ODISHA DD News (@DdOdisha) header
ODISHA DD News (@DdOdisha) profile picture
Joined September 2023
Photo by ODISHA DD News (@DdOdisha)Photo by ODISHA DD News (@DdOdisha)Photo by ODISHA DD News (@DdOdisha)Photo by ODISHA DD News (@DdOdisha)Photo by ODISHA DD News (@DdOdisha)Photo by ODISHA DD News (@DdOdisha)Photo by ODISHA DD News (@DdOdisha)Photo by ODISHA DD News (@DdOdisha)Photo by ODISHA DD News (@DdOdisha)Photo by ODISHA DD News (@DdOdisha)
ଆପଣ ମାନଙ୍କ ସ୍ନେହ ଶ୍ରଦ୍ଧା ଭଲ ପାଇବା ସହଯୋଗ ଏମିତି ସବୁବେଳେ ରହିଥାଉ। 🙏 ଜୟ ଜଗନ୍ନାଥ 🙏 ଆମ ଚ୍ୟାନେଲ ମାଧ୍ୟମରେ ଆପଣଙ୍କ ଅଞ୍ଚଳର ହେଉଥିବା ସମସ୍ୟା ବିଷୟରେ ଖବର ପ୍ରସାରଣ ପାଇଁ ଆମ ସହିତ ସମ୍ପର୍କ କରନ୍ତୁ: ୬୩୭୦୬୫୦୧୨୭
1
12
507
ଦୀର୍ଘ ଦିନରୁ ଅଚଳ ଅବସ୍ଥାରେ ପଡ଼ି ରହିଛି ନଳକୂପ ଦେବଗଡ଼ ଜିଲ୍ଲା ତିଲେଇବଣୀ ବ୍ଲକ ବଡ଼ଛାପଲ ପଞ୍ଚାୟତ ଅନ୍ତର୍ଗତ କୁହ୍ଲପାଲି (ମେଣ୍ଢିପାଲି) ମଝି ସାହିରେ ଥିବା ନଳକୂପ । ମରାମତି କରିବାକୁ ‌ଅନୁରୋଧ 🙏 । @Deogarhdistadmn @PRDeptOdisha @CMO_Odisha @MoSarkar5T @PradeepJenaIAS @IPR_Odisha @RWSS_Odisha @RWSS_Deogarh
2
4
172
Recpet @BDO_Tileibani sir please look into this matter 🙏
1
78
ଦୁଇ ଦିନ ଧରି ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଉଟୁଣିଆଁ ପଞ୍ଚାୟତ ଅନ୍ତର୍ଗତ ବାବାଜୀମଠ ଗାଁ ରେ ବିଜୁଳି ଆଲୁଅ ଲାଇନ୍ ନାହିଁ। ଏଥିପ୍ରତି @TPWesternOdisha ଦୃଷ୍ଟି ଦେବାକୁ ଅନୁରୋଧ 🙏 । ବାରମ୍ବାର ଅଭିଯୋଗ କରିବା ସ୍ବତେ ମଧ୍ୟ ଶୁଣୁ ନାହାଁନ୍ତି ବିଭାଗୀୟ ଅଧିକାରୀ। @Deogarhdistadmn @PRDeptOdisha @TataPower @EnergyOdisha
1
4
143
ODISHA DD News retweeted
ସନମାନୀୟ @SecyChief @PradeepJenaIAS ମହୋଦୟ ଆପଣ ଟିକେ ଭଲ ଭାବରେ ନଜର ଦେଇ ଟୁଇଟି ଟି କୁ ଦେଖନ୍ତୁ. ସାଧାରଣ ଜନତା ଙ୍କୁ ଲୁଟୁଛନ୍ତି @spjajpur ଯାଜପୁର ଜିଲ୍ଲା କଳିଙ୍ଗନଗର ଏରିଆ ର ବ୍ରାହ୍ମଣୀ ବ୍ରିଜ ଠାରୁ ଡ଼ୁବୁରୀ ଯିବା ରାସ୍ତାରେ ଜଣେ ପୋଲିସ ଷ୍ଟାଫ ଏ ଭଳି ଭାବରେ ଧମକ ଦେଇ ଚାନ୍ଦା ଆଦାୟ କରୁଛନ୍ତି. @DGPOdisha
4
16
2
31
1,011
ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ବାଘବର ପୁରୁଣା ଭଙ୍ଗା ଦଦରା ସ୍କୁଲ ଗୃହରେ ରହୁଥିବା ନାଥଙ୍କ ପରିବାର କୁ ସରକାରୀ ଯୋଜନା କେବେ ପହଞ୍ଚିବ ? @CMO_Odisha @Deogarhdistadmn @MoSarkar5T @PMOIndia @PRDeptOdisha @PradeepJenaIAS @SRC_Odisha @GovernorOdisha @IPR_Odisha @ZP_Deogarh @Somesh_IAS @BdoReamal
3
39
#ଭୁବନେଶ୍ବର_ଶିଖରଚଣ୍ଡୀ_ଛକରେ_ଦୁର୍ଘଟଣା -ଫିଲ୍ମ ଷ୍ଟାଇଲରେ ୨୦ ଫୁଟ ତଳକୁ ଖସିଲା କାର -ଗୋଲେଇ ଛକ ଡିଭାଇଡର ଭାଙ୍ଗି ତଳେ ପଡ଼ିଛି କାର -କାରରେ କେତେ ଜଣ ଥିଲେ ଅସ୍ପଷ୍ଟ, ତଦନ୍ତ ଜାରି #Bhubaneswar #Accident
1
47
Humble request to investigate and resolve the issue based on the information published on newspaper pag. @Deogarhdistadmn @CMO_Odisha @MoSarkar5T @SRC_Odisha @SecyChief @PradeepJenaIAS @spdeogarh @DGPOdisha @IPR_Odisha @odisha_police @GovernorOdisha @NileshAnirudha @prameyaodia
1
31
Anandapur | 11 persons including five minors fall sick due to suspected food poisoning at Amrutpur village under Nandipada police limits in #Keonjhar district #Odisha
2
30
ଓଡ଼ିଶାର ବିଭିନ୍ନ ସ୍ଥାନରେ ହେଉଥିବା ଘଟଣା ଦୁର୍ଘଟଣା ରାଜନୈତିକ ଗ୍ରାମାଞ୍ଚଳର ସମସ୍ୟାର ମୁଖ୍ୟ ଖବର ଗୁଡ଼ିକୁ ନେଇ ଆମ ୟୁଟ୍ୟୁବ୍ ଚ୍ୟାନେଲ ରେ ପ୍ରତ୍ୟେକ ଦିନ ସନ୍ଧ୍ୟା ୭ ଟା ରେ TOP 10 BREKING NEWS ଦେଖନ୍ତୁ 🙏 । ଏକତା ହିଁ ବଳ 💪 🙏 ଜୟ ଜଗନ୍ନାଥ 🙏
1
34
ନୂଆଁଖାଇ ଜୁହାର 🙏
1
30
ଅଗ୍ରପୂଜ୍ୟ ଶ୍ରୀ ଗଣେଶ ପୂଜା ଓ ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ର ଅଭିନନ୍ଦନ ଶୁଭେଚ୍ଛା 🙏 ।।
1
25
ODISHA DD News retweeted
#କାମ_କରୁନି_ବ୍ୟାକ୍_ଅପ୍_ପ୍ଲାନ୍‌ ଦଶମ ଦିନରେ ଶିକ୍ଷକ ଆନ୍ଦୋଳନ । ସରକାର ହେଲେଣି ନାକେଦମ୍ । କିନ୍ତୁ ଜିଦରେ ଅଟଳ ପ୍ରାଥମିକ ଶିକ୍ଷକ । ସ୍କୁଲରେ ଫିକା ପଡିବ କି ଗଣେଶ ପୂଜା ? #TeacherProtest #Odisha #OTV
5
12
1
55
3,656
ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ବୁଢାପାଳ ସ୍ଥିତ ସିଆରିମାଳିଆ ଆମ୍ବୁରୀରେ ବଜ୍ରାଘାତରେ ୪ଟି ଗାଇ ମୃତ୍ୟୁ ବରଣ କରିଛନ୍ତି। ଗାଇ ମାଲିକ ହାଡିବନ୍ଧୁ ପ୍ରଧାନ, ରସାନନ୍ଦ ସାହୁ, ଅରୁଣ ସାହୁ,ଓ ମୋତି ବେହେରାଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ ଅନୁରୋଧ। @Deogarhdistadmn @CMO_Odisha @SRC_Odisha @MoSarkar5T @PRDeptOdisha @IPR_Odisha
1
25
ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଉଟୁଣିଆଁ ଠାରୁ ସଂଯୋଗ ହୋଇଥିବା ପାଞ୍ଚ ଖଣ୍ଡ ଗାଁ ରେ ବିଜୁଳି low voltage ⚡ 💡 🔅 ସମସ୍ୟା ପ୍ରାୟ ସମୟରେ ରହୁଛି ବର୍ତ୍ତମାନ ମଧ୍ୟ ଯଥା : ବାବାଜୀମଠ ହାଡସଂହାର କଲନୀ ସାହି ଲକ୍ଷ୍ମୀପୁର ବରଡାନାଳୀ ଅନ୍ଧାରରେ ଅଞ୍ଚଳବାସୀ। @TPWesternOdisha @Deogarhdistadmn @CMO_Odisha @PRDeptOdisha
1
2
219
ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ବାଘବର ଗ୍ରାମରେ ରହୁଥିବା ଅସହାୟ ନାଥ ନାୟକଙ୍କ ପରିବାର ଏବେ ଭଙ୍ଗା ଦଦରା ପୁରୁଣା ସ୍କୁଲ ଗୃହରେ ଦୀର୍ଘ ଦିନ ଧରି ରହି ଆସୁଛନ୍ତି। ରାସନ କାର୍ଡ ଥାଇ ମଧ୍ୟ ରାସନ ଚାଉଳ ମିଳି ପାରୁ ନାହିଁ। @Deogarhdistadmn @CMO_Odisha @MoSarkar5T @PRDeptOdisha @PradeepJenaIAS @Abanikanta_1978 @SecyChief
4
7
22
330
ବିଦ୍ୟୁତ ତାର ବିଛାଇ ବନ୍ୟଜନ୍ତୁ ଶିକାର ଦ୍ୱାରା ପ୍ରତିବର୍ଷ ଲକ୍ଷାଧିକ ବନ୍ୟପ୍ରାଣୀଙ୍କ ଜୀବନ ହାନି ହେଉଛି l ଆସନ୍ତୁ, ଏହାକୁ ରୋକିବା ଦିଗରେ ପଦକ୍ଷେପ ନେବା l ନିଜେ ସଚେତନ ହୋଇ ସମାଜକୁ ସଚେତନ କରିବା l ବନ୍ୟଜନ୍ତୁ ଶିକାର ବନ୍ଦ କରି ଏକ ସୁନ୍ଦର ଓ ସନ୍ତୁଳିତ ପୃଥିବୀ ଗଠନରେ ସାହାଯ୍ୟ କରିବା l #WildlifeConservation #StopLiveWirePoaching
1
3
21
808
ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ କୁଡ଼ାନାଳି ଗ୍ରାମ ରେ ରହୁଥିବା ଓ ଛେଣ୍ଡିପଦା ବ୍ଲକ ଗଡମଣ୍ଡଲ ସରସ୍ଵତୀ ଶିଶୁ ମନ୍ଦିର ରେ ଗୁରୂମା ଭାବେ କାର୍ଯ୍ୟରତ ଗୀତାଞ୍ଜଳି ରାଉତ କିଡନୀ ଓ ରକ୍ତଜନିତ ରୋଗରେ ଗୁରୁତର ଭାବେ ସମ୍ ହସପିଟାଲରେ ରେ ମୃତ୍ୟ ସହ ଲଢ଼ୁଛନ୍ତି। @DmSambalpur @CMO_Odisha @HFWOdisha @WHO @NiranjanPujar11
1
3
20
266
ଦେବଗଡ଼ ଜିଲ୍ଲା ରିଆମାଳ ଟିଙ୍କବିର ପଞ୍ଚାୟତ ମାଝିମୁଣ୍ଡା ଗାଁ ରେ ମଧୁସ୍ମିତା ବେହେରା ଓ ମହେଶ ଦୁଇ ଅସହାୟ ଗରିବ ଭାଇ ଭଉଣୀ ରହୁଛନ୍ତି। ବାପା ମିଛୁଡୁ ବେହେରା ରାଜ୍ୟ ବାହାର କୁ ଦାଦନ ଖଟିବାକୁ ଯାଇଛି। ମାଆ ଏମାନଙ୍କୁ ଛାଡ଼ି କାହା ସହିତ ୪ ବର୍ଷ ହେବ ଛାଡି ଚାଲିଯାଇଛି ।@Deogarhdistadmn @WCDOdisha @CHILDLINE1098 @DcpsDeogarh
5
4
21
417