Just Me. No Fake Vibes. Original Soul | Simple Life Learning • Growing • Evolving My Life, My Journey.

India
Joined August 2020
ଏହା ତ ଆମେ ସମସ୍ତେ ଜାଣିଛୁ କିନ୍ତୁ ଅନ୍ୟ ର ଭଉଣୀ କୁ ଦେଖି ଆମେ କାହିଁକି ମନରେ ଅଲଗା ଭାବନା ଭାବିଥାଉ। ସେ ଝିଅ ବି ଅନ୍ୟ କାହାର ଭଉଣୀ କିନ୍ତୁ ସେ ଝିଅ କୁ କମେଣ୍ଟ କରି ଆମେ ଆମ ନିଜ ଭଉଣୀ କୁ ଭୂଳିଯାଇଥାଉ।
1
1
30
ଯେ ଆମର ଭି ଭଉଣୀ ଅଛି ଯଦି ଆମେ ଆଜି ଅନ୍ୟ ର ଭଉଣୀ କୁ ଖରାପ୍ ଭାବନା ସହିତ କମେଣ୍ଟ୍ କରୁ ଯଦି କେବେ ଆମ ଭଉଣୀ ସହିତ ସେମିତି ଘଟିଯାୟେ ତେବେ ଆମକୁ କେମିତି ଲାଗିବ। ଯଦି ଉତ୍ତର ଅଛି ମତେ କୁହ। ©Deepkeshabaofficial
22