Healthy Livestock, Safer Wildlife | Anugola Forest Division
Through awareness-cum-vaccination camps across Jarapada, Kaniha and Chhendipada Ranges, the Mobile Veterinary Unit (MVU), in collaboration with local veterinary staff and forest personnel, administered 450 vaccine doses to livestock.
These initiatives promote timely vaccination, regular deworming and preventive animal healthcare, strengthening livestock health while contributing to wildlife protection and harmonious coexistence.
ସୁସ୍ଥ ଗୃହପାଳିତ ପଶୁ, ସୁରକ୍ଷିତ ବନ୍ୟଜନ୍ତୁ | ଅନୁଗୋଳ ବନଖଣ୍ଡ
ଅନୁଗୋଳ ବନଖଣ୍ଡର ମୋବାଇଲ୍ ଭେଟେରିନାରୀ ୟୁନିଟ୍ (MVU), ସ୍ଥାନୀୟ ପଶୁଚିକିତ୍ସା କର୍ମଚାରୀ ଓ ବନ କର୍ମଚାରୀଙ୍କ ସହଯୋଗରେ ଜରପଡ଼ା, କଣିହା ଓ ଛେଣ୍ଡିପଦା ରେଞ୍ଜର ବିଭିନ୍ନ ଗ୍ରାମରେ ସଚେତନତା ଓ ଟିକାକରଣ ଶିବିର ଆୟୋଜନ କରାଯାଇ ମୋଟ ୪୫୦ ଡୋଜ୍ ଟିକା ପ୍ରଦାନ କରାଯାଇଛି।
ସମୟୋଚିତ ଟିକାକରଣ, ନିୟମିତ କୃମିନାଶକ ଓ ପ୍ରତିଷେଧକ ପଶୁ ସ୍ୱାସ୍ଥ୍ୟ ସେବା ସମ୍ପର୍କରେ ସଚେତନତା ସୃଷ୍ଟି କରି ପଶୁ ସ୍ୱାସ୍ଥ୍ୟର ସୁରକ୍ଷା ସହ ବନ୍ୟଜନ୍ତୁ ସଂରକ୍ଷଣ ଓ ମଣିଷ-ବନ୍ୟଜନ୍ତୁ ସହାବସ୍ଥାନକୁ ସୁଦୃଢ଼ କରାଯାଉଛି।
#AnugolaForestDivision #LivestockHealth #WildlifeProtection #AnimalVaccination #HumanWildlifeCoexistence
@CMO_Odisha
@GaneshRamBJP
@ForestDeptt
@pccfodisha
@PCCFWL_Odisha
3
144
Environmental Responsibility & Green Belt Development | Anugola Forest Division
Promoting a greener, cleaner and healthier environment through collective responsibility and collaboration.
An important discussion was held between the Anugola Forest Division and NALCO officials on environmental protection, green belt development, Air Quality Index (AQI) improvement and sustainable environmental practices.
In the presence of the Regional Chief Conservator of Forests (RCCF), Anugola, and the Divisional Forest Officer (DFO), Anugola, the meeting highlighted the importance of strengthening green initiatives and fostering collaborative efforts towards environmental conservation.
Together, let us work towards a sustainable future with cleaner air, greener surroundings and a healthier ecosystem.
ପରିବେଶ ସୁରକ୍ଷା ଓ ଗ୍ରୀନ୍ ବେଲ୍ଟ ବିକାଶ | ଅନୁଗୋଳ ବନଖଣ୍ଡ
ସବୁଜ, ସ୍ୱଚ୍ଛ ଓ ସୁସ୍ଥ ପରିବେଶ ଗଠନ ଦିଗରେ ମିଳିତ ପ୍ରୟାସ।
ଅନୁଗୋଳ ସର୍କିଟ୍ ହାଉସ୍ର ସମ୍ମିଳନୀ କକ୍ଷରେ ଅନୁଗୋଳ ବନଖଣ୍ଡ ଓ ନାଲକୋର ଅଧିକାରୀମାନଙ୍କ ମଧ୍ୟରେ ପରିବେଶ ସୁରକ୍ଷା, ଗ୍ରୀନ୍ ବେଲ୍ଟ ବିକାଶ, ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ର ଉନ୍ନତି ଏବଂ ସ୍ଥାୟୀ ପରିବେଶଗତ ଅଭ୍ୟାସ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା।
ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ (RCCF) ଓ ଡିଭିଜନାଲ୍ ଫରେଷ୍ଟ ଅଫିସର (DFO), ଅନୁଗୋଳଙ୍କ ଉପସ୍ଥିତିରେ ଏହି ଆଲୋଚନାରେ ସବୁଜିମା ବୃଦ୍ଧି ଓ ପରିବେଶ ସଂରକ୍ଷଣ ପାଇଁ ସମନ୍ୱିତ ପ୍ରୟାସର ଗୁରୁତ୍ୱ ଉପରେ ଆଲୋକପାତ କରାଯାଇଥିଲା।
ଆସନ୍ତୁ, ସ୍ୱଚ୍ଛ ବାୟୁ, ସବୁଜ ପରିବେଶ ଓ ସୁସ୍ଥ ପୃଥିବୀ ଗଠନ ପାଇଁ ଏକାଠି କାମ କରିବା।
#AnugolaForestDivision #EnvironmentalProtection #GreenBeltDevelopment #AirQuality #SustainableEnvironment
@CMO_Odisha
@GaneshRamBJP
@ForestDeptt
@pccfodisha
@PCCFWL_Odisha
2
86
Empowering Rural Women Through Sustainable Livelihoods | Nari Utpadika Dala | Anugola Forest Division
Promoting women’s empowerment through skill development and sustainable livelihood opportunities!
With the continuous support and guidance of the Forest Department, members of the Nari Utpadika Dala under Ballipatta Section, Jarapada Range, have been trained in tailoring and garment-making and provided with sewing machines to strengthen their livelihood opportunities.
Through their dedication, teamwork and entrepreneurial spirit, the group successfully generated an income of ₹12,000 in the last month.
This initiative reflects the commitment of the Anugola Forest Division towards empowering rural women, encouraging self-reliance and building sustainable sources of income for forest-fringe communities.
ସ୍ଥାୟୀ ଜୀବିକା ମାଧ୍ୟମରେ ଗ୍ରାମୀଣ ମହିଳାଙ୍କ ସଶକ୍ତିକରଣ
ଦକ୍ଷତା ବିକାଶ ଓ ସ୍ଥାୟୀ ଜୀବିକାର ସୁଯୋଗ ମାଧ୍ୟମରେ ମହିଳାଙ୍କୁ ସଶକ୍ତ କରିବା ଦିଗରେ ଅନୁଗୋଳ ବନଖଣ୍ଡର ଏକ ଅଭିନବ ପ୍ରୟାସ।
ବନ ବିଭାଗର ମାର୍ଗଦର୍ଶନ ଓ ସହଯୋଗରେ ଜରପଡ଼ା ରେଞ୍ଜ ଅନ୍ତର୍ଗତ ବଲ୍ଲିପଟ୍ଟା ସେକ୍ସନର ନାରୀ ଉତ୍ପାଦିକା ଦଳ*ର ସଦସ୍ୟାମାନଙ୍କୁ ସିଲେଇ ଓ ପୋଷାକ ପ୍ରସ୍ତୁତି ଉପରେ ତାଲିମ ଦିଆଯିବା ସହ ସିଲେଇ ମେସିନ୍ ଯୋଗାଇ ଦିଆଯାଇଛି।
ନିଜର ଦକ୍ଷତା, ପରିଶ୍ରମ ଓ ସାମୂହିକ ଉଦ୍ୟମ ବଳରେ ଏହି ମହିଳାମାନେ ଗତ ମାସରେ ୧୨,୦୦୦ ଟଙ୍କା ଆୟ କରି ସଫଳତା ହାସଲ କରିଛନ୍ତି।
ଗ୍ରାମୀଣ ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବା ଏବଂ ସ୍ଥାୟୀ ଜୀବିକାର ସୁଯୋଗ ସୃଷ୍ଟି କରିବା ଦିଗରେ ଅନୁଗୋଳ ବନଖଣ୍ଡର ଏହି ପ୍ରୟାସ ଏକ ପ୍ରେରଣାଦାୟକ ପଦକ୍ଷେପ।
#WomenEmpowerment #SustainableLivelihoods #RuralDevelopment #SelfReliance #AnugolaForestDivision
@CMO_Odisha
@GaneshRamBJP
@ForestDeptt
@pccfodisha
@PCCFWL_Odisha
4
159
Exposure Field Visit | Learning Through Field Experience
A group of 14 Range Officers (ROs) undergoing refresher training at OFRC visited the Anugola Forest Division as part of an exposure field visit focused on Afforestation and Livelihood Opportunities.
The visit provided valuable practical insights into afforestation techniques, plantation activities, forest restoration initiatives and sustainable forest management practices. The trainees also explored community-oriented approaches to forest conservation, ecological restoration and livelihood enhancement for forest-fringe communities.
The interactive field session encouraged knowledge sharing, practical learning and exchange of experiences, strengthening the understanding of participatory and sustainable forest management.
Building knowledge, strengthening conservation and empowering communities for a greener future.
ଅଭିଜ୍ଞତାଭିତ୍ତିକ କ୍ଷେତ୍ର ପରିଦର୍ଶନ | କ୍ଷେତ୍ର ଅନୁଭୂତି ମାଧ୍ୟମରେ ଶିକ୍ଷା
OFRC ଠାରେ ପୁନଃତାଲିମ ଗ୍ରହଣ କରୁଥିବା ୧୪ ଜଣ ରେଞ୍ଜ ଅଫିସର (RO) ଅନୁଗୋଳ ବନଖଣ୍ଡ ପରିଦର୍ଶନ କରି ବନୀକରଣ ଓ ଜୀବିକା ସୃଷ୍ଟି ସମ୍ପର୍କିତ ବିଭିନ୍ନ କାର୍ଯ୍ୟକଳାପ ବିଷୟରେ ପ୍ରାୟୋଗିକ ଜ୍ଞାନ ଆହରଣ କରିଥିଲେ।
ଏହି ପରିଦର୍ଶନ ସମୟରେ ସେମାନେ ବନୀକରଣ ପ୍ରଣାଳୀ, ବୃକ୍ଷରୋପଣ, ଜଙ୍ଗଲ ପୁନରୁଦ୍ଧାର ଏବଂ ସ୍ଥାୟୀ ବନ ପରିଚାଳନା ସମ୍ପର୍କରେ ଅନେକ ଅନୁଭୂତି ହାସଲ କରିଥିଲେ। ଏଥିସହ ଜଙ୍ଗଲ ସଂରକ୍ଷଣ ଓ ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଗ୍ରାମବାସୀଙ୍କ ଜୀବିକାର ବିକାଶ ପାଇଁ ସାମୁଦାୟିକ ଅଂଶଗ୍ରହଣର ଗୁରୁତ୍ୱ ଉପରେ ଆଲୋକପାତ କରାଯାଇଥିଲା।
ଏହି କ୍ଷେତ୍ର ପରିଦର୍ଶନ ଜ୍ଞାନ ଆଦାନପ୍ରଦାନ, ଅଭିଜ୍ଞତା ବିନିମୟ ଏବଂ ସ୍ଥାୟୀ ବନ ପରିଚାଳନା ଦିଗରେ ଏକ ମୂଲ୍ୟବାନ ଶିକ୍ଷଣୀୟ ଅନୁଭୂତି ପ୍ରଦାନ କରିଥିଲା।
#AnugolaForestDivision #ExposureFieldVisit #ForestConservation #Afforestation #SustainableLivelihood
@CMO_Odisha
@GaneshRamBJP
@ForestDeptt
@pccfodisha
@PCCFWL_Odisha
4
182
WILDLIFE RESCUE MOCK DRILL | STRENGTHENING EMERGENCY PREPAREDNESS
Reinforcing its commitment to wildlife protection and animal welfare, the Rapid Response Team (RRT) and Mobile Veterinary Unit (MVU) Team of the Anugola Forest Division conducted a mock drill simulating the rescue of a wild boar trapped in a canal.
The exercise focused on enhancing emergency preparedness, strengthening rescue techniques, improving inter-team coordination and ensuring timely response during wildlife emergencies.
The mock drill demonstrated safe animal handling, proper risk assessment, effective utilisation of rescue equipment, veterinary assistance and careful extraction procedures to minimise stress and prevent injuries to the animal. Special emphasis was also placed on ensuring the safety of both wildlife and rescue personnel.
Such practical exercises play a vital role in enhancing field-level expertise, operational efficiency and confidence among frontline teams to respond effectively to real-life wildlife emergencies.
Prepared Teams, Protected Wildlife, Safer Coexistence
#AnugolaForestDivision #WildlifeRescue #MockDrill #WildlifeProtection #HumanWildlifeCoexistence
@CMO_Odisha
@GaneshRamBJP
@ForestDeptt
@pccfodisha
@PCCFWL_Odisha
WILDLIFE RESCUE MOCK DRILL | STRENGTHENING EMERGENCY PREPAREDNESS
Reinforcing its commitment to wildlife protection and animal welfare, the Rapid Response Team (RRT) and Mobile Veterinary Unit (MVU) Team of the Anugola Forest Division conducted a mock drill simulating the rescue of a wild boar trapped in a canal.
The exercise focused on enhancing emergency preparedness, strengthening rescue techniques, improving inter-team coordination and ensuring timely response during wildlife emergencies.
The mock drill demonstrated safe animal handling, proper risk assessment, effective utilisation of rescue equipment, veterinary assistance and careful extraction procedures to minimise stress and prevent injuries to the animal. Special emphasis was also placed on ensuring the safety of both wildlife and rescue personnel.
Such practical exercises play a vital role in enhancing field-level expertise, operational efficiency and confidence among frontline teams to respond effectively to real-life wildlife emergencies.
Prepared Teams, Protected Wildlife, Safer Coexistence!
ବନ୍ୟଜନ୍ତୁ ଉଦ୍ଧାର ମକ୍ ଡ୍ରିଲ୍ | ଜରୁରୀକାଳୀନ ପ୍ରସ୍ତୁତିକୁ ସୁଦୃଢ଼ କରିବା
ବନ୍ୟଜନ୍ତୁ ସୁରକ୍ଷା ଏବଂ ପଶୁ କଲ୍ୟାଣ ପ୍ରତି ନିଜର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଅନୁଗୋଳ ବନଖଣ୍ଡର ରାପିଡ୍ ରେସପନ୍ସ ଟିମ୍ (RRT) ଏବଂ ମୋବାଇଲ୍ ଭେଟେରିନାରୀ ୟୁନିଟ୍ (MVU) ପକ୍ଷରୁ କେନାଲରେ ଫସି ରହିଥିବା ଏକ ବାରହାକୁ ଉଦ୍ଧାର କରିବାର ଏକ ମକ୍ ଡ୍ରିଲ୍ ଆୟୋଜନ କରାଯାଇଥିଲା।
ଏହି ଅଭ୍ୟାସର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଜରୁରୀକାଳୀନ ପରିସ୍ଥିତିରେ ପ୍ରସ୍ତୁତି, ଉଦ୍ଧାର କୌଶଳ, ବିଭିନ୍ନ ଟିମ୍ ମଧ୍ୟରେ ସମନ୍ୱୟ ଏବଂ ତ୍ୱରିତ ପ୍ରତିକ୍ରିୟା କ୍ଷମତାକୁ ବୃଦ୍ଧି କରିବା।
ଏହି ମକ୍ ଡ୍ରିଲ୍ରେ ବନ୍ୟଜନ୍ତୁଙ୍କୁ ସୁରକ୍ଷିତ ଭାବେ ନିୟନ୍ତ୍ରଣ, ବିପଦର ଆକଳନ, ଉଦ୍ଧାର ଉପକରଣର ସଠିକ୍ ବ୍ୟବହାର, ପ୍ରାଣୀ ଚିକିତ୍ସା ସହାୟତା ଏବଂ ଜୀବଜନ୍ତୁଙ୍କୁ ଚାପ ଓ ଆଘାତରୁ ରକ୍ଷା କରି ସତର୍କତାର ସହ ଉଦ୍ଧାର କରିବାର ପ୍ରକ୍ରିୟା ଅଭ୍ୟାସ କରାଯାଇଥିଲା। ଏଥିସହ ଉଦ୍ଧାରକାରୀ ଦଳ ଏବଂ ବନ୍ୟଜନ୍ତୁଙ୍କ ସୁରକ୍ଷାକୁ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।
ଏଭଳି ବ୍ୟବହାରିକ ଅଭ୍ୟାସ କ୍ଷେତ୍ରସ୍ତରୀୟ ଦକ୍ଷତା, କାର୍ଯ୍ୟଦକ୍ଷତା ଏବଂ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଆତ୍ମବିଶ୍ୱାସ ବୃଦ୍ଧି କରିଥାଏ।
ସୁପ୍ରସ୍ତୁତ ଦଳ, ସୁରକ୍ଷିତ ବନ୍ୟଜନ୍ତୁ ଏବଂ ସହାବସ୍ଥାନର ସୁଦୃଢ଼ ପ୍ରୟାସ
#AnugolaForestDivision #WildlifeRescue #MockDrill #WildlifeProtection #HumanWildlifeCoexistence
@CMO_Odisha
@GaneshRamBJP
@ForestDeptt
@pccfodisha
@PCCFWL_Odisha
2
149
CHECK DAM INSPECTION | CONSERVING WATER, SUSTAINING FORESTS
Strengthening its commitment to water conservation and sustainable forest management, the Anugola Forest Division conducted an inspection of the check dam at Balanga Reserve Forest, Compartment No. 5, under Kantamegha-I Beat, Khinda Section, Bantala Range.
The inspection was carried out by Shri Rajkishore Mohanty, CGWB Department, in the presence of ACF Shri Aswini Behera and the Range Officer, Bantala.
The visit focused on assessing the check dam's effectiveness in promoting groundwater recharge, retaining soil moisture and ensuring water availability for the surrounding forest ecosystem. Such water conservation structures play a vital role in maintaining ecological balance, supporting biodiversity and strengthening the long-term sustainability of forest resources.
Conserving every drop of water today for a greener and healthier tomorrow!
ଚେକ୍ ଡ୍ୟାମ୍ ନିରୀକ୍ଷଣ | ଜଳ ସଂରକ୍ଷଣ, ଜଙ୍ଗଲ ସୁରକ୍ଷା
ଜଳ ସଂରକ୍ଷଣ ଏବଂ ସ୍ଥାୟୀ ଜଙ୍ଗଲ ପରିଚାଳନାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଅନୁଗୋଳ ବନଖଣ୍ଡ ପକ୍ଷରୁ ବନ୍ତଳା ରେଞ୍ଜ ଅନ୍ତର୍ଗତ ଖିଣ୍ଡା ସେକ୍ସନର କଣ୍ଟାମେଘା-I ବିଟ୍ ଅଧୀନସ୍ଥ ବଳଙ୍ଗା ସଂରକ୍ଷିତ ଜଙ୍ଗଲର କମ୍ପାର୍ଟମେଣ୍ଟ ନଂ-୫ ଠାରେ ନିର୍ମିତ ଚେକ୍ ଡ୍ୟାମ୍ର ନିରୀକ୍ଷଣ କରାଯାଇଥିଲା।
CGWB ବିଭାଗର ଶ୍ରୀ ରାଜକିଶୋର ମହାନ୍ତିଙ୍କ ଦ୍ୱାରା ଏହି ନିରୀକ୍ଷଣ କରାଯାଇଥିବା ବେଳେ ACF ଶ୍ରୀ ଅଶ୍ୱିନୀ ବେହେରା ଏବଂ ବନ୍ତଳା ରେଞ୍ଜର ଉପସ୍ଥିତ ଥିଲେ।
ଏହି ନିରୀକ୍ଷଣର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଭୂତଳ ଜଳ ପୁନର୍ଭରଣ, ମୃତ୍ତିକାର ଆର୍ଦ୍ରତା ସଂରକ୍ଷଣ ଏବଂ ଜଙ୍ଗଲ ପରିବେଶ ପାଇଁ ଜଳର ଉପଲବ୍ଧତା ସୁନିଶ୍ଚିତ କରିବାରେ ଚେକ୍ ଡ୍ୟାମ୍ର ଭୂମିକା ଆକଳନ କରିବା। ଏଭଳି ପଦକ୍ଷେପ ଜୈବ ବିବିଧତାର ସୁରକ୍ଷା, ପରିବେଶର ସନ୍ତୁଳନ ଏବଂ ଜଙ୍ଗଲ ସମ୍ପଦର ସ୍ଥାୟୀ ପରିଚାଳନାରେ ସହାୟକ ହୋଇଥାଏ।
ଆଜିର ଜଳ ସଂରକ୍ଷଣ, ଆସନ୍ତାକାଲିର ସବୁଜ ଭବିଷ୍ୟତ!
#AnugolaForestDivision #WaterConservation #CheckDamInspection #GroundwaterRecharge #SustainableForestManagement
@CMO_Odisha
@GaneshRamBJP
@ForestDeptt
@pccfodisha
@PCCFWL_Odisha
3
179
Empowering Communities Through Skill Development & Sustainable Livelihoods
With a vision of building self-reliant and economically empowered forest-fringe communities, the Anugola Forest Division is taking meaningful steps towards sustainable livelihood development.
Sewing machine training programmes are being initiated for members of Konlei-I VSS under Chhendipada Range and Ganthigadia VSS under Talcher Range. Additionally, vegetable cultivation and mushroom cultivation training programmes are being undertaken under Anugola Range to promote alternative income-generating opportunities.
These initiatives aim to equip local communities with practical skills, encourage entrepreneurship, improve household income and create opportunities for long-term economic independence.
Through continuous skill development and community participation, the Anugola Forest Division remains committed to strengthening rural livelihoods and building a sustainable future for forest-fringe communities.
ଦକ୍ଷତା ବିକାଶ ଓ ସ୍ଥାୟୀ ଜୀବିକା ମାଧ୍ୟମରେ ସମୁଦାୟର ସଶକ୍ତିକରଣ
ଜଙ୍ଗଲ ସୀମାନ୍ତବର୍ତ୍ତୀ ଗ୍ରାମଗୁଡ଼ିକର ଲୋକମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସ୍ୱାବଲମ୍ବୀ ଓ ସଶକ୍ତ କରିବା ଲକ୍ଷ୍ୟରେ ଅନୁଗୋଳ ବନଖଣ୍ଡ ପକ୍ଷରୁ ସ୍ଥାୟୀ ଜୀବିକା ବିକାଶ ଦିଗରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି।
ଛେଣ୍ଡିପଦା ରେଞ୍ଜ ଅନ୍ତର୍ଗତ କୋନ୍ଲେଇ-I VSS ଏବଂ ତାଳଚେର ରେଞ୍ଜ ଅନ୍ତର୍ଗତ ଗଣ୍ଠିଗାଡ଼ିଆ VSSର ସଦସ୍ୟମାନଙ୍କ ପାଇଁ ସିଲେଇ ମେସିନ୍ ତାଲିମ କାର୍ଯ୍ୟକ୍ରମ ଆରମ୍ଭ କରାଯାଉଛି। ସେହିପରି ଅନୁଗୋଳ ରେଞ୍ଜ ଅନ୍ତର୍ଗତ ଅଞ୍ଚଳରେ ପନିପରିବା ଚାଷ ଓ ଛତୁ ଚାଷ ସମ୍ପର୍କିତ ତାଲିମ ପ୍ରଦାନ କରାଯାଉଛି।
ଏହି ପଦକ୍ଷେପଗୁଡ଼ିକ ମାଧ୍ୟମରେ ସ୍ଥାନୀୟ ଲୋକମାନଙ୍କୁ ନୂତନ ଦକ୍ଷତା ହାସଲ, ଆୟ ବୃଦ୍ଧି, ଉଦ୍ୟୋଗୀ ମନୋଭାବର ବିକାଶ ଏବଂ ଦୀର୍ଘକାଳୀନ ଆର୍ଥିକ ସ୍ୱାଧୀନତା ଦିଗରେ ଉତ୍ସାହିତ କରାଯାଉଛି।
ଗ୍ରାମୀଣ ଜୀବିକାକୁ ସୁଦୃଢ଼ କରିବା ଏବଂ ଜଙ୍ଗଲ ସୀମାନ୍ତବର୍ତ୍ତୀ ସମୁଦାୟ ପାଇଁ ଏକ ସ୍ଥାୟୀ ଭବିଷ୍ୟତ ଗଢ଼ିବା ଦିଗରେ ଅନୁଗୋଳ ବନଖଣ୍ଡର ଏହି ପ୍ରୟାସ ଜାରି ରହିଛି।
#AnugulForestDivision #LivelihoodDevelopment #SkillDevelopment #CommunityEmpowerment #SustainableLivelihoods
@CMO_Odisha
@GaneshRamBJP
@ForestDeptt
@pccfodisha
@PCCFWL_Odisha
1
112
Grain Bin Distribution | Promoting Human–Elephant Coexistence
The Anugola Forest Division distributed airtight grain storage bins across five villages under Bantala and Jarapada Ranges to prevent food grain odours from attracting elephants. This community-focused initiative aims to reduce Human–Elephant Conflict, safeguard livelihoods and promote peaceful coexistence between people and wildlife.
ଶସ୍ୟ ସଂରକ୍ଷଣ ଡବା ବଣ୍ଟନ | ମଣିଷ–ହାତୀ ସହାବସ୍ଥାନକୁ ସୁଦୃଢ଼ କରିବା
ମଣିଷ–ହାତୀ ସଂଘର୍ଷ ହ୍ରାସ କରିବା ଲକ୍ଷ୍ୟରେ ଅନୁଗୋଳ ବନଖଣ୍ଡ ପକ୍ଷରୁ ବନ୍ତଳା ଓ ଜରପଡ଼ା ରେଞ୍ଜ ଅଧୀନରେ ଥିବା ପାଞ୍ଚଟି ଗ୍ରାମରେ ବାୟୁରୋଧୀ ଶସ୍ୟ ସଂରକ୍ଷଣ ଡବା ବଣ୍ଟନ କରାଯାଇଛି। ଏହି ପଦକ୍ଷେପ ଖାଦ୍ୟଶସ୍ୟର ଗନ୍ଧ ଦ୍ୱାରା ହାତୀ ଗ୍ରାମାଞ୍ଚଳକୁ ଆକର୍ଷିତ ହେବାର ସମ୍ଭାବନା କମାଇବା ସହ ଜନସାଧାରଣଙ୍କ ସୁରକ୍ଷା, ଜୀବିକା ଓ ମଣିଷ–ବନ୍ୟଜନ୍ତୁ ମଧ୍ୟରେ ସୁସମ୍ପର୍କକୁ ସୁଦୃଢ଼ କରିବ।
#AnugolaForestDivision #HumanElephantConflict #ElephantConservation #CommunityParticipation #WildlifeConservation
@CMO_Odisha
@GaneshRamBJP
@ForestDeptt
@pccfodisha
@PCCFWL_Odisha
Strengthening Wildlife Protection Through Successful Combing Operations
Anugola Forest Division successfully conducted a division-wide combing operation on 17 November 2026 to strengthen forest protection, prevent illegal activities, and ensure wildlife safety.
Salute to our dedicated Green Warriors for their commitment, teamwork, and tireless efforts towards protecting our forests and wildlife.
ସଫଳ କମ୍ବିଂ ଅପରେସନ୍ | ଅନୁଗୋଳ ବନଖଣ୍ଡ
୧୭ ନଭେମ୍ବର ୨୦୨୬ ରେ ଅନୁଗୋଳ ବନଖଣ୍ଡର ସମସ୍ତ ରେଞ୍ଜରେ ବନ୍ୟଜନ୍ତୁଙ୍କ ସୁରକ୍ଷା, ଶିକାର ରୋକିବା ଏବଂ ବେଆଇନ କାର୍ଯ୍ୟକଳାପ ନିୟନ୍ତ୍ରଣ ପାଇଁ ସଫଳତାର ସହ କମ୍ବିଂ ଅପରେସନ୍ କରାଯାଇଥିଲା।
ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଆମର ସମର୍ପିତ ଗ୍ରୀନ୍ ୱାରିୟର୍ସଙ୍କ ନିଷ୍ଠା, ସହଯୋଗ ଓ ଅକ୍ଳାନ୍ତ ପରିଶ୍ରମକୁ ହୃଦୟରୁ ସଲାମ
#AnugolaForestDivision #WildlifeProtection #ForestConservation #GreenWarriors #SaveWildlife
@CMO_Odisha
@GaneshRamBJP
@ForestDeptt
@pccfodisha
@PCCFWL_Odisha
4
214
Strict Action Against Illegal Timber Smuggling | Anugola Forest Division
Reaffirming its commitment to forest protection, the Kaniha Range staff seized 7.855 CFT of teak sawn timber and 3 teak logs during a raid near Jamujodi Village on 16 November 2026. An offence case has been registered, and further investigation is underway.
The Forest Department remains vigilant and committed to preventing illegal felling and protecting our precious forest resources.
ବେଆଇନ କାଠ ଚାଲାଣ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ | ଅନୁଗୋଳ ବନଖଣ୍ଡ
ଜଙ୍ଗଲ ସୁରକ୍ଷା ପ୍ରତି ନିଜର ପ୍ରତିବଦ୍ଧତାକୁ ଦୋହରାଇ କାନିହା ରେଞ୍ଜର ବନ କର୍ମଚାରୀମାନେ ୧୬ ନଭେମ୍ବର ୨୦୨୬ ରେ ଜାମୁଯୋଡ଼ି ଗ୍ରାମ ନିକଟରେ ଚଢ଼ାଉ କରି ୭.୮୫୫ CFT ଶାଗୁଆନ କାଠ ଏବଂ ୩ଟି ଶାଗୁଆନ ଗଣ୍ଡି ଜବତ କରିଛନ୍ତି।
ଏହି ଘଟଣାରେ ମାମଲା ରୁଜୁ ହୋଇଥିବାବେଳେ ପରବର୍ତ୍ତୀ ତଦନ୍ତ ଜାରି ରହିଛି। ବନ ସମ୍ପଦର ସୁରକ୍ଷା ଓ ବେଆଇନ ଗଛ କଟା ରୋକିବା ପାଇଁ ବନ ବିଭାଗ ସର୍ବଦା ସଜାଗ।
#AnugolaForestDivision #ForestProtection #SaveOurForests #StopIllegalFelling #WildlifeConservation
@CMO_Odisha
@GaneshRamBJP
@ForestDeptt
@pccfodisha
@PCCFWL_Odisha
Zero Tolerance for Illegal Activities
During a night patrol on 16 November 2026, Kaniha-II Section staff, in coordination with TPCODL personnel, detected and seized materials used for illegal electric hooking near Titirima Village under Dalak Beat. The seized materials included 1.5 kg of bare binding wire, 20 insulators and dry wooden sticks.
Anugola Forest Division remains committed to vigilant patrolling and strict action against illegal activities to protect forest and wildlife.
ଅବୈଧ କାର୍ଯ୍ୟକଳାପ ପ୍ରତି ଶୂନ୍ୟ ସହନଶୀଳତା
୧୬ ନଭେମ୍ବର ୨୦୨୬ ରାତ୍ରି ପାଟ୍ରୋଲିଂ ସମୟରେ କଣିହା-୨ ସେକ୍ସନର ବନ କର୍ମଚାରୀ ଏବଂ TPCODL କର୍ମଚାରୀଙ୍କ ମିଳିତ ଉଦ୍ୟମରେ ଦଳକ ବିଟ୍ ଅନ୍ତର୍ଗତ ତିତିରିମା ଗ୍ରାମ ନିକଟରେ ବେଆଇନ ବିଦ୍ୟୁତ୍ ହୁକିଂ କାର୍ଯ୍ୟରେ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଛି।
ଏଥିରେ ପ୍ରାୟ ୧.୫ କେଜି ବାଇଣ୍ଡିଂ ତାର, ୨୦ଟି ଇନସୁଲେଟର ଏବଂ ଶୁଖିଲା କାଠ ଖଣ୍ଡ ଜବତ କରାଯାଇଛି।
ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଅନୁଗୋଳ ବନଖଣ୍ଡ ସର୍ବଦା ସଜାଗ ଏବଂ ପ୍ରତିବଦ୍ଧ।
#AnugolaForestDivision #ForestProtection #ZeroTolerance #NightPatrolling #WildlifeConservation
@CMO_Odisha
@GaneshRamBJP
@ForestDeptt
@pccfodisha
@PCCFWL_Odisha
5
196
A Beautiful Family Moment in the Wild | Anugola Forest Division
A heartwarming glimpse of elephant family life Captured through camera traps under Anugola Forest Division, these beautiful moments reveal the natural behaviour, strong family bonds and social interactions of elephants in their wild habitat. Every frame reminds us of the importance of protecting wildlife and preserving their natural home.
ଜଙ୍ଗଲରେ ହାତୀ ପରିବାରର ଏକ ମନୋମୁଗ୍ଧକର ଦୃଶ୍ୟ
ଅନୁଗୋଳ ବନଖଣ୍ଡ ଅଧୀନରେ କ୍ୟାମେରା ଟ୍ରାପ୍ ମାଧ୍ୟମରେ କଏଦ ହୋଇଥିବା ଏହି ସୁନ୍ଦର ମୁହୂର୍ତ୍ତଗୁଡ଼ିକ ହାତୀମାନଙ୍କର ପ୍ରାକୃତିକ ଜୀବନଶୈଳୀ, ପାରିବାରିକ ବନ୍ଧନ ଏବଂ ସାମାଜିକ ସମ୍ପର୍କକୁ ପ୍ରତିଫଳିତ କରୁଛି। ପ୍ରତ୍ୟେକ ଦୃଶ୍ୟ ଆମକୁ ବନ୍ୟଜନ୍ତୁ ସୁରକ୍ଷା ଓ ସେମାନଙ୍କ ପ୍ରାକୃତିକ ବାସସ୍ଥାନ ସଂରକ୍ଷଣର ଗୁରୁତ୍ୱ ମନେ ପକାଇଥାଏ।
#AnugolaForestDivision #ElephantConservation #WildlifeProtection #CameraTrap #SaveElephants
@CMO_Odisha
@GaneshRamBJP
@ForestDeptt
@pccfodisha
@PCCFWL_Odisha
6
214
Reviving Forests, Restoring Nature | CA-ANR Plantation
The 1st-Year CA-ANR Plantation initiative across 62.725 hectares at Karnapur, under Dera Section, Talcher Range, reflects Anugola Forest Division’s continued commitment to forest restoration and biodiversity conservation.
Through natural regeneration and sustainable forest management, the initiative aims to restore degraded landscapes, enhance forest density and build a greener, healthier ecosystem for future generations.
ଜଙ୍ଗଲର ପୁନରୁଦ୍ଧାର, ପ୍ରକୃତିର ସୁରକ୍ଷା | CA-ANR ବନୀକରଣ
ଅନୁଗୋଳ ବନଖଣ୍ଡ ଅଧୀନରେ ତାଳଚେର ରେଞ୍ଜର ଡେରା ସେକ୍ସନ ଅନ୍ତର୍ଗତ କର୍ଣ୍ଣପୁରଠାରେ ୬୨.୭୨୫ ହେକ୍ଟର ଜମିରେ ପ୍ରଥମ ବର୍ଷର CA-ANR ବନୀକରଣ କାର୍ଯ୍ୟ କରାଯାଇଛି।
ପ୍ରାକୃତିକ ପୁନର୍ଜନନ, ଜଙ୍ଗଲର ଘନତ୍ୱ ବୃଦ୍ଧି ଏବଂ ଜୈବ ବିବିଧତାର ସୁରକ୍ଷା ମାଧ୍ୟମରେ ଏହି ପଦକ୍ଷେପ ଏକ ସବୁଜ, ସୁସ୍ଥ ଓ ସମୃଦ୍ଧ ପରିବେଶ ଗଠନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ
#AnugolaForestDivision #ForestRestoration #CANRPlantation #BiodiversityConservation #GreenOdisha
@CMO_Odisha
@GaneshRamBJP
@ForestDeptt
@pccfodisha
@PCCFWL_Odisha
A New Destination for Nature, Wellness & Family Fun .
The upcoming Derjang Dam Herbal & Children’s Park is taking shape as a beautiful space where nature, recreation and family-friendly experiences come together. With its scenic surroundings and thoughtfully planned development, this destination promises to offer a refreshing experience for visitors of all ages.
A new attraction to look forward to .
#DerjangDam #ChildrensPark #HerbalPark #EcoTourism #NatureConservation
@CMO_Odisha
@GaneshRamBJP
@ForestDeptt
@pccfodisha
@PCCFWL_Odisha
6
350
Strict Vigilance Against Illegal Activities | Anugola Forest Division
The Anugola Forest Division continues its commitment to protecting forests and wildlife through proactive patrolling and coordinated enforcement efforts. During a night patrol near Titirima Village under Kaniha Range, the forest staff, in coordination with TPCODL personnel, detected and seized materials associated with illegal hooking activities.
The seized materials included approximately 3.5 kg of bare binding wire, 30 insulators and dry wooden sticks.
Salute to our GREEN WARRIORS for their dedication, alertness and teamwork in ensuring forest protection and wildlife safety. Together, we stand firm against illegal activities!
ଅବୈଧ କାର୍ଯ୍ୟକଳାପ ବିରୋଧରେ କଠୋର ପଦକ୍ଷେପ | ଅନୁଗୋଳ ବନଖଣ୍ଡ
ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଅନୁଗୋଳ ବନଖଣ୍ଡ ପକ୍ଷରୁ ନିୟମିତ ପାଟ୍ରୋଲିଂ ଓ ନିରୀକ୍ଷଣ ଜାରି ରହିଛି। କଣିହା ରେଞ୍ଜ ଅନ୍ତର୍ଗତ ଟିଟିରିମା ଗ୍ରାମ ନିକଟରେ ରାତ୍ରିକାଳୀନ ପାଟ୍ରୋଲିଂ ସମୟରେ ବନ କର୍ମଚାରୀ ଓ TPCODL କର୍ମଚାରୀଙ୍କ ମିଳିତ ଉଦ୍ୟମରେ ବେଆଇନ ହୁକିଂ କାର୍ଯ୍ୟକଳାପ ଚିହ୍ନଟ କରାଯାଇଥିଲା।
ଏହି ଅଭିଯାନରେ ପ୍ରାୟ ୩.୫ କେଜି ବେୟାର ବାଇଣ୍ଡିଂ ତାର, ୩୦ଟି ଇନସୁଲେଟର ଏବଂ ଶୁଖିଲା କାଠ ବାଡ଼ି ଜବତ କରାଯାଇଛି।
ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଆମର ସାହସୀ GREEN WARRIORS ମାନଙ୍କର ନିଷ୍ଠା, ସତର୍କତା ଓ ମିଳିତ ପ୍ରୟାସକୁ ଆମର ଅଭିନନ୍ଦନ।
#AnugolaForestDivision #GreenWarriors #ForestProtection #WildlifeConservation #ZeroTolerance
@CMO_Odisha
@GaneshRamBJP
@ForestDeptt
@pccfodisha
@PCCFWL_Odisha
2
173
Strengthening Infrastructure, Enhancing Visitor Experience | Ranipark, Vatika Project | Anugola Forest Division
The DFO, Anugola Forest Division, inspected the ongoing development works at Ranipark under the Vatika Project, reviewed the progress and provided necessary guidance to ensure quality, timely completion and improved visitor facilities.
A step towards developing Ranipark into a better-equipped, nature-friendly and visitor-friendly destination.
ଭିତ୍ତିଭୂମିର ବିକାଶ, ପର୍ଯ୍ୟଟକଙ୍କ ପାଇଁ ଉନ୍ନତ ସୁବିଧା | ରାଣୀପାର୍କ, ବାଟିକା ପ୍ରକଳ୍ପ | ଅନୁଗୋଳ ବନଖଣ୍ଡ
ଅନୁଗୋଳ ବନଖଣ୍ଡର ଡିଏଫଓ ମହୋଦୟ ବାଟିକା ପ୍ରକଳ୍ପ ଅଧୀନରେ ରାଣୀପାର୍କଠାରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ଏହି ଅବସରରେ କାର୍ଯ୍ୟର ଅଗ୍ରଗତି ଯାଞ୍ଚ କରିବା ସହ ଉନ୍ନତ ଭିତ୍ତିଭୂମି, ଉନ୍ନତ ପର୍ଯ୍ୟଟକ ସୁବିଧା ଏବଂ କାର୍ଯ୍ୟର ଗୁଣବତ୍ତା ବଜାୟ ରଖିବା ପାଇଁ ଆବଶ୍ୟକୀୟ ପରାମର୍ଶ ଓ ନିର୍ଦ୍ଦେଶ ପ୍ରଦାନ କରିଥିଲେ।
ପ୍ରକୃତିର ସୁରକ୍ଷା ସହ ରାଣୀପାର୍କକୁ ଏକ ଉନ୍ନତ ଓ ପର୍ଯ୍ୟଟକ ଅନୁକୂଳ ସ୍ଥାନ ଭାବେ ଗଢ଼ିତୋଳିବା ଦିଗରେ ଏହା ଏକ ପଦକ୍ଷେପ।
#AnugolaForestDivision #VatikaProject #Ranipark #ForestDevelopment #EcoTourism
@CMO_Odisha
@GaneshRamBJP
@ForestDeptt
@pccfodisha
@PCCFWL_Odisha
5
367
Vigilant Night Patrolling, Stronger Forest Protection
Anugola Forest Division, in coordination with TPCODL personnel, detected illegal electric hooking activities near Kiajhar Village and seized materials used in the operation. Committed to protecting forests through continuous vigilance and strict enforcement.
#AnugolaForestDivision #ForestProtection #NightPatrolling #WildlifeConservation #ProtectOurForests
@CMO_Odisha
@GaneshRamBJP
@ForestDeptt
@pccfodisha
@PCCFWL_Odisha
4
173

















































