CMO Odisha (@CMO_Odisha) header
CMO Odisha (@CMO_Odisha) profile picture

Office of the Chief Minister, Odisha

Bhubaneswar, Odisha
Joined January 2016
Photo by CMO Odisha (@CMO_Odisha)Photo by CMO Odisha (@CMO_Odisha)Photo by CMO Odisha (@CMO_Odisha)Photo by CMO Odisha (@CMO_Odisha)Photo by CMO Odisha (@CMO_Odisha)Photo by CMO Odisha (@CMO_Odisha)Photo by CMO Odisha (@CMO_Odisha)Photo by CMO Odisha (@CMO_Odisha)Photo by CMO Odisha (@CMO_Odisha)
‘ଜ୍ଞାନୋଦୟ – ଶିକ୍ଷାରୁ ସମୃଦ୍ଧି’ ଅଭିଯାନ ଅଧୀନରେ କେ.ଜି.ରୁ ପି.ଜି. ପର୍ଯ୍ୟନ୍ତ ଦେୟମୁକ୍ତ ଶିକ୍ଷା ସୁନିଶ୍ଚିତ କରିବା ଦିଗରେ ଲୋକଙ୍କ ସରକାର ପ୍ରତିବଦ୍ଧ । ୨୦୨୬-୨୭ ଶିକ୍ଷାବର୍ଷରେ ସ୍ନାତକ ପ୍ରଥମ ପର୍ଯ୍ୟାୟ ନାମଲେଖା ଶୁଳ୍କ ବାବଦରେ ୧,୧୧,୬୭୮ ଜଣ ଛାତ୍ରଛାତ୍ରୀଙ୍କୁ ₹୬୯.୨୩ କୋଟି ଫେରସ୍ତ କରାଯାଇଛି।
1
3
16
4,279
ବାତ୍ୟା ‘ଅର୍ଣ୍ଣବ’ ସମୟରେ ପଶୁସମ୍ପଦର ସୁରକ୍ଷା ଓ ଯତ୍ନକୁ ଗୁରୁତ୍ୱ ଦେଇ ମାଲକାନଗିରି ଜିଲ୍ଲାରେ ପ୍ରାଣୀ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଉଛି। ଏହି ଶିବିର ମାଧ୍ୟମରେ ଗୃହପାଳିତ ପଶୁମାନଙ୍କୁ ଆବଶ୍ୟକ ଚିକିତ୍ସା ସେବା ଓ ପଶୁଖାଦ୍ୟ ଯୋଗାଇ ଦିଆଯାଉଛି। ବାତ୍ୟା ସମୟରେ ପଶୁମାନଙ୍କ ସ୍ୱାସ୍ଥ୍ୟର ସୁରକ୍ଷା, ଉପଯୁକ୍ତ ଯତ୍ନ ଓ ସୁସ୍ଥତା ସୁନିଶ୍ଚିତ କରିବା ସହ ସେମାନଙ୍କୁ ଆବଶ୍ୟକ ସହାୟତା ପ୍ରଦାନ ପାଇଁ ଏହି ପଦକ୍ଷେପ ନିଆଯାଇଛି । Veterinary health camps in Malkangiri district are providing essential medical care and fodder to livestock to ensure their safety and well-being during Cyclone ‘Arnab’.
2
2
10
4,289
ବାତ୍ୟା ‘ଅର୍ଣ୍ଣବ’ ସମୟରେ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ରାସ୍ତାରୁ ଗଛ ହଟାଇବା ସହ ଅବରୋଧ ଦୂର କରିବାରେ ନିୟୋଜିତ ଅଛନ୍ତି ଉଦ୍ଧାରକାରୀ ଦଳ। ରାସ୍ତା ଯୋଗାଯୋଗର ପୁନଃସ୍ଥାପନ, ଜନସାଧାରଣଙ୍କ ସୁରକ୍ଷିତ ଯାତାୟାତ ଏବଂ ଅତ୍ୟାବଶ୍ୟକ ସେବା ସୁନିଶ୍ଚିତ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ୟମ ଜାରି ରହିଛି । During Cyclone ‘Arnab’, response teams are actively clearing fallen trees and removing road obstructions in Ganjam and Gajapati districts. Efforts are underway on a war footing to restore road connectivity, ensure safe movement of people and maintain essential services.
4
5
16
5,742
ବାତ୍ୟା ‘ଅର୍ଣ୍ଣବ’ର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ସହାୟତା ଓ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି । ଜନସାଧାରଣଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି । ବାତ୍ୟା ପରବର୍ତ୍ତୀ ସ୍ଥିତି ଉପରେ ନିରନ୍ତର ନଜର ରଖିବା ସହ ପ୍ରଭାବିତ ଅଞ୍ଚଳରେ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି । The government is accelerating relief and rescue operations in the wake of Cyclone ‘Arnab’, prioritising public safety and post-cyclone recovery.
4
9
20
6,727
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସ୍ୱତନ୍ତ୍ର ରିଲିଫ୍ କମିଶନର (SRC)ଙ୍କ କାର୍ଯ୍ୟାଳୟରେ ଏକ ଉଚ୍ଚସ୍ତରୀୟ ବୈଠକରେ ବାତ୍ୟା 'ଅର୍ଣ୍ଣବ'ର ସ୍ଥିତି, କ୍ଷୟକ୍ଷତି, ଚାଲିଥିବା ଉଦ୍ଧାର କାର୍ଯ୍ୟ ତଥା ରିଲିଫ୍ ବଣ୍ଟନ ବ୍ୟବସ୍ଥାର ବିସ୍ତୃତ ସମୀକ୍ଷା କରିଛନ୍ତି। ପ୍ରଭାବିତ ଅଞ୍ଚଳରେ ଜନସାଧାରଣଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ସହ ବିଦ୍ୟୁତ୍, ପାନୀୟ ଜଳ ଯୋଗାଣ ଓ ଯୋଗାଯୋଗ ବ୍ୟବସ୍ଥାର ତ୍ୱରିତ ପୁନରୁଦ୍ଧାର ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ODRAF, NDRF ଏବଂ ଅଗ୍ନିଶମ ବାହିନୀକୁ ପୂର୍ଣ୍ଣ ସଜାଗ ରଖିବା ଏବଂ ବିଭିନ୍ନ ବିଭାଗ ମଧ୍ୟରେ ଉତ୍ତମ ଆନ୍ତଃ-ବିଭାଗୀୟ ସମନ୍ୱୟ ରକ୍ଷା କରି ଯୁଦ୍ଧକାଳୀନ ଭିତ୍ତିରେ ସହାୟତା ପହଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
7
11
64
7,637
ଲୋକଙ୍କ ସରକାରରେ ଆସ୍ଥାକୁ ମିଳୁଛି ସମ୍ମାନ, ବରିଷ୍ଠଙ୍କ ସ୍ୱପ୍ନ ହେଉଛି ସାକାର। ‘ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା’ ମାଧ୍ୟମରେ ବରିଷ୍ଠ ନାଗରିକମାନେ ଦେଶର ବିଭିନ୍ନ ପବିତ୍ର ତୀର୍ଥସ୍ଥଳୀ ଦର୍ଶନ କରିବାର ସୁଯୋଗ ପାଉଛନ୍ତି। ଏହା କେବଳ ଏକ ଯୋଜନା ନୁହେଁ, ବରଂ ଆସ୍ଥା, ସେବା ଓ ବରିଷ୍ଠ ନାଗରିକଙ୍କ ପ୍ରତି ସମ୍ମାନର ଏକ ଆତ୍ମୀୟ ପ୍ରତିଫଳନ। Faith is being honoured, and the dreams of senior citizens are becoming a reality. The Baristha Nagarika Tirtha Yatra Yojana provides senior citizens with the opportunity to visit sacred pilgrimage sites across the country, reflecting a commitment to faith, service, and respect for the elderly.
9
3
1
24
5,308
ୟୁଏମ୍‌ଆଇ କନ୍‌ଫରେନ୍ସ ୨୦୨୬ରେ ୩ଟି ଜାତୀୟ ସମ୍ମାନ ମିଳିବା ଓଡ଼ିଶା ପାଇଁ ଗର୍ବର ବିଷୟ । ସହରାଞ୍ଚଳ ଜନ ପରିବହନରେ ଉନ୍ନତି, ସବୁଜ ପରିବହନର ପ୍ରସାର ଏବଂ ଉତ୍କୃଷ୍ଟ ପ୍ରଦର୍ଶନୀ ପାଇଁ ମିଳିଥିବା ଏହି ସ୍ୱୀକୃତି ଲୋକଙ୍କ ସରକାରଙ୍କ ପ୍ରୟାସକୁ ନୂଆ ପ୍ରେରଣା ଦେଇଛି । ସ୍ୱଚ୍ଛ, ସୁଗମ ଓ ପରିବେଶ ଅନୁକୂଳ ଜନ ପରିବହନ ବ୍ୟବସ୍ଥା ଗଠନ କରିବା ସହ ଏକ ସମୃଦ୍ଧ ଓଡ଼ିଶା ନିର୍ମାଣ ସଂକଳ୍ପ ଆହୁରି ସୁଦୃଢ଼ ହେବ । Odisha’s three national awards at the UMI Conference 2026 are a matter of pride. This recognition strengthens the People’s Government’s resolve to promote clean, accessible and eco-friendly public transport and build a prosperous Odisha.
6
9
1
30
6,021
🎁 Diwali Gift for Central Government Employees and Pensioners! Union Minister @AshwiniVaishnaw today announced that the Union Cabinet has approved a 3% increase in Dearness Allowance (DA) and Dearness Relief (DR), effective from 1 July 2026, providing relief against rising prices. The decision will benefit 48 lakh+ Central Government employees and 68 lakh+ pensioners. #CabinetDecisions #DearnessAllowance #DearnessRelief
🤖 Made with AI
6
30
7
75
10,985
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶାର ଶିଳ୍ପ ବିକାଶକୁ ମିଳୁଛି ନୂଆ ଗତି। ଇଣ୍ଡିଆ କେମ୍ ୨୦୨୬, ମୁମ୍ବାଇରେ ରସାୟନ ଓ ପେଟ୍ରୋକେମିକାଲ୍ସ କ୍ଷେତ୍ରରେ ବିଶ୍ୱ ନିବେଶକଙ୍କୁ ଆମନ୍ତ୍ରଣ ସହ ନିବେଶ ବୃଦ୍ଧି ଓ ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଉଛି। Under the leadership of Hon’ble Chief Minister Shri Mohan Charan Majhi, Odisha is accelerating its industrial growth. At India Chem 2026 in Mumbai, global investors were invited to explore opportunities in chemicals and petrochemicals, with a focus on attracting investments and creating jobs for the youth.
🤖 Made with AI
19
10
39
6,146
Under the leadership of Hon’ble Chief Minister Shri Mohan Charan Majhi, Odisha is translating its zero-tolerance policy against corruption into measurable results. The Vigilance conviction rate has risen from 50% in 2025 to around 65% in 2026, reflecting stronger enforcement and accountability. The commitment remains clear; transparent governance, strict action against corruption and public service rooted in integrity.
8
5
41
12,458
⁠ରାଜ୍ୟସ୍ତରୀୟ 'ଦୁର୍ନୀତି ନିବାରଣ ସଚେତନତା ସପ୍ତାହ' ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନଠାରେ ସାଧୁତାର ଶପଥ ପାଠ କରାଇଛନ୍ତି। 'ସାଧୁତା ରୁ ସମୃଦ୍ଧି' ମନ୍ତ୍ର ସହ ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ଓ ସ୍ୱଚ୍ଛ ଶାସନ ପାଇଁ ସେ ଆହ୍ୱାନ ଦେଇଛନ୍ତି।
1
3
18
6,995
ଦୁର୍ନୀତିମୁକ୍ତ ଶାସନ ପାଇଁ ନୈତିକତା, ସ୍ୱଚ୍ଛତା ଓ ସାଧୁତା ଅପରିହାର୍ଯ୍ୟ । ସଚେତନତା ସପ୍ତାହ ଅବସରରେ ଆସନ୍ତୁ, ସଚ୍ଚୋଟତା ଓ ଦାୟିତ୍ୱବୋଧକୁ ଜୀବନର ମୂଳମନ୍ତ୍ର କରି ଏକ ସମୃଦ୍ଧ, ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ଓଡ଼ିଶା ଗଠନରେ ସହଭାଗୀ ହେବା। Integrity, transparency and probity are essential for corruption-free governance. On the occasion of Vigilance Awareness Week, let us embrace honesty and accountability as our guiding principles and work together to build a prosperous, transparent and corruption-free Odisha.
8
6
34
6,297
ଦୁର୍ନୀତିମୁକ୍ତ ଶାସନ, ସ୍ୱଚ୍ଛ ପ୍ରଶାସନ ଓ ଜନସାଧାରଣଙ୍କ ପ୍ରତି ଉତ୍ତରଦାୟିତ୍ୱ ହେଉଛି ସୁଶାସନର ମୂଳମନ୍ତ୍ର। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଦୁର୍ନୀତିମୁକ୍ତ ଭାରତର ସଂକଳ୍ପକୁ ଆଗେଇ ନେଇ ଓଡ଼ିଶା ସରକାର ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣାଇଛନ୍ତି। ଗୁଇନ୍ଦା ସୂଚନା ଆଧାରରେ ନିରପେକ୍ଷ ଆଇନଗତ କାର୍ଯ୍ୟାନୁଷ୍ଠାନ ଓ ଦୋଷୀଙ୍କୁ ଦଣ୍ଡବିଧାନ ମାଧ୍ୟମରେ ଜନସାଧାରଣଙ୍କ ଅର୍ଥର ସୁରକ୍ଷା ଏବଂ ପ୍ରଶାସନ ପ୍ରତି ଜନଆସ୍ଥା ବଜାଇ ରଖିବାକୁ ସରକାର ସଂକଳ୍ପବଦ୍ଧ । Good governance means transparent administration, accountability and zero tolerance for corruption. Following Hon’ble Prime Minister Shri Narendra Modi Ji’s vision of a corruption-free India, the Odisha Government is committed to protecting public funds through impartial legal action and strict punishment for the guilty.
1
2
15
5,369
ସୁଶାସନର ପ୍ରକୃତ ଅର୍ଥ ହେଉଛି ସରକାରଙ୍କ ପ୍ରତ୍ୟେକ ଟଙ୍କାର ସୁଫଳ ଯେପରି ସିଧାସଳଖ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚିବ । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଦୂରଦର୍ଶୀ ନେତୃତ୍ୱରେ JAM ତ୍ରିଶକ୍ତି ମାଧ୍ୟମରେ ଡିଜିଟାଲ୍ ବ୍ୟବସ୍ଥା ଅଧିକ ସ୍ୱଚ୍ଛ, ସରଳ ଓ ଉତ୍ତରଦାୟୀ ହୋଇପାରିଛି । ଏହା ଦୁର୍ନୀତି ଓ ଅର୍ଥର ବାଟମାରଣାକୁ ରୋକିବା ସହ ଗରିବ ଓ ଯୋଗ୍ୟ ହିତାଧିକାରୀଙ୍କ ଅଧିକାରକୁ ସୁନିଶ୍ଚିତ କରୁଛି । Good governance means ensuring every rupee reaches the rightful beneficiary. Under the visionary leadership of Hon’ble Prime Minister Shri Narendra Modi Ji, the JAM trinity has strengthened transparency, curbed corruption and ensured that the poor receive their rightful benefits.
9
6
26
5,728
ବାତ୍ୟା ‘ଅର୍ଣ୍ଣବ’ର ସମ୍ଭାବ୍ୟ ଗତିପଥକୁ ଲକ୍ଷ୍ୟ ରଖି ତୃଣମୂଳ ସ୍ତରରେ ସୁରକ୍ଷା ଓ ସଚେତନତା ବ୍ୟବସ୍ଥାକୁ ତ୍ୱରାନ୍ୱିତ କରାଯାଉଛି। ଉପକୂଳ ତଥା ପ୍ରଭାବିତ ଅଞ୍ଚଳର ବାତ୍ୟା ଆଶ୍ରୟସ୍ଥଳଗୁଡ଼ିକରେ ପ୍ରାଥମିକ ସୁବିଧା ଏବଂ ରିଲିଫ୍ ସାମଗ୍ରୀ ମୁତୟନ ପ୍ରକ୍ରିୟା ଜାରି ରହିଛି। ଜନସାଧାରଣ ଭୟଭୀତ କିମ୍ବା ବିଭ୍ରାନ୍ତ ନହୋଇ ପ୍ରଶାସନିକ ସୂଚନା ଉପରେ ନଜର ରଖିବା ସହ ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ । In view of Cyclone 'Arnab', field-level safety and preparedness measures are underway across vulnerable areas. Citizens are urged to stay alert, avoid rumors, and rely on official advisories.
7
8
2
28
22,811
ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୧ତମ ଜନ୍ମବାର୍ଷିକୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରସ୍ଥିତ 'ଷ୍ଟାଚ୍ୟୁ ଅଫ୍ ୟୁନିଟି' ପରିସରରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ପ୍ୟାରେଡ୍‌ରେ ଯୋଗଦେବା ନିମନ୍ତେ ଭୁବନେଶ୍ୱର ନୂଆ ରେଳ ଷ୍ଟେସନରୁ ଏକ ସ୍ୱତନ୍ତ୍ର ଟ୍ରେନ୍‌କୁ ପତାକା ଦେଖାଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଶୁଭାରମ୍ଭ କରିଛନ୍ତି । ରାଜ୍ୟର ୧୯ଟି ନକ୍ସଲମୁକ୍ତ ଜିଲ୍ଲାରୁ ପ୍ରାୟ ଏକ ହଜାର ପ୍ରତିନିଧି ଏହି ଟ୍ରେନ୍ ଯୋଗେ ଶାନ୍ତି, ସୁରକ୍ଷା ଓ ପ୍ରଗତିର ବାର୍ତ୍ତା ବହନ କରି ଓଡ଼ିଶାର ପ୍ରତିନିଧିତ୍ୱ କରିବାକୁ ଯାତ୍ରା ଆରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ଦୃଢ଼ ନେତୃତ୍ୱରେ ଓଡ଼ିଶା ଆଜି ସମ୍ପୂର୍ଣ୍ଣ ନକ୍ସଲମୁକ୍ତ ହୋଇ ଦ୍ରୁତ ବିକାଶ ପଥରେ ଆଗେଇ ଚାଲିଛି, ଯେଉଁଥିରେ 'ଗ୍ରାମୋଦୟ ପ୍ଲସ୍' ଭଳି ଯୋଜନା ଜରିଆରେ ପ୍ରଭାବିତ ଅଞ୍ଚଳରେ ଭିତ୍ତିଭୂମି ଓ ସାମାଜିକ ବିକାଶକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉଛି।
7
70
2,614
ଡବଲ ଇଞ୍ଜିନ ସରକାରରେ ଓଡ଼ିଶାର ଡିଜିଟାଲ୍ ଭିତ୍ତିଭୂମି ହେଉଛି ଅଧିକ ସୁଦୃଢ଼। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଦୂରଦର୍ଶୀ ନେତୃତ୍ୱରେ ଜଟଣୀରେ ₹୧୬୯ କୋଟିର RBI ଡାଟା ସେଣ୍ଟର ପ୍ରଯୁକ୍ତିବିଦ୍ୟା ଓ ଡିଜିଟାଲ୍ ଅର୍ଥନୀତିକୁ ନୂଆ ଶକ୍ତି ପ୍ରଦାନ କରିବା ସହ ଡାଟା ସୁରକ୍ଷା ଓ ସାଇବର ସୁରକ୍ଷାକୁ ଅଧିକ ସୁଦୃଢ଼ କରିବ।
9
13
39
15,962
ଓଡ଼ିଶାର ସମୃଦ୍ଧ କୃଷି ଐତିହ୍ୟ ଓ ପାରମ୍ପରିକ ଚାଉଳକୁ ବିଶ୍ୱବଜାରରେ ନୂଆ ପରିଚୟ ଦେବା ଦିଗରେ ଲୋକଙ୍କ ସରକାର ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି । ଭାରତ ଅନ୍ତର୍ଜାତୀୟ ଚାଉଳ ସମ୍ମିଳନୀ-୨୦୨୬ରେ ଓଡ଼ିଶାର ଅଂଶଗ୍ରହଣ ଏବଂ ଓରମାସ୍‌କୁ BIRC ଗ୍ଲୋବାଲ୍ ଏକ୍ସଲେନ୍ସ ଆୱାର୍ଡ-୨୦୨୬ରେ ସମ୍ମାନିତ କରାଯିବା ଓଡ଼ିଶା ପାଇଁ ଗର୍ବର ବିଷୟ । ଏହା ରାଜ୍ୟର ସ୍ୱତନ୍ତ୍ର ଚାଉଳ କିସମର ପ୍ରଚାରପ୍ରସାର ସହ କୃଷକଙ୍କ ଆୟ ବୃଦ୍ଧି, ଗ୍ରାମୀଣ ରୋଜଗାର ସୃଷ୍ଟି ଓ ପାରମ୍ପରିକ କୃଷି ଐତିହ୍ୟର ସଂରକ୍ଷଣକୁ ନୂଆ ଦିଗ ଦେବ । Odisha’s traditional rice varieties are gaining global recognition, strengthening our agricultural heritage, farmers’ income and rural livelihoods. ORMAS receiving the BIRC Global Excellence Award 2026 marks a proud milestone for Odisha.
5
8
32
11,694