Doctor Odisha retweeted
ଏହି ହୃଦୟବିଦାରକ ଛବି ଯାହା ଆପଣ ଦେଖୁଛନ୍ତି, ଏହା ଓଡ଼ିଶା ରାଜ୍ୟର ଅଟେ। ଏହି ମହିଳାଙ୍କ ମୃତଦେହକୁ ଭାଙ୍ଗି ମୋଡ଼ି ଏକ ବସ୍ତାରେ ପୁରାଯାଉଛି, ମୃତଦେହକୁ କାନ୍ଧରେ ବୋହି ସହଜରେ ନିଜ ଗାଁକୁ ନେଇଯାଇ ପାରିବେ, କାରଣ ହସ୍ପିଟାଲରେ ଆମ୍ବୁଲାନ୍ସ ନାହିଁ। 😭😭
Doctor Odisha retweeted
ଡ଼ର ଯେଉଁଥି ପାଇଁ ଲାଗୁଥିଲା ସେୟା ହେଲା।ହାରିଗଲା ଆମ ସାହସୀ ଝିଅ! ଆଉ କେତେ ଲଢ଼ି ଥାଆନ୍ତା! ଡ଼ର ଲାଗୁଛି ଆମ ଝିଅ ମାନେ ସବୁ କେମିତି ଲଢ଼ିବେ? #ସୌମ୍ୟାଶ୍ରୀ
ପ୍ରଭୁ ତୁମ ପରିବାର କୁ ସହାୟ ହୁଅନ୍ତୁ
ରାଜନୀତି ଚତୁର ଓ ଖଳ ଲୋକେ କରିବେ, ମୂର୍ଖ ଲୋକ ଦିନସାରା ବସି ଚର୍ଚ୍ଚା କରିବେ,ସାଙ୍ଗ ସାଥୀ ଓ ପ୍ରିୟଜନ ସହିତ ସମ୍ପର୍କ ଖରାପ କରିବେ!
Doctor Odisha retweeted
‘#କଲେଜ_କମିଟି_ତଦନ୍ତ_ନିରପେକ୍ଷ_ନଥିଲା’
'ତଦନ୍ତ ରିପୋର୍ଟ ଅନୁସାରେ କଲେଜ ପ୍ରିନ୍ସପାଲ ତାଙ୍କୁ କହିଥିଲେ ତୁମର ଅଭିଯୋଗ ମିଥ୍ୟା । ଯାହାଫଳରେ ସୌମ୍ୟାଶ୍ରୀ ଏମିତି ପଦକ୍ଷେପ ନେଇଛନ୍ତି। ମୋତେ ଭେଟିଥିଲେ ସୌମ୍ୟାଶ୍ରୀ..ମୁଁ କହିଥିଲି ପୋଲିସକୁ ଏଫଆଇଆର୍ ଦିଅ।
#OdishaPolitics #PratapSarangi #Soumyashree #OTV
Doctor Odisha retweeted
ଯଦି ଆପଣ ଙ୍କୁ ବି ଲାଗୁଚି ସରକାରୀ ଆକାଉଣ୍ଟ ଗୁଡ଼ିକ ଅଭିଯୋଗ ଶୁଣିବାକୁ ଅଛନ୍ତି ତେବେ ଭୁଲ ସେମାନେ ଖାଲି ଏଠି ଜନ୍ମ ଦିନ ଶୁଭେଚ୍ଛା ଦେବା ପାଇଁ ଅଛନ୍ତି।
🥺ପିଲା ଟି ସବୁ ପ୍ରକାର ଚେଷ୍ଟା କରିଥିଲା
Replying to @DHE_Odisha
@DHE_Odisha
@suryabanshibjp
@dpradhanbjp
@CMO_Odisha
@MohanMOdisha
@DBalasore
@manaskumardutta
@EduMinOfIndia
@NCWIndia

ALT ମୁଁ ସୌମ୍ୟାଶ୍ରୀ ବିଶି (ଫକୀରମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟ, B.A. B.Ed 2nd year (arts) ମୋତେ Int. B.ED. dept ର HOD, Assistant professor Samir Kumar Sahoo କିଛି ମାସ ତଳେ ଶାରିରୀକ ଆଶା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ମୁଁ ମନା କରିବାରୁ ଅଧ୍ୟାପକ ବାରମ୍ବାର ଫେଲ କରିବାର ଧମକ ଦେବା, ଗାଳିଗୁଲଜ କରିବା, ଶ୍ରେଣୀରେ ଅନୁପସ୍ଥିତତାକୁ କେନ୍ଦ୍ର କରି ପରୀକ୍ଷା ଦେବାରୁ ବଂଚିତ କରୁଛନ୍ତି। ଏଥିରେ ଅତିଷ୍ଠ ହୋଇ ମୁଁ ଥରେ ଆତ୍ମହତ୍ୟା ଉଦ୍ୟମ ମଧ୍ଯ କରି ସାରିଛି। ବର୍ତ୍ତମାନ କଲେଜରେ ଅଭିଯୋଗ ପରେ ମଧ୍ଯ ଅଧ୍ୟାପକ ଜଣକ ନିଜର ନିକଟତର ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କ ଜରିଆରେ ମୋ ଉପରେ ମାନସିକ ଚାପ ପକାଉଛନ୍ତି।
Doctor Odisha retweeted
#କଲେଜ_ପ୍ରାଶାସନିକ_ସ୍ତରରେ_ରହିଛି_ତ୍ରୁଟି : ଶିକ୍ଷାବିତ୍
ଖାମଖିଆଲ ଗୁଣ ଯୋଗୁଁ ଅମୂଲ୍ୟ ଜୀବନଟେ ଚାଲିଗଲା । ସେ ଝିଅଟି ନ୍ୟାୟ ମାଗୁଥିଲା କିନ୍ତୁ କଲେଜ ପ୍ରଶାସନ ଅଧ୍ୟାପକଙ୍କ ସପକ୍ଷରେ ଯାଇ ଝିଅଟିର କଥାକୁ ଗୁରୁତ୍ବ ଦେଇନଥିଲା : କମଳା ପ୍ରସାଦ ମହାପାତ୍ର , ଶିକ୍ଷାବିତ୍ #KanakNews
#SoumyashreeDeath #Odisha
Doctor Odisha retweeted
#ସାମ୍ନାକୁ_ଆସିଲା_ଛାତିଥରା_ଭିଡିଓ
କୋଇଡାରୁ ଆସିଲା ଛାତି ଥରା ଭିଡିଓ..। ଉଚ୍ଛୁଳା ନଦୀକୁ ଖଟିଆ ଭରଷା। ଗୁରୁତର ରୋଗୀକୁ ଖଟିଆରେ ଶୁଆଇ ଉଚ୍ଛୁଳା ନଦୀ ପାର ହେଲେ ଗ୍ରାମବାସୀ ।
#InfrastructureFailure #Koida #OTV
Doctor Odisha retweeted
Finally we won 🙌🏻 after the huge outrage against the Maharashtra govt decision to allow homeopathic practitioners to practice allopathy with 6 months course the Maharashtra medical council has now withdrawn the decision .
Kudos to all , This is what unity can do .
Doctor Odisha retweeted
'#ସାର୍_ମୋତେ_କହିଲେ_ମୋର_ତୋ_ଠୁ_ଫେବର୍_ଦରକାର'
'ସାର୍ ସେଦିନ ମୋତେ ଡାକିଲେ ପଚାରିଲେ କେମିତି ଅଛ ? ତାପରେ କହିଲେ ତୁ କିଛି ବ୍ୟସ୍ତ ହେବୁନି ମୁଁ ସହୁ କଥା ବୁଝିବି ହେଲେ ମୋର ତୋଠୁ ଟିକେ ଫେବର ଦରକାର ତାପରେ...
#StudentSafety #MentalHealth #TeacherPressure #FMCollegeNews #Balsore #Odisha #OTV
Doctor Odisha retweeted
#ଏବେ_ସମବେଦନା_ସେତେବେଳେ_କେଉଁଠି_ଥିଲେ ?
ଅଭିଯୋଗ ପରେ ଅଭିଯୋଗ କରିଥିଲେ ହେଲେ କାହା କାନରେ ପଡ଼ିନଥିଲା ପୀଡ଼ିତାଙ୍କ ଦୁଃଖ । ଏବେ ଉଛୁଳୁଛି ସମବେଦନା , ସେତେବେଳେ କେଉଁଠି ଥିଲେ ? #KanakNews #FMCollege #StudentSuicideAttempt #Odisha
Doctor Odisha retweeted
କଣ ସତI ର ନିଶା ରେ ଏତେ ଚୁର ଯେ , AIIMS ରେ ଭି ଏଙ୍କୁ ଫୁଲ ଚାଦର ଦରକାର?? ସେପଟେ ଛୋଟ ଝିଅ ଟେ କଷ୍ଟ ରେ ଯନ୍ତ୍ରଣI ପାଉଛି ଆଉ ଏମାନଙ୍କୁ ଫୁଲ ଦରକାର I
କେମିତି ଲାଗୁଛି ପରିବର୍ତନ ଭାଇ ଓ ଭଉଣୀ ମାନେ
#vkpandianfanclub
Doctor Odisha retweeted
If NMC was involved in crores of scam
Imagine how many “Farzi Doctors have entered the system” !
This is Corruption free India for you !!
Doctor Odisha retweeted
Army doctor, Major Rohit, of Military Hospital, Jhansi, successfully conducted childbirth at the railway station in Jhansi.
The doctor present at the station responded swiftly when a pregnant woman went into unexpected labour on the platform.
Without any delay and using minimal resources, the Army doctor ensured safe delivery, providing vital medical assistance in a challenging environment. Both the mother and newborn were reported to be in stable condition due to he timely intervention.
Kudos to Doctors of India🙏
Doctor Odisha retweeted
I understood that NEET PG is just an exam but preparation is not just a preparation.
It checks all your efforts, patience , consistency , passion , stress levels and how you deal with that !
Doctor Odisha retweeted
#InPics | Puri | Golden Attire, Open Skies, and Unending Faith: When the Deities Sparkle, So Do the Eyes of Devotees
#Sunabesha2025 #Puri
Doctor Odisha retweeted
🚨 THREAD: PGIMER vs. Its Own Ex-RDA President 🚨
What happens when the elected leader of India’s top residents body demands transparency over ₹2.5 CR? What happens when a leader dares to take a stand in solidarity with his own colleagues on Hunger Strike (almost on the verge of death)?
Here is the story of how PGIMER Chandigarh has turned its might on Dr Hariharan, whistle-blower and Bengal-solidarity hero who is now battling institutional vendetta at home.
Dr. Hariharan is fighting his battle all alone for months now and has reached out as he needs our support right now! I share all evidences in this thread and bring to public how he has been targeted and harassed for standing up for what is right!
(1/n)
Doctor Odisha retweeted
Mai gali dena chahta hu par phir tum log bologe doctor hokar gali de raha hai
Doctor Odisha retweeted
'मेरी बच्ची वहां एडमिट है, प्लीज थोड़ा वक्त दीजिए'
डॉ. अनिल की चीत्कार सुनिए.
@Bhupendrapbjp @sanghaviharsh निवेदन है आप लोगों से, थोड़ा तो समय दीजिए
@IMAIndiaOrg





























