
Odisha’s most trusted dairy brand Pure Milk. Pure Promise. Since 1981 We bring you the true #MilkOfOdisha
D2, Sahid Nagar, Bhubaneswar-7
Joined June 2017
- Tweets2.4K
- Following83
- Followers3.1K
- Likes1.8K
POV: You found your true gym soulmate.
Pure, soft, and packed with protein—Omfed Paneer is the ultimate flex for your daily gains.
#omfed #MilkOfOdisha #dairyproduct #gymfood
[ Omfed , milkofodisha , tasty , best in Dairy , healthy , proteinrich , trend , ]
1
99
ପଞ୍ଚୁକର ପବିତ୍ର ଦିନରେ ଭକ୍ତି, ପରମ୍ପରା ଓ ଆପଣାପଣର ଭାବନା ମିଶି ଆମ ଘରକୁ ଭରିଦିଏ ଏକ ନିଆରା ଆନନ୍ଦରେ।
ପଞ୍ଚୁକର ଏହି ପବିତ୍ର ଅବସର ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ଶୁଭତା ଭରିଦେଉ।
ଶୁଭ ପଞ୍ଚୁକ!
#panchuka #omfed #MilkOfOdisha #amaodisha #odiafestival❤️
ଥଣ୍ଡା ଯେବେ ପଡ଼େ, cravings ସେବେ ବଢ଼େ!
#omfed #MilkOfOdisha #tasty #yummyb #wintercravings
[ Winter cravings , winter food , Best in Dairy , craving , winter , ]
ଓମ୍ଫେଡ୍ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ଆଜି ସହିଦନଗରସ୍ଥିତ ମୁଖ୍ୟାଳୟକର୍ଯ୍ୟଠାରେ ଅନୁଷ୍ଠିତ ହୋଇଯାଇଛି। ଓମ୍ଫେଡ୍ର ଅଧ୍ୟକ୍ଷ ଶ୍ରୀ କିଶୋର ଚନ୍ଦ୍ର ପ୍ରଧାନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉପସଭାପତି ଶ୍ରୀମତୀ ସୁନୀତା ବରାଳ,
1
6
222
ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ପ୍ରଣତି ଛୋଟରାୟ(ଭା.ପ୍ର.ସେ)ଙ୍କ ସମେତ ନିର୍ଦ୍ଦେଶକ ମଣ୍ଡଳୀର ସମସ୍ତ ସଦସ୍ୟ, ସଦସ୍ୟା ଓ ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ।
#omfed
1
35
Omfed A2 Binjharpuri Pure Cow Ghee - bringing richness to every meal.
#omfed #MilkOfOdisha #amaodisha #ghee #healthyfood
[ Ghee ,purity , Milk of Odisha, tasty , bestindairy , trusted ]
Everyday nourishment and wholesome goodness, just what your family needs!
#omfed #MilkOfOdisha #milkproduct #milkfact
[ Milk product , Omfed , best in Dairy , Health , milk facts , ]
Omfed Official retweeted
Odisha Pavilion celebrates the State’s vibrant legacy with creating new market opportunities for local producers. The Pavilion showcasing GI products, tribal art and handlooms, women-led enterprises, rural innovations and tourism potential of the State. #OdishaAtIITF2026 #IITF2026 #VirasatSeVikas
The OMFED craze is real at IITF 2026! ❤️
Visitors are gathering at the OMFED stall to experience, taste and celebrate the goodness of Odisha’s dairy products. From familiar favourites to the taste of Odisha, the love is truly heartwarming!
Come, experience the taste of Odisha at Stall No. 13, Odisha Pavilion, Hall 3, First Floor, Bharat Mandapam, New Delhi.
#OMFED #IITF2026 #TasteOfOdisha #Odisha #OdishaPavilion
43
Hon’ble Chief Secretary of Odisha, Smt. Anu Garg, IAS, inaugurated the Odisha Pavilion at IITF 2026, along with the OMFED Stall.
A proud moment for Odisha as OMFED showcases the richness, quality and goodness of Odisha’s dairy products on a national platform.
Visit us at Stall No. 13, Odisha Pavilion, Hall 3, First Floor, Bharat Mandapam, New Delhi.
#OMFED #IITF2026 #Odisha #OdishaPavilion #MakeInOdisha
1
3
70
Cheers to the ones who remind us how to laugh without reason and dream without limits.
Happy Children's Day!
#omfed #tasty #milkofodisha #HappyChildrensDay
ଅନ୍ଧକାରର ବିନାଶ ହେଉ, ଜାଗ୍ରତ ହେଉ ଆଲୋକ ଆଉ ସତ୍ୟର ଶକ୍ତି। ମା' କାଳୀଙ୍କ ଅପାର କୃପାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ଭରିଯାଉ। ପବିତ୍ର କାଳୀ ପୂଜାର ହାର୍ଦ୍ଦିକ ଶୁଭକାମନା!
#omfed
ଦୀପର ଆଲୋକରେ ଦୂର ହେଉ ସବୁ ଅନ୍ଧାର, ଘରେ ଭରିଯାଉ ସୁଖ, ଶାନ୍ତି ଆଉ ଶୁଦ୍ଧତାର ମହକ। ଆପଣଙ୍କୁ ଓ ଆପଣଙ୍କ ପରିବାରକୁ ଦୀପାବଳିର ହାର୍ଦ୍ଦିକ ଶୁଭେଚ୍ଛା!
#omfed
ପିତୃପୁରୁଷଙ୍କ ଆଶୀର୍ବାଦ, ପରମ୍ପରାର ଆଲୋକ, ଆଉ ପ୍ରତିଟି ଘରେ ଶୁଦ୍ଧତାର ମହକ। ଏଇ ଦୀପାବଳିରେ ସଜେଇ ହେଉ ଆମ ସ୍ମୃତି ଆଉ ସମ୍ପର୍କ। ଶୁଭ ଦୀପାବଳି!
#Omfed #PureOdisha #BadabaduaHo #DiwaliTraditions
ଶୁଦ୍ଧତାର ସଂକଳ୍ପ, ସମୃଦ୍ଧିର ପର୍ବ
ପବିତ୍ର ଧନତେରସର ଏହି ଶୁଭ ଅବସରରେ ମା’ ଲକ୍ଷ୍ମୀ ଆପଣଙ୍କ ଘରକୁ ଧନ, ଧାନ୍ୟ, ସୁସ୍ଥତା ଏବଂ ସମୃଦ୍ଧିରେ ଭରିଦିଅନ୍ତୁ।
ଓମ୍ଫେଡ୍ ପରିବାର ତରଫରୁ ସମସ୍ତଙ୍କୁ ଧନତେରସର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା
#omfed #MilkOfOdisha #dhanteraswishes #purity
Purity you can trust, taste you love. From everyday chai to your family’s daily nutrition, Omfed has been fueling Odisha for decades.
Choose your favourite pack today!
#omfed #MilkOfOdisha #amaodisha #milk #purity




























