I & PR Department, Odisha (@IPR_Odisha) header
I & PR Department, Odisha (@IPR_Odisha) profile picture

Information & Public Relations Dept. Govt. of Odisha | ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ସରକାର

Bhubaneswar
Joined June 2016
Photo by I & PR Department, Odisha (@IPR_Odisha)Photo by I & PR Department, Odisha (@IPR_Odisha)Photo by I & PR Department, Odisha (@IPR_Odisha)Photo by I & PR Department, Odisha (@IPR_Odisha)Photo by I & PR Department, Odisha (@IPR_Odisha)Photo by I & PR Department, Odisha (@IPR_Odisha)Photo by I & PR Department, Odisha (@IPR_Odisha)Photo by I & PR Department, Odisha (@IPR_Odisha)Photo by I & PR Department, Odisha (@IPR_Odisha)Photo by I & PR Department, Odisha (@IPR_Odisha)
‘ଅର୍ଣ୍ଣବ ଓ ଅକବାନ-୨୦୨୬’ ଯୋଗୁଁ ଗଞ୍ଜାମ ଜିଲ୍ଲାରେ ହୋଇଥିବା କ୍ଷୟକ୍ଷତି ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା ପାଇଁ ଗଞ୍ଜାମ ଜିଲ୍ଲା ପରିଷଦଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସମୀକ୍ଷା ବୈଠକ କରିଛନ୍ତି। ବାତ୍ୟା ଓ ଲଗାଣ ବର୍ଷାଜନିତ କ୍ଷୟକ୍ଷତିର ଆକଳନ, ରିଲିଫ୍ ବଣ୍ଟନ ଏବଂ ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ନେଇ ବିଭାଗୀୟ ଅଧିକାରୀ, ସ୍ଥାନୀୟ ପ୍ରଶାସନ ଓ ଜନପ୍ରତିନିଧିମାନଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି। ପ୍ରଭାବିତଙ୍କୁ ତ୍ୱରିତ ସହାୟତା ପହଞ୍ଚାଇବା ଏବଂ କ୍ଷତିଗ୍ରସ୍ତ ଭିତ୍ତିଭୂମିର ଶୀଘ୍ର ପୁନରୁଦ୍ଧାର ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
1
11
5,938
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବାତ୍ୟା ‘ଅକବାନ’ ଓ ଲଗାଣ ବର୍ଷାରେ ପ୍ରଭାବିତ ଗଞ୍ଜାମ ଜିଲ୍ଲାର ଚାଷଜମିରେ ଫସଲ କ୍ଷୟକ୍ଷତିର ପ୍ରତ୍ୟକ୍ଷ ଅନୁଧ୍ୟାନ କରିଛନ୍ତି। କ୍ଷତିଗ୍ରସ୍ତ ଚାଷୀ ଭାଇଭଉଣୀମାନଙ୍କ ସହ ଆଲୋଚନା କରିବା ସହ ଖୁବଶୀଘ୍ର ରିପୋର୍ଟ ଆଧାରରେ ସେମାନଙ୍କୁ ଉପଯୁକ୍ତ ସହାୟତା ଯୋଗାଇ ଦେବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। #CycloneAkvan #OdishaCares
1
5
6,947
For the first time, Odisha is hosting its first International Cultural Festival in Bali, Indonesia - celebrating our ancient sea-faring legacy, Bali Jatra and the timeless Kalinga-Bali connection. Highlights: Kalinga-Bali Trade Exhibition Odisha Handloom & Handicraft Showcase Odia Dance & Music Odia Food Festival Tourism & Investment Dialogue Odisha Literature & Cultural Exchange A 100-member delegation led by Deputy Chief Minister Smt. Pravati Parida will represent Odisha. The festival will be inaugurated at Museum Pasifika. #OdishaParabBali2026 #BaliJatra #KalingaBali #Odisha #OdiaCulture
2
1
38
7,791
Strengthening Odisha–Indonesia Tourism Partnership. Dy CM Smt Pravati Parida and @Culturedeptt Sri Suryabanshi Suraj, held a meeting with InJourney Tourism Development Corporation of Indonesia in Bali to explore opportunities for tourism cooperation and strengthen the longstanding cultural and people-to-people ties between Odisha and Indonesia. The meeting was attended officials from Indonesia & Odisha Tourism and @Culturedeptt. #OdishaParab2026 #OdishaInBali #OdishaTourism #IndiaIndonesia #TourismCooperation #ThinkIndiaThinkOdisha
3
25
6,590
ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଳକର ହାଣ୍ଡିଘର ଗାଁ'ରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଫସଲ କ୍ଷୟକ୍ଷତି ଅନୁଧ୍ୟାନ କରୁଛନ୍ତି: #OdishaCares #Ganjam
3
47
6,953
ମହାନ ସ୍ୱାଧୀନତା ସଂଗ୍ରାମୀ, ବିଶିଷ୍ଟ ଜନନାୟକ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀରେ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି।
2
7
5,442
I & PR Department, Odisha retweeted
VIDEO | Odisha: Chief Minister Mohan Charan Majhi and State Minister Suresh Pujari conduct an aerial survey to assess damage caused by Cyclone Akvan in Ganjam district. (Source: CMO) (Full video available on PTI Videos - ptivideos.com)
3
4
29
6,727
ରାଜସ୍ୱ ପ୍ରଶାସନକୁ ଅଧିକ ସୁସଂଗଠିତ, ସମନ୍ୱିତ ଓ ଦକ୍ଷ କରିବା ଲକ୍ଷ୍ୟରେ ଭୁବନେଶ୍ୱରରେ ନିର୍ମାଣ ହେବ ଅତ୍ୟାଧୁନିକ ବହୁତଳ ବିଶିଷ୍ଟ ରାଜସ୍ୱ ଭବନ। ୩୪୭.୮୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ୯ ମହଲା ବିଶିଷ୍ଟ ଭବନରେ ଗୋଟିଏ ସ୍ଥାନରେ ରାଜସ୍ୱ ବିଭାଗର ସମସ୍ତ ପ୍ରଶାସନିକ ବ୍ୟବସ୍ଥା ଉପଲବ୍ଧ ହେବ।
2
12
5,351
I & PR Department, Odisha retweeted
Heartiest congratulations to Abhijit Das, Supritee Mohapatra, Samida Begam and Sachin Kumar on being felicitated by Hon’ble Prime Minister Shri Narendra Modi Ji for their outstanding performance in the All India Trade Test 2026. With renewed focus on strengthening technical education, modernising ITIs and equipping youth with future-ready skills, Odisha is steadily building a skilled and empowered workforce. Their success is a proud moment for the State and a reflection of the aspirations of our young talent.
1
5
1
40
4,623
Date Palm Jaggery, cherished for its distinctive flavour and traditional appeal, takes centre stage as a symbol of Odisha’s rich culinary heritage. From traditional roots to contemporary markets, this age-old delicacy is finding new admirers at Odisha Pavilion, India International Trade Fair #IITF2026. #OdishaAtIITF2026 #LocalToGlobal #VocalForLocal
5
18
7,658
The Odisha State Day festivities at IITF 2026 showcased the state’s rich traditions through captivating dance, music and martial art performances. #OdishaStateDay #IITF2026 #OdishaAtIITF #VirasatSeVikas
1
6
41
7,946
Rajya Sabha MP Sri Sujeet Kumar visited Odisha Pavilion at India International Trade Fair, Bharat Mandapam, New Delhi: #IITF2026
1
9
1
35
8,849
Odisha’s Silver Filigree (Tarakasi) is captivating visitors at the Odisha Pavilion at the India International Trade Fair (IITF) 2026. From delicate jewellery to intricately crafted masterpieces, every creation reflects remarkable precision, artistic imagination and generations of traditional craftsmanship. #OdishaAtIITF2026 #IITF2026 #VirasatSeVikas
4
15
6,884
ନୂଆଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମ୍‌ଠାରେ ଆୟୋଜିତ ଭାରତ ଆନ୍ତର୍ଜାତିକ ବାଣିଜ୍ଯ ମେଳାରେ ଆଜି ପାଳିତ ହୋଇଛି ଓଡ଼ିଶା ରାଜ୍ୟ ଦିବସ। ଏହି ସମାରୋହରେ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, କଳାତ୍ମକ ଉତ୍କର୍ଷ ଓ ଅନନ୍ୟ ପରମ୍ପରା ଦର୍ଶକଙ୍କ ମନରେ ରୋମାଞ୍ଚ ସୃଷ୍ଟି କରିଛି। ଏହି ଅବସରରେ ଓଡ଼ିଶୀ, ପାଇକ ଯୁଦ୍ଧକଳା ନୃତ୍ୟ ଓ ଧାପ ନୃତ୍ୟର ଚିତ୍ତାକର୍ଷକ ପରିବେଷଣ ଦର୍ଶକମାନଙ୍କୁ ବିମୋହିତ କରିଥିଲା। ଏହି ସାଂସ୍କୃତିକ ପ୍ରସ୍ତୁତି ଜାତୀୟ ମଞ୍ଚରେ ଓଡ଼ିଶାର ଶାସ୍ତ୍ରୀୟ ଗରିମା, ଲୋକପରମ୍ପରା ଓ ବୀରତ୍ୱପୂର୍ଣ୍ଣ ସାଂସ୍କୃତିକ ଐତିହ୍ୟର ଏକ ମନୋରମ ସମନ୍ୱୟ ପ୍ରଦର୍ଶନ କରିଥିଲା। ଏହି ସମାରୋହରେ ଓଡ଼ିଶା ସରକାରଙ୍କ ନୂଆଦିଲ୍ଲୀସ୍ଥିତ ସ୍ୱତନ୍ତ୍ର ଆବାସିକ ଆୟୁକ୍ତ ସୁଶ୍ରୀ ରିତୁ ଅରୋରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ସଞ୍ଜୟ କୁମାର ବିଶ୍ୱାଳ ଉପସ୍ଥିତ ଥିଲେ। ଓଡ଼ିଶା ରାଜ୍ୟ ଦିବସ ସମାରୋହ ଆଇଆଇଟିଏଫ୍-୨୦୨୬ର ବ୍ୟାପକ ବିଷୟବସ୍ତୁ “ବିକାଶ ଓ ବିରାସତକୁ ମଧ୍ୟ ସାର୍ଥକ ଭାବେ ପ୍ରତିଫଳିତ କରିଥିଲା। ମେଳାରେ ସ୍ଥାନିତ ଆଫଗାନିସ୍ତାନ, ଫ୍ରାନ୍ସ ଓ ଶ୍ରୀଲଙ୍କା ସମେତ ବିଭିନ୍ନ ଦେଶର ପ୍ରତିନିଧି ଓ ଆଗନ୍ତୁକମାନେ ପାଭିଲିୟନ୍ ପରିଦର୍ଶନ କରି ଏହାର ପ୍ରଶଂସା କରିଛନ୍ତି। ପାଭିଲିୟନ୍‌ରେ ଓଡ଼ିଶାର ହସ୍ତତନ୍ତ, ହସ୍ତଶିଳ୍ପ, କୃଷିଜାତ ଉତ୍ପାଦ, ଜନଜାତି ଉତ୍ପାଦ, ଖାଦ୍ୟ ସାମଗ୍ରୀ, ମୂଲ୍ୟଯୁକ୍ତ ଉତ୍ପାଦ ଏବଂ ଉଦ୍ୟୋଗିତା ସମ୍ବନ୍ଧୀୟ ପଦକ୍ଷେପଗୁଡ଼ିକୁ ପ୍ରଦର୍ଶିତ କରାଯାଇଛି। #IITF2026 #BharatMandapam
1
7
32
7,996
Big Relief on Stamp Duty for Company Restructuring: Government of Odisha has remitted stamp duty for reconstruction, amalgamation, demerger or arrangement of companies sanctioned under Sections 230-232 of the Companies Act, 2013. MSMEs: 100% remission if resulting entity is MSME. Large Industries: Stamp duty capped at maximum Rs 50 crore, on case-to-case basis by HLCA chaired by Chief Minister. Pls go through the order: #stampduty #odishacares
3
1
45
28,728
ଅଖିଳ ଭାରତୀୟ ବୃତ୍ତି ପରୀକ୍ଷା-୨୦୨୬ (All India Trade Test-2026)ରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଓଡ଼ିଶାର ୪ଜଣ ପ୍ରଶିକ୍ଷାର୍ଥୀଙ୍କୁ ଆଜି ଲକ୍ଷ୍ନୌସ୍ଥିତ ଇନ୍ଦିରା ଗାନ୍ଧୀ ପ୍ରତିଷ୍ଠାନଠାରେ ଆୟୋଜିତ ପଞ୍ଚମ ‘କୌଶଳ ଦୀକ୍ଷାନ୍ତ ସମାରୋହ’ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମ୍ବର୍ଦ୍ଧିତ କରିଛନ୍ତି। ସମ୍ମାନିତ ହୋଇଥିବା ପ୍ରଶିକ୍ଷାର୍ଥୀମାନେ ହେଲେ, ସରକାରୀ ଆଇ.ଟି.ଆଇ, କଟକର ଅଭିଜିତ ଦାସ ଏବଂ ସରକାରୀ ଆଇ.ଟି.ଆଇ, ପୁରୀର ସୁପ୍ରୀତି ମହାପାତ୍ର। ସେହିପରି ଭୁବନେଶ୍ୱରସ୍ଥିତ ରାଷ୍ଟ୍ରୀୟ ଦକ୍ଷତା ପ୍ରଶିକ୍ଷଣ ସଂସ୍ଥାର ସମିଦା ବେଗମ୍ ଓ ସଚିନ କୁମାର ମଧ୍ୟ ଏହି ଜାତୀୟ ସମ୍ମାନ ହାସଲ କରିଛନ୍ତି। ଭାରତ ସରକାରଙ୍କ ପ୍ରଶିକ୍ଷଣ ମହାନିର୍ଦ୍ଦେଶାଳୟ ପକ୍ଷରୁ ଦେଶର ଆଇ.ଟି.ଆଇ.ଗୁଡ଼ିକୁ ନେଇ ଆୟୋଜିତ ଅଖିଳ ଭାରତୀୟ ବୃତ୍ତି ପରୀକ୍ଷାରେ ନିଜ ନିଜ ଟ୍ରେଡରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଏହି ୪ଜଣ ପ୍ରଶିକ୍ଷାର୍ଥୀ ଜାତୀୟସ୍ତରରେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଛନ୍ତି। ଦେଶର ୫୨ଜଣ ଶ୍ରେଷ୍ଠ ପ୍ରଶିକ୍ଷାର୍ଥୀଙ୍କ ମଧ୍ୟରେ ସ୍ଥାନ ପାଇବା ସହ ପ୍ରଧାନମନ୍ତ୍ରୀଙ୍କଠାରୁ ସମ୍ବର୍ଦ୍ଧନା ଗ୍ରହଣ କରିଛନ୍ତି। @SkilledInOdisha
2
4
51
7,987
Mahua Cookies bring a unique twist to traditional flavours, showcasing the potential of local produce and homegrown innovation at the Odisha Pavilion. This unique offering showcases the potential of value addition in empowering enterprises and taking Odisha’s products to wider markets. #IITF2026 #VocalForLocal #OdishaAtIITF #VirasatSeVikas
3
1
21
7,126
ରାଜ୍ୟରେ ସାଇବର ଅପରାଧ, ଆର୍ଥିକ ଠକେଇ ଏବଂ ଏହା ସହିତ ମହିଳା ଓ ଶିଶୁମାନଙ୍କ ବିରୁଦ୍ଧରେ ହେଉଥିବା ସାଇବର ଅତ୍ୟାଚାରକୁ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏକ ବଡ ପଦକ୍ଷେପ ନେଇ ‘ଓଡିଶା ସାଇବର କମାଣ୍ଡ ସେଣ୍ଟର’ ଗଠନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ୨୪୯.୩୯ କୋଟି ଟଙ୍କା ମଞ୍ଜୁର ମଧ୍ୟ କରିଛନ୍ତି। ସାଇବର ଅପରାଧକୁ ଚିହ୍ନଟ କରିବା, ରୋକିବା ଏବଂ ବିଭିନ୍ନ ପ୍ରକାର ସାଇବର ଠକେଇ ଓ ସାଇବର ବିପଦର ନିୟନ୍ତ୍ରଣ ପାଇଁ ତଦନ୍ତ କରିବା କ୍ଷେତ୍ରରେ ଏହି କମାଣ୍ଡ ସେଣ୍ଟର ଏକ ବିଶେଷଜ୍ଞ ସଂସ୍ଥା ଭାବେ କାର୍ଯ୍ୟକରିବ। ଏହାର ମୁଖ୍ୟତଃ ୪ଟି ମୁଖ୍ୟ ଶାଖା ରହିବ। ଏହି ଶାଖା ଗୁଡିକ ହେଉଛି- ସାଇବର କ୍ରାଇମ ହେଡକ୍ୱାର୍ଟର୍ସ, ଷ୍ଟେଟ ସାଇବର କ୍ରାଇମ ପୋଲିସ ଷ୍ଟେସନ, ସାଇବର ରିସୋର୍ସ ସେଣ୍ଟର ଏବଂ AI ପ୍ରେଡିକ୍ଟିଭ୍ ପୋଲିସିଙ୍ଗ୍ ଆଣ୍ଡ ଡାଟା ଆନାଲିଟିକ୍ସ ସେଣ୍ଟର (AI Predictive Policing & Data Analytics Centre). #CyberSecurity #Odisha
3
3
59
10,702
Odisha’s rich handloom heritage takes centre stage at IITF 2026. From the iconic Sambalpuri and Bomkai sarees to live weaving demonstrations, the Odisha Pavilion celebrates the State’s timeless craftsmanship. The platform is opening new avenues for market linkages and global opportunities for Odisha’s weavers. #OdishaAtIITF #IITF2026 #VirasatSeVikas
3
19
6,114
I & PR Department, Odisha retweeted
ଫଙ୍ଗସ୍ ସଂକ୍ରମଣକୁ ଅଣଦେଖା କରନ୍ତୁ ନାହିଁ। ସୁସ୍ଥ ରହିବା ପାଇଁ ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଫଙ୍ଗସ୍ ସଂକ୍ରମଣ ପ୍ରତି ସଚେତନ ରୁହନ୍ତୁ ଏବଂ ଶରୀରରେ କୌଣସି ଲକ୍ଷଣ ଦେଖାଦେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ବିଶେଷକରି ଅଧିକ ବିପଦ ଥିବା ବ୍ୟକ୍ତିମାନେ ସତର୍କ ରୁହନ୍ତୁ। #FungalInfection #HealthAwareness #StayHealthy
6
18
6,306