ଭରଦ୍ୱାଜ ଶ୍ରୀ ବିଷ୍ଣୁ ମୋହନ🚩Bishnu mohan Patra . (@BishnuMohanPat2) header
ଭରଦ୍ୱାଜ ଶ୍ରୀ ବିଷ୍ଣୁ ମୋହନ🚩Bishnu mohan Patra . (@BishnuMohanPat2) profile picture

ଜୀବନଯୁଦ୍ଧ ଲଢ଼ି ଜାଣେ !ଜିତି ଜିତାଇବାର କୌଶଳ ବି.. ଲେଖା✍️ପଢ଼ାରେ ଆନନ୍ଦ ପାଏ !

Bhubaneshwar, India
Joined March 2018
Photo by ଭରଦ୍ୱାଜ ଶ୍ରୀ ବିଷ୍ଣୁ ମୋହନ🚩Bishnu mohan Patra . (@BishnuMohanPat2)Photo by ଭରଦ୍ୱାଜ ଶ୍ରୀ ବିଷ୍ଣୁ ମୋହନ🚩Bishnu mohan Patra . (@BishnuMohanPat2)Photo by ଭରଦ୍ୱାଜ ଶ୍ରୀ ବିଷ୍ଣୁ ମୋହନ🚩Bishnu mohan Patra . (@BishnuMohanPat2)Photo by ଭରଦ୍ୱାଜ ଶ୍ରୀ ବିଷ୍ଣୁ ମୋହନ🚩Bishnu mohan Patra . (@BishnuMohanPat2)Photo by ଭରଦ୍ୱାଜ ଶ୍ରୀ ବିଷ୍ଣୁ ମୋହନ🚩Bishnu mohan Patra . (@BishnuMohanPat2)Photo by ଭରଦ୍ୱାଜ ଶ୍ରୀ ବିଷ୍ଣୁ ମୋହନ🚩Bishnu mohan Patra . (@BishnuMohanPat2)Photo by ଭରଦ୍ୱାଜ ଶ୍ରୀ ବିଷ୍ଣୁ ମୋହନ🚩Bishnu mohan Patra . (@BishnuMohanPat2)Photo by ଭରଦ୍ୱାଜ ଶ୍ରୀ ବିଷ୍ଣୁ ମୋହନ🚩Bishnu mohan Patra . (@BishnuMohanPat2)Photo by ଭରଦ୍ୱାଜ ଶ୍ରୀ ବିଷ୍ଣୁ ମୋହନ🚩Bishnu mohan Patra . (@BishnuMohanPat2)Photo by ଭରଦ୍ୱାଜ ଶ୍ରୀ ବିଷ୍ଣୁ ମୋହନ🚩Bishnu mohan Patra . (@BishnuMohanPat2)
🚩#ସୁପ୍ରଭାତ🙏 ଏଠି,-- ବଦଳି ଯାଆନ୍ତି ଭୁଲିବି ଯାଆନ୍ତି ଛାଡି ଚାଲି ଯାଆନ୍ତି ଏ ମଣିଷ ଆଉ ଆପଣା ଜନେ ପ୍ରଭୁ ତୁମେତ ଭୁଲନା ଛାଡିଦେଇ--ଯାଅନା ଏକାକରି ମତେ ଏଇ ଭୁବନେ? 🙏ଜୟ ଜଗନ୍ନାଥ🙏 #ଅକୀଞ୍ଚନ_କରେ_ନିବେଦନ🌸
30
25
3
274
🩵 ଶୀତ ଆସେ ବାଘ ପାଦେ ଶିତୁଳି ସଙ୍ଗୀତ ସାଥେ ଏ ଯାମିନୀ ଚେଇଁ ଉଠେ ଶଶୀରେଖା ଛାୟା ପଥେ !! #ମୋ_କବିତା✍️ ......ପ୍ରୀତି ଫୁଟେ, ଜ୍ୟୋତ୍ସ୍ନା ସମ୍ପାତେ🩵🩵
2
6
175
ଜବରଦସ୍ତ ପାଠଶାଳା 👍 ବାବାଙ୍କ ପାଇଁ ୧୦୧ ତାଳି 👏👏
What Happened When Christian Missionaries Tried to Convert a Hindu Monk?😱
1
4
182
ଭରଦ୍ୱାଜ ଶ୍ରୀ ବିଷ୍ଣୁ ମୋହନ🚩Bishnu mohan Patra . retweeted
तमिलनाडु: मदुरै में तिरुपरनकुंद्रम पहाड़ी के ऊपर 'दीपथून' पर जला कार्तिगई दीपम, भावुक हो गए हिंदू, रोने लगे श्रद्धालु #MaduraiDeepamRow #TamilNadu #ThiruparankundramHill #ThiruparankundramDeepam #Thiruparankundram #KarthigaiDeepam #ZeeNews
87
792
22
3,762
53,430
ଭରଦ୍ୱାଜ ଶ୍ରୀ ବିଷ୍ଣୁ ମୋହନ🚩Bishnu mohan Patra . retweeted
A flame of faith. A tradition upheld. A victory for Sanatan. Jai Prabhu Kartikeya.🙏 #Thiruparankundram #KarthigaiDeepam
30
102
2
879
10,347
🙏 ପ୍ରଭୁ, ତବ ଭବ୍ୟ ଦିବ୍ୟ ଦର୍ଶନେ ! ଶିହରିତ ତନୁମନ ମୋ ମନ ନର୍ତ୍ତକ କରେ କୀର୍ତ୍ତନ,ଘନଘନ ପ୍ରୀତି ଆକର୍ଷଣେ ! 🪷🪷 #ଶୁଭସଂଧ୍ୟା #ଜୟ_ଜଗନ୍ନାଥ🙏🚩
3
19
221
🖤❤️ ରାତ୍ରି ଗୋ.. ତୁମ ଯଉବନ ଶେଷ ପହରେ ଚନ୍ଦ୍ରାଲୋକେ ତନ୍ଦ୍ରା ହଜେ ଝୁମା ଝୁମା ଧିମା ମହୁଲି ନିଶାରେ !! #ମୋ_କବିତା✍️ ସାଥିରେ.. ଅପାଶୋରା #ସ୍ମୃତି ଝରେ ଏଇ..ମହୁଲିପିଆ ଜହ୍ନ ରାତିରେ..🩵🩵
2
1
8
196
#ସୁପ୍ରଭାତ🚩 #ପ୍ରାତଃଚିନ୍ତନ 🙏 ପରଚର୍ଚ୍ଚା ଅର୍ଥାତ୍ ପରନିନ୍ଦା କରିବା ! ଯଦି କାହାର ସୁଗୁଣ ନେଇ ଚର୍ଚ୍ଚା ହୁଏ ତେବେ ନିଜ ଭିତରେ ସେଇ ସୁଗୁଣ ସଂକ୍ରମିତ ହୁଏ ! ଯଦି କାହାର କୁ-ଗୁଣକୁ ନେଇ ନିରନ୍ତର ଚର୍ଚ୍ଚା ହୁଏ ତେବେ- ସେଇସବୁ 'କୁ-ଗୁଣ' ନିଜ ଭିତରେ ସଂକ୍ରମିତ ହୋଇ ନିଜର ପତନ ଘଟାଇଥାଏ ! ସତ୍ୟର ପ୍ରଚାର ହେଉ ! #ଜୟ_ଜଗନ୍ନାଥ🙏🚩
4
3
17
399
🙏 ଆଦର୍ଶ ତୁମେ ଆଶ୍ରୟ ତୁମେ ତୁମେ, ନିଖିଳ ମାନସ ମୁକ୍ତିତୀର୍ଥ ! ଆରାଧନା ତୁମେ ଆଶ୍ଵାସନା ତୁମେ ତୁମେ, ପୁଣ୍ୟ ମନ୍ଦାକିନୀ ସ୍ରୋତ !! #ଜୟ_ଜଗନ୍ନାଥ 🚩🙏
3
2
17
237
ହେଲେବି ପୁନେଇଁ ବାସି ଜହ୍ନ ଦିଶେ ଭାରି ଛନଛନ---,, #ସହରୀଗାଁ🌴ରୁ...
1
1
13
297
କେବେ ଥରେ ତୁମେ, ବିସ୍ମୃତିର ଗୁମ୍ଫାରୁ-- ଅଳନ୍ଧୁମଖା ସ୍ମୃତିକୁ ଧୋଇମାଜି ଆଣି, ଶ୍ରଦ୍ଧାର ଫୁଲଦାନିରେ ସଜେଇ ରଖି ଦେଖନା... ସିଏ ପୁଣି ଆଜିବି ମହମହ ହେଇ ବାସିବ !! #ସ୍ମୃତି💜ପା ଚିର ଅମଳିନ.. #ପ୍ରୀତି💞ର #ନନ୍ଦନବନ !! #ମୋ_କବିତା✍️ ସେଇ ଛୁଆଁ...🤝
3
1
13
346
#ସୁପ୍ରଭାତ🚩 🙏 ମହାନନ୍ଦର ମହାସ୍ରୋତ ତୁମେ ତବ ରୂପ ଅବଦାତ ମହାଜୀବନର ଆପ୍ତ ଆଲୋକେ ଏ ଜଗତ ଆଲୋକିତ ! 🙏🚩#ଜୟ_ଜଗନ୍ନାଥ🚩🙏
6
3
1
31
294
✍️ ପ୍ରଶ୍ନ 'ତୁ' ଉତ୍ତର ବି 'ତୁ' ! ✍️ ପ୍ରଣୟ 'ତୁ' ପ୍ରହସନ ବି 'ତୁ' ! ✍️ ଆନନ୍ଦ 'ତୁ' ଅବସାଦ ବି 'ତୁ' ! ✍️ ସମସ୍ୟା ବି 'ତୁ' ସମାଧାନ କିନ୍ତୁ 'ମୁଁ'...!!" ✍️ #ତୁ_ଆଉ_ମୁଁ 🩶❤️
1
17
537
ସକାଳୁ ସକାଳୁ ପୁନେଇଁ ଯାଉ 😋😋
1
7
181
🚩 ନୁହେଁ ମୁଁ ଅଭୁକ୍ତ ନୁହେଁ--କକ୍ଷଚ୍ୟୁତ ଦ୍ୱନ୍ଦ-ବାଧା-ବିଘ୍ନ ଦଳି ଈଷ୍ଟନିଶାରେ ଛୁଟିଚି ନିରତ ଶାକ୍ତସମ,ଶ୍ରୀଗୁରୁ ଚରଣାଶ୍ରିତ !! #ଜୟ_ଜଗନ୍ନାଥ🚩🙏
1
9
329
ଭରଦ୍ୱାଜ ଶ୍ରୀ ବିଷ୍ଣୁ ମୋହନ🚩Bishnu mohan Patra . retweeted
Replying to @BishnuMohanPat2
ବହୁତ୍ ବହୁତ୍ ଧନ୍ୟବାଦ୍ ସାର୍🙏🙏
1
1
29