତ ଚିକିତ୍ସା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ଓଡ଼ିଶାଲାଇଭ୍‌ର ସ୍ୱତନ୍ତ୍ର ସାକ୍ଷାତକାର କାର୍ଯ୍ୟକ୍ରମ ‘କେତେକଥା’ରେ ସେ ଦେଇଥିଲେ ନିଜ ଜୀବନର ଶେଷ ସାକ୍ଷାତକାର। ଏଥିରେ ସେ ନିଜର ଚିକିତ୍ସା ଯାତ୍ରା, ନ୍ୟୁରୋସର୍ଜରୀ କ୍ଷେତ୍ରର ଅନୁଭବ, ଏମ୍ସ ଭୁବନେଶ୍ୱରର ଗଢ଼ିଉଠିବାର କାହାଣୀ, ଜଗା-କାଳିଆଙ୍କ ବିରଳ ଅସ୍ତ୍ରୋପଚାର ଏବଂ ଡାକ୍ତରୀ ପେଶାର ଆହ୍ୱାନ ସମ୍ପର୍କରେ ଖୋଲାଖୋଲି ଆଲୋଚନା କରିଥିଲେ। ଏହି ସାକ୍ଷାତକାରଟି ଓଡ଼ିଶାଲାଇଭ୍ ପକ୍ଷରୁ ୨୮ ମେ' ୨୦୨୬ରେ ରେକର୍ଡ କରାଯାଇଥିଲା। ଆଜି ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କ ନାହାନ୍ତି ସତ କିନ୍ତୁ ତାଙ୍କ ପ୍ରେରଣାଦାୟୀ କଥା , ସ୍ମୃତି ଓ ଅବଦାନ ସମ୍ପର୍କରେ ଜାଣିବା ପାଇଁ ଦେଖନ୍ତୁ ଏହି ସମ୍ପୂର୍ଣ୍ଣ ସାକ୍ଷାତକାର। youtu.be/k5Oo0jIFsJs #DrAshokKumarMahapatra #PadmaShri #KeteKatha #OdishaLIVE #AIIMSBhubaneswar #Neurosurgeon
25
ଡାକ୍ତର କାହିଁକି ହେଲି? ପଦ୍ମଶ୍ରୀ ଡାକ୍ତର ଅଶୋକ କୁମାର ମହାପାତ୍ର । Why I Chose to Become a Doctor ? Padma Shri Dr. Ashok Kumar Mahapatra ପଦ୍ମଶ୍ରୀ ଡାକ୍ତର ଅଶୋକ କୁମାର ମହାପାତ୍ର ଭାରତର ଜଣେ ପ୍ରଖ୍ୟାତ ନ୍ୟୁରୋସର୍ଜନ ଏବଂ ଚିକିତ୍ସା କ୍ଷେତ୍ରର ଅଗ୍ରଣୀ ବ୍ୟକ୍ତିତ୍ୱ।ଚାରି ଦଶକରୁ ଅଧିକ ସମୟ ଧରି ସେ ଅସଂଖ୍ୟ ରୋଗୀଙ୍କୁ ନୂଆ ଜୀବନ ଦେବା ସହ ଏମ୍ସ ଭୁବନେଶ୍ୱରର ସ୍ଥାପନା ଓ ବିକାଶରେ ଅଗ୍ରଣୀ ଭୂମିକା ନିଭାଇଛନ୍ତି। ତାଙ୍କର ଦେହାନ୍ତ ଚିକିତ୍ସା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ଓଡ଼ିଶାଲାଇଭ୍‌ର ସ୍ୱତନ୍ତ୍ର ସାକ୍ଷାତକାର କାର୍ଯ୍ୟକ୍ରମ ‘କେତେକଥା’ରେ ସେ ଦେଇଥିଲେ ନିଜ ଜୀବନର ଶେଷ ସାକ୍ଷାତକାର। ଏଥିରେ ସେ ନିଜର ଚିକିତ୍ସା ଯାତ୍ରା, ନ୍ୟୁରୋସର୍ଜରୀ କ୍ଷେତ୍ରର ଅନୁଭବ, ଏମ୍ସ ଭୁବନେଶ୍ୱରର ଗଢ଼ିଉଠିବାର କାହାଣୀ, ଜଗା-କାଳିଆଙ୍କ ବିରଳ ଅସ୍ତ୍ରୋପଚାର ଏବଂ ଡାକ୍ତରୀ ପେଶାର ଆହ୍ୱାନ ସମ୍ପର୍କରେ ଖୋଲାଖୋଲି ଆଲୋଚନା କରିଥିଲେ। ଏହି ସାକ୍ଷାତକାରଟି ଓଡ଼ିଶାଲାଇଭ୍ ପକ୍ଷରୁ ୨୮ ମେ' ୨୦୨୬ରେ ରେକର୍ଡ କରାଯାଇଥିଲା। ଆଜି ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କ ନାହାନ୍ତି ସତ କିନ୍ତୁ ତାଙ୍କ ପ୍ରେରଣାଦାୟୀ କଥା , ସ୍ମୃତି ଓ ଅବଦାନ ସମ୍ପର୍କରେ ଜାଣିବା ପାଇଁ ଦେଖନ୍ତୁ ଏହି ସମ୍ପୂର୍ଣ୍ଣ ସାକ୍ଷାତକାର। youtu.be/k5Oo0jIFsJs #DrAshokKumarMahapatra #PadmaShri #KeteKatha #OdishaLIVE #AIIMSBhubaneswar #Neurosurgeon
44
ଷ୍ଟ୍ରୋକ୍‌ର ଲକ୍ଷଣ ଜାଣନ୍ତୁ, ଜୀବନ ବଞ୍ଚାନ୍ତୁ | Recognise the Signs of Stroke | Dr. Ashok Kumar Mahapatra ପଦ୍ମଶ୍ରୀ ଡାକ୍ତର ଅଶୋକ କୁମାର ମହାପାତ୍ର ଭାରତର ଜଣେ ପ୍ରଖ୍ୟାତ ନ୍ୟୁରୋସର୍ଜନ ଏବଂ ଚିକିତ୍ସା କ୍ଷେତ୍ରର ଅଗ୍ରଣୀ ବ୍ୟକ୍ତିତ୍ୱ।ଚାରି ଦଶକରୁ ଅଧିକ ସମୟ ଧରି ସେ ଅସଂଖ୍ୟ ରୋଗୀଙ୍କୁ ନୂଆ ଜୀବନ ଦେବା ସହ ଏମ୍ସ ଭୁବନେଶ୍ୱରର ସ୍ଥାପନା ଓ ବିକାଶରେ ଅଗ୍ରଣୀ ଭୂମିକା ନିଭାଇଛନ୍ତି। ତାଙ୍କର ଦେହାନ୍ତ ଚିକିତ୍ସା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ଓଡ଼ିଶାଲାଇଭ୍‌ର ସ୍ୱତନ୍ତ୍ର ସାକ୍ଷାତକାର କାର୍ଯ୍ୟକ୍ରମ ‘କେତେକଥା’ରେ ସେ ଦେଇଥିଲେ ନିଜ ଜୀବନର ଶେଷ ସାକ୍ଷାତକାର। ଏଥିରେ ସେ ନିଜର ଚିକିତ୍ସା ଯାତ୍ରା, ନ୍ୟୁରୋସର୍ଜରୀ କ୍ଷେତ୍ରର ଅନୁଭବ, ଏମ୍ସ ଭୁବନେଶ୍ୱରର ଗଢ଼ିଉଠିବାର କାହାଣୀ, ଜଗା-କାଳିଆଙ୍କ ବିରଳ ଅସ୍ତ୍ରୋପଚାର ଏବଂ ଡାକ୍ତରୀ ପେଶାର ଆହ୍ୱାନ ସମ୍ପର୍କରେ ଖୋଲାଖୋଲି ଆଲୋଚନା କରିଥିଲେ। ଏହି ସାକ୍ଷାତକାରଟି ଓଡ଼ିଶାଲାଇଭ୍ ପକ୍ଷରୁ ୨୮ ମେ' ୨୦୨୬ରେ ରେକର୍ଡ କରାଯାଇଥିଲା। ଆଜି ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କ ନାହାନ୍ତି ସତ କିନ୍ତୁ ଷ୍ଟ୍ରୋକ୍ ଚିକିତ୍ସା କ୍ଷେତ୍ରରେ ତାଙ୍କର ପରାମର୍ଶ ବହୁତ ଉପଯୋଗୀ। ତାଙ୍କ ସ୍ମୃତି ଓ ଅବଦାନ ସମ୍ପର୍କରେ ଜାଣିବା ପାଇଁ ଦେଖନ୍ତୁ ଏହି ସମ୍ପୂର୍ଣ୍ଣ ସାକ୍ଷାତକାର। #DrAshokMahapatra #ketekatha #StrokeSigns
72
ଭୁବନେଶ୍ୱରର ଆଦର୍ଶ ଶିଶୁଗୃହ | Bhubaneswar's Model Creche Nurturing Little Minds ଆଜିର ବ୍ୟସ୍ତବହୁଳ ସହରୀ ଜୀବନରେ କର୍ମଜୀବୀ ଅଭିଭାବକଙ୍କ ପାଇଁ ଶିଶୁଙ୍କ ଉପଯୁକ୍ତ ଯତ୍ନ ଏକ ବଡ଼ ଆବଶ୍ୟକତା ପାଲଟିଛି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ଆରମ୍ଭ ହୋଇଛି ଏକ ଆଦର୍ଶ ଶିଶୁଗୃହ। ୬ ମାସରୁ ୬ ବର୍ଷ ବୟସର ଶିଶୁଙ୍କୁ ଏଠାରେ ମିଳୁଛି ସୁରକ୍ଷିତ, ସ୍ନେହପୂର୍ଣ୍ଣ ଓ ଅନୁକୂଳ ପରିବେଶ। ମିଳିତ ଜାତିସଂଘ ବିକାଶ କାର୍ଯ୍ୟକ୍ରମ (ୟୁଏନଡିପି) ଏବଂ ଭୁବନେଶ୍ୱର ମହାନଗର ନିଗମର ତତ୍ତ୍ୱାବଧାନରେ ଏହି ଶିଶୁଗୃହକୁ ମୋବାଇଲ୍ କ୍ରେଚେସ୍ ପରିଚାଳନା କରୁଛି। ପ୍ରାରମ୍ଭିକ ଶିକ୍ଷା, ପୁଷ୍ଟି, ସୁରକ୍ଷା ଓ ଶିଶୁଙ୍କ ସାମଗ୍ରିକ ବିକାଶ ଉପରେ ଏଠାରେ ଗୁରୁତ୍ୱ ଦିଆଯାଉଛି। ପ୍ରଶିକ୍ଷିତ ଏସଏଚଜି ମହିଳାଙ୍କ ଦ୍ୱାରା ପରିଚାଳିତ ଏହି ଶିଶୁଗୃହ ଗୋଷ୍ଠୀଭିତ୍ତିକ ସହଭାଗିତାକୁ ପ୍ରୋତ୍ସାହିତ କରିବା ସହ ଶିଶୁଙ୍କ ଉଜ୍ଜ୍ୱଳ ଭବିଷ୍ୟତର ମୂଳଦୁଆ ଗଢ଼ୁଛି। In today’s fast-paced urban life, quality childcare is a growing need for working parents. Addressing this, a Model Creche in Bhubaneswar is providing a safe, nurturing and child-friendly environment for children aged 6 months to 6 years. An initiative under the guidance of UNDP and Bhubaneswar Municipal Corporation (BMC), the creche is managed by Mobile Creches, focusing on early childhood education, nutrition, safety and holistic development. Managed by trained SHG women, the initiative promotes community participation while supporting working parents and nurturing young minds. @bmcbbsr @UNDP_India @WCDOdisha @UNICEF @UNICEFIndia @IPR_Odisha @SSEPD2 #bhubaneswar #bmc #Creches
31
ପଦ୍ମଶ୍ରୀ ଡାକ୍ତର ଅଶୋକ କୁମାର ମହାପାତ୍ର ଥିଲେ ଭାରତର ଜଣେ ପ୍ରଖ୍ୟାତ ନ୍ୟୁରୋସର୍ଜନ ଏବଂ ଚିକିତ୍ସା ଜଗତର ଅନନ୍ୟ ପ୍ରତିଭା। ଚାରି ଦଶନ୍ଧିରୁ ଅଧିକ ସମୟ ଧରି ଚିକିତ୍ସା କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ। ତାଙ୍କର ନିଷ୍ଠା ଓ ମାନବସେବାର ମହାନ ଆଦର୍ଶ ସର୍ବଦା ସ୍ମରଣୀୟ ହୋଇ ରହିବ। ଓଡ଼ିଶାଲାଇଭ୍ ପରିବାର ପକ୍ଷରୁ ପଦ୍ମଶ୍ରୀ ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି। The passing of renowned Odia neurosurgeon Padma Shri Dr. Ashok Kumar Mahapatra marks the end of an extraordinary journey in medicine, spanning over four decades of dedicated service, academic excellence and pioneering contributions to healthcare. His commitment to healing and the selfless service of humanity will remain an enduring source of inspiration. OdishaLIVE mourns his demise and pays heartfelt tribute to the departed stalwart. His legacy will continue to inspire generations. #AshokMahapatra #neurosurgeon #odisha
1
1
1
127
ଓଡ଼ିଆ ପାଠକଙ୍କ ପାଇଁ ପି. ସାଇନାଥଙ୍କ ପୁସ୍ତକ | P. Sainath’s Books Reach Odia Readers ବରିଷ୍ଠ ସାମ୍ବାଦିକ ତଥା ଲେଖକ ପି. ସାଇନାଥଙ୍କ ଦୁଇଟି ପୁସ୍ତକ ‘The Last Heroes: Foot Soldiers of Indian Freedom’ ଓ ‘Everybody Loves a Good Drought’ର ଓଡ଼ିଆ ଅନୁବାଦ ପ୍ରକାଶ ପାଇଛି। ଏହି ଅବସରରେ ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ସଦନରେ ‘ପେନ୍ ଇନ୍ ବୁକ୍ସ’ ପ୍ରକାଶନ ପକ୍ଷରୁ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ପି. ସାଇନାଥ କହିଥିଲେ, “ଏହି ଦୁଇଟି ପୁସ୍ତକ ଓଡ଼ିଆ ପାଠକଙ୍କ ପାଇଁ ବେଶ୍ ଉପଯୋଗୀ ହେବ। ଏହା ମାଧ୍ୟମରେ ପାଠକମାନେ ଓଡ଼ିଶାର ବିଭିନ୍ନ ଅଜଣା କାହାଣୀ, ସଂଘର୍ଷ ଓ ଇତିହାସ ସହ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀମାନଙ୍କ ଅବଦାନ ସମ୍ପର୍କରେ ଜାଣିବାର ସୁଯୋଗ ପାଇବେ।” The Odia translations of two acclaimed books by senior journalist and author P. Sainath, ‘The Last Heroes: Foot Soldiers of Indian Freedom’ and ‘Everybody Loves a Good Drought’, have been released. On this occasion, a ‘Meet the Author’ programme was organised by ‘Pen in Books’ at Geeta Govinda Sadan in Bhubaneswar. Speaking at the event, P. Sainath said that both books would be highly useful for Odia readers. Through these books, readers will get an opportunity to explore several lesser-known stories, struggles and historical accounts of Odisha, along with the contributions of freedom fighters from the state. @PSainath_org @PARINetwork #PSainath #PARI #OdiaBooks
31
Spot Stroke, Save Lives: Dr Maya Gantayet Calls for Timely Awareness and Collective Action Dr Maya Gantayet, Senior Neurologist, MD & Co-Founder, Ashwini Group of Hospitals, emphasises the importance of brain stroke prevention, recognising warning signs and seeking timely medical care. As a Campaign Advisor to IFI Foundation’s 'Spot Stroke Save Lives' campaign, she commended the collaborative initiatives led by IFI Foundation and its strategic partners, acknowledging the impactful use of digital outreach and community engagement to broaden stroke education. @WHO @WorldStrokeOrg @WorldStrokeEd @UTKALCHAMBER @OdishaLIVE @SwasthyaP @amlComms @HFWOdisha @MoHFW_INDIA @SSEPD2 @American_Stroke @ESOstroke @TheStrokeAssoc @nhmodisha @Ashwinicuttack
4
2
49
Think stroke only affects older people? Think again! Young adults can also experience a stroke. Globally, 1 in 4 adults over the age of 25 will experience a stroke in their lifetime. High blood pressure, diabetes, smoking and unhealthy lifestyle habits can increase the risk. Don't ignore the risks just because you're young. Make healthy choices, monitor your blood pressure and know the warning signs of stroke. You're Never Too Young to Be Stroke Aware. Know the Signs. #ActFAST #WorldStrokeDay2026 #SpotStrokeSaveLives @WHO @WorldStrokeOrg @WorldStrokeEd @UTKALCHAMBER @OdishaLIVE @SwasthyaP @SwasthyaPlusO @amlComms @HFWOdisha @MoHFW_INDIA @SSEPD2 @American_Stroke @ESOstroke @TheStrokeAssoc @nhmodisha
4
1
35
ब्रेन स्ट्रोक के लक्षण दिखने पर सबसे पहले क्या करना चाहिए? |Treatment of Stroke| Dr Siddharth Gautam #WorldStrokeDay2026 #EveryMinuteCounts #ActFAST #SpotStrokeSaveLives @WHO @WorldStrokeOrg @WorldStrokeEd @UTKALCHAMBER @SwasthyaP @amlComms @MoHFW_INDIA @American_Stroke @ESOstroke @TheStrokeAssoc
3
24
ବ୍ରେନ୍ ଷ୍ଟ୍ରୋକ୍‌ ପରେ ପୀଡ଼ିତଙ୍କ ଯତ୍ନ କିପରି ନେବେ? | Post Stroke Management | Dr Maya Gantayet #WorldStrokeDay2026 #EveryMinuteCounts #ActFAST #SpotStrokeSaveLives @WHO @WorldStrokeOrg @WorldStrokeEd @UTKALCHAMBER @OdishaLIVE @SwasthyaP @amlComms @HFWOdisha @MoHFW_INDIA @SSEPD2 @American_Stroke @ESOstroke @TheStrokeAssoc @nhmodisha
3
35
স্ট্রোকের পরে রোগীর যত্ন কিভাবে নেবেন? | Post Stroke Management | Dr Amitabha Das #WorldStrokeDay2026 #EveryMinuteCounts #ActFAST #SpotStrokeSaveLives @WHO @WorldStrokeOrg @WorldStrokeEd @UTKALCHAMBER @SwasthyaP @amlComms @MoHFW_INDIA @American_Stroke @ESOstroke @TheStrokeAssoc
3
34