BJD IT Cell (@BJDITCell) header
BJD IT Cell (@BJDITCell) profile picture

The official page of Biju Janata Dal, Odisha. Responsible for all digital presence of the Party.

Bhubaneswar, Odisha
Joined October 2022
Photo by BJD IT Cell (@BJDITCell)Photo by BJD IT Cell (@BJDITCell)Photo by BJD IT Cell (@BJDITCell)Photo by BJD IT Cell (@BJDITCell)Photo by BJD IT Cell (@BJDITCell)Photo by BJD IT Cell (@BJDITCell)Photo by BJD IT Cell (@BJDITCell)Photo by BJD IT Cell (@BJDITCell)Photo by BJD IT Cell (@BJDITCell)Photo by BJD IT Cell (@BJDITCell)
ସାରା ଦୁନିଆ ଜାଣିଛି, ନବୀନଙ୍କ ବିଦେଶ ଗସ୍ତର ମୂଳ ଉଦେଶ୍ୟ କଣ ଥିଲା... କିନ୍ତୁ ଏକଥା ମୋହନ ବାବୁ ଆଜିଯାଏଁ ଜାଣିପାରିଲେନି.. #NaveenPatnaik #NaveenPatnaikForOdisha #MohanMajhi
1
9
175
ବୋଇତ ବନ୍ଦାଣର ପୂର୍ବସନ୍ଧ୍ୟାରେ ନବୀନ ନିବାସଠାରେ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଇଣ୍ଡୋନେସିଆର କୂଟନୈତିକ ପ୍ରତିନିଧି ଦଳ। ଏହି ସାକ୍ଷାତକାର, ଦୁଇ ଦେଶର ଐତିହାସିକ ଓ ସାଂସ୍କୃତିକ ବନ୍ଧନକୁ ଆହୁରି ଆତ୍ମୀୟ କରିବା ସହ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଅବଦାନକୁ ପୁଣିଥରେ ସ୍ମରଣ କରାଇଛି। #NaveenPatnaik #BijuPatnaik
1
2
22
191
BJD IT Cell retweeted
Pleasure meeting His Excellency Yudho Sasongko, Chargé d’Affaires, along with diplomats from the Embassy of the Republic of Indonesia (@KBRI_NewDelhi). We fondly recalled the legacy of #BijuBabu, cherished by the people of both #Odisha and Indonesia, and reflected on our deep cultural ties, shared maritime heritage, and longstanding friendship. Thanked him for the courtesy visit.
26
124
4
903
21,717
ଏମାନେ କୁଆଡେ ଲୋକଙ୍କ ସରକାର.... #BJPAntiOdisha #FakeBJP #FraudBJP #GobackBJP
1
4
19
352
I have had very limited travel abroad, and it has been done only to deal with #Odisha’s affairs, some of which were very important for the state. I understand that some false allegations have been made about my travels and those of my officers. An appropriate response will be given.
176
189
10
1,444
69,480
ଏ ମାଟି ଜାଣିଛି, ଏ ମାଟିର ଜନତା ଜାଣିଛନ୍ତି, ପ୍ରତି ସୁଖରେ ଦୁଃଖରେ ସାଥିରେ ଛିଡାହୋଇଛନ୍ତି ଜନନେତା ଶ୍ରୀ ନବୀନ ପଟ୍ଟନାୟକ। #NaveenPatnaik
15
63
576
ଓଡ଼ିଶାର ହିତପାଇଁ ନବୀନଙ୍କ ପ୍ରୟାସକୁ ମିଛ ଅଭିଯୋଗରେ ଢାଙ୍କିବାକୁ ଚେଷ୍ଟା କରୁଛି ବିଜେପି। କିନ୍ତୁ ସତକୁ ଯେତେ ଲୁଚାଇଲେ ବି, ସତ ସତ ହିଁ ରହିବ। #BJPAntiOdisha #FakeBJP #GobackBJP #NaveenPatnaik #NaveenPatnaikForOdisha
5
17
54
276
ଓଡ଼ିଶାବାସୀଙ୍କ ମଙ୍ଗଳ ପାଇଁ ଥିଲା, ନବୀନଙ୍କ ବିଦେଶ ଗସ୍ତ, ବିଜେପି କରୁଥିବା ପ୍ରତିଟି ମିଛ ଅଭିଯୋଗର ପର୍ଦ୍ଦାଫାର୍ସ ହେବ ନିଶ୍ଚୟ... #NaveenPatnaik #NaveenPatnaikForOdisha
6
40
181
599
ପଙ୍କୁଆ ଦଳର ପଙ୍କ ଯେତେ ଘାଣ୍ଟିଲେ ବି ସତ ଲୁଚିବନି.... ନିଜ ଶାସନର ବିଫଳତା ଆଉ ଅପାରଗତାର ହିସାବ ଦେବାକୁ ପଡ଼ିବ, ଅନ୍ୟକୁ ଦୋଷ ଦେଇ ଖସିବାର ରାସ୍ତା ନାହିଁ। #BJPAntiOdisha #FraudBJP #FakeBJP #GobackBJP
3
31
404
ନବୀନ ଓଡିଶାପାଇଁ ଚିନ୍ତା କରୁଥିଲେ, ମୋହନ ନିଜ ଚିନ୍ତାରେ ମସଗୁଲ.... #NaveenPatnaik #NaveenPatnaikForOdisha #BJPAntiOdisha #MohanMajhi
2
2
18
184
ଓଡିଶା ଉତ୍ତର ଚାହୁଁଛି.... ଲୋକଙ୍କ ପଇସାରେ, ଲୋକଙ୍କ ମୁଖ୍ୟମନ୍ତ୍ରୀ କରୁଥିବା ସଉକର ତଦନ୍ତ କେବେହେବ?? #BJPAntiOdisha #FakeBJP #FraudBJP #GobackBJP
12
22
1
159
3,786
ବିଜେପିର ପ୍ରତିଟି ମିଛ ଅପପ୍ରଚାରର ଜବାବ ଓଡ଼ିଶାବାସୀ ନିଶ୍ଚୟ ଦେବେ... #Naveenpatnaik #NaveenOdisha #NaveenForOdisha
2
2
15
147
ଡବଲ ଇଞ୍ଜିନ ସରକାର ଯେବେ ଯେବେ ଅଡୁଆରେ ପଡ଼ିଛି, ସେତେବେଳେ ଜନତାଙ୍କ ଧ୍ୟାନ ହଟାଇବାକୁ ନୂଆ ନୂଆ ନାଟକ ରଚିଛି। ଏହି ରାଜନୀତି ପଛର ସତ୍ୟ ଓଡ଼ିଶାବାସୀ ଭଲଭାବେ ବୁଝିଛନ୍ତି। #BijuJanataDalOdisha #NaveenPatnaik #Odisha
8
117
ଆଗକୁ ଓଡ଼ିଶାରେ ବି ଏଇ ଅବସ୍ଥା ହେବ... #FakeBJP #bjpfailinrajasthan
1
8
1
35
561
ନବୀନ ବାବୁଙ୍କ ସୁଶାସନ ଏବଂ ସୁଦୃଢ ଭିଜନ ପାଇଁ ହିଁ, ଓଡ଼ିଶାରେ କମିଛି ଦାରିଦ୍ର୍ୟ ହାର... #OdishaWithBJD #NaveenPatnaik #BJDForPeople
2
22
408
ଗେମ୍‌ରେ GTA 5 ରୁ GTA 6, ୧୩ ବର୍ଷର ଅପଗ୍ରେଡ୍… ଓଡ଼ିଶାରେ ମଧ୍ୟ ଗତ ଦୁଇ ଦଶନ୍ଧିରେ ବିକାଶ, ପରିଚୟ ଓ ଆତ୍ମବିଶ୍ୱାସର ଏକ ନୂଆ ଅପଗ୍ରେଡ୍ ଦେଖିଛି ରାଜ୍ୟ। ଏହି ପରିବର୍ତ୍ତନର ଗେମ୍ ଚେଞ୍ଜର ଥିଲେ ନବୀନ ପଟ୍ଟନାୟକ। #GTA6 #GameChanger #NaveenPatnaik #OdishaWithNaveen #BJD #BJDForPeople
1
6
50
1,432
ବିପର୍ଯ୍ୟୟର ଭୟାବହତାକୁ ସୁଯୋଗରେ ପରିଣତ କରି, ଓଡ଼ିଶାକୁ ବିଶ୍ୱ ମଞ୍ଚରେ ବିପର୍ଯ୍ୟୟ ପରିଚାଳନାର ଏକ ଅନନ୍ୟ ପରିଚୟ ଦେଇଥିବା ନେତୃତ୍ୱ ହେଉଛି ନବୀନଙ୍କ ନେତୃତ୍ୱ। ଏହି ମାଟି, ଏହି ଜନତା ତାଙ୍କର ଦୂରଦର୍ଶୀ ଚିନ୍ତାଧାରା ଓ ଅଦମ୍ୟ ସଂକଳ୍ପକୁ କେବେ ଭୁଲିବେ ନାହିଁ। #NaveenPatnaik #BJDForOdisha #BijuJanataDalOdisha
11
195
ନବୀନଙ୍କ ନିର୍ଦ୍ଦେଶରେ କେନ୍ଦ୍ରାପଡ଼ାରେ ବାତ୍ୟା ‘ଅକବାନ୍’କୁ ମୁକାବିଲା କରିବା ପାଇଁ ବିଜେଡି ନେତୃମଣ୍ଡଳୀ ସକ୍ରିୟ। ଲୋକଙ୍କ ସୁରକ୍ଷା ଓ ସହାୟତା ପାଇଁ ନବୀନ ବ୍ରିଗେଡ୍ ସର୍ବଦା ପ୍ରସ୍ତୁତ। #NaveenBrigade #BJDForPeople #OdishaWithBJD #NaveenPatnaik #CycloneAkban
11
136
ନବୀନଙ୍କ ଆହ୍ୱାନରେ ଜନସେବା ପାଇଁ ଏକଜୁଟ୍ ନେତୃମଣ୍ଡଳୀ। ବାତ୍ୟା ‘ଅକବାନ୍’ର ସମ୍ଭାବ୍ୟ ପ୍ରଭାବକୁ ମୁକାବିଲା କରିବା ସହ ଲୋକଙ୍କ ସୁରକ୍ଷା ଓ ସହାୟତା ପାଇଁ ବାଲେଶ୍ୱରରେ ସୁଦାମ ମାର୍ଣ୍ଡିଙ୍କ ନେତୃତ୍ୱରେ ଜାରି ରହିଛି ଜନସେବା କାର୍ଯ୍ୟ। #BJDForPeople #NaveenBrigade #NaveenPatnaik #OdishaWithBJD #CycloneAkban
1
15
147
ରାଜନୀତି ନୁହେଁ, ଲୋକଙ୍କ ସେବା ହିଁ ପ୍ରଥମ ପରିଚୟ। ବାତ୍ୟା ‘ଅକବାନ୍’କୁ ନେଇ ସତର୍କତା ମଧ୍ୟରେ ଜନସାଧାରଣଙ୍କ ସୁରକ୍ଷା, ସଚେତନତା ଓ ସହଯୋଗ ପାଇଁ ପୁରୀ ଜିଲ୍ଲାରେ,ଶ୍ରୀ ଦେବୀପ୍ରସାଦ ମିଶ୍ର ଓ ଅନ୍ୟ ନେତୃମଣ୍ଡଳୀ ନିରନ୍ତର କାର୍ଯ୍ୟରତ। #BJDForPeople #NaveenPatnaikForOdisha #OdishaWithBJD #PeopleFirst
8
265