ChiefSecyOdisha retweeted
ଗୁଣାତ୍ମକ ଶିକ୍ଷା ହିଁ ଏକ ସମୃଦ୍ଧ ଓ ପ୍ରଗତିଶୀଳ ଓଡ଼ିଶାର ମୂଳଦୁଆ। ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାର ସୁଯୋଗକୁ ଅଧିକ ସୁଲଭ କରିବା ସହ ଶିକ୍ଷା ବ୍ୟବସ୍ଥାର ଭିତ୍ତିଭୂମି ଓ ଗୁଣବତ୍ତାରେ ଉନ୍ନତି ଆଣିବା ଦିଗରେ ଲୋକଙ୍କ ସରକାର ପ୍ରତିବଦ୍ଧ। ଅତିରିକ୍ତ ବଜେଟ୍ ୨୦୨୬-୨୭ରେ ଶିକ୍ଷା କ୍ଷେତ୍ର ପାଇଁ ₹୧,୭୧୫ କୋଟିର ବ୍ୟୟବରାଦ ଶିକ୍ଷାର ପ୍ରସାର, ଆଧୁନିକୀକରଣ ଓ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନକୁ ନୂଆ ଗତି ଦେବ।
Quality education is the foundation of a prosperous Odisha. The allocation of ₹1,715 crore for the education sector in the Supplementary Budget 2026–27 will strengthen educational infrastructure, expand access to quality learning and create brighter opportunities for students.
ChiefSecyOdisha retweeted
ଗଭୀର ସମୁଦ୍ରରେ ମାଛଧରା ପାଇଁ ଖୋଲିଲା ନୂଆ ସମ୍ଭାବନା। ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନ ଅଧୀନରେ ୮୯୪ ଟ୍ରଲର ମାଲିକଙ୍କୁ ଆକ୍ସେସ୍ ପାସ୍ ପ୍ରଦାନ କରାଯାଇଛି।
ଏହାଦ୍ୱାରା ୧୨ରୁ ୨୦୦ ନଟିକାଲ୍ ମାଇଲ୍ ମଧ୍ୟରେ ମାଛଧରା ସହ ସମୁଦ୍ରର ଅବ୍ୟବହୃତ ମତ୍ସ୍ୟ ସମ୍ପଦର ସଦୁପଯୋଗ ହୋଇପାରିବ।
@CMO_Odisha @GokulanandaBJP @SecyChief
ChiefSecyOdisha retweeted
ବାତ୍ୟା ପରେ ସ୍ୱାସ୍ଥ୍ୟ ସୁରକ୍ଷା ପ୍ରତି ସଚେତନ ରହିବା ଜରୁରୀ। ନିଜ ସହ ପରିବାରର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ଏବଂ ପରିଷ୍କାର ପରିଚ୍ଛନ୍ନତାକୁ ଗୁରୁତ୍ୱ ଦିଅନ୍ତୁ।
#CycloneSafety #HealthAwareness #StaySafeStayHealthy #HFWOdisha
ChiefSecyOdisha retweeted
ବାତ୍ୟା ‘ଅକବାନ’ର ମୁକାବିଲା ପାଇଁ କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଉଦ୍ଧାରକାରୀ ଦଳ ବିପଦପୂର୍ଣ୍ଣ ଗଛ ହଟାଇବା ସହ ଘର, କୋଠା ଓ ବିଦ୍ୟୁତ୍ ଖୁଣ୍ଟ ପ୍ରତି ରହିଥିବା ବିପଦ ଦୂର କରୁଛନ୍ତି। ସେହିପରି ଗଞ୍ଜାମ ଜିଲ୍ଲାରେ ଉଦ୍ଧାରକାରୀ ଦଳ ଶିଶୁ ଓ ଗ୍ରାମବାସୀଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି।
As part of preparations to tackle Cyclone Akvan, rescue teams are removing hazardous trees and addressing potential risks to houses, buildings and overhead power lines at various locations in Koraput district. Similarly, in Ganjam district, rescue teams have safely evacuated children and villagers.
ChiefSecyOdisha retweeted
ବାତ୍ୟା ‘ଅକବାନ’ର ମୁକାବିଲା ପାଇଁ ବିପଦପ୍ରବଣ ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାରକାରୀ ଦଳଙ୍କ ସହାୟତାରେ ସୁରକ୍ଷିତ ଭାବେ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଉଛି। ଆଶ୍ରୟସ୍ଥଳୀରେ ଜନସାଧାରଣଙ୍କ ପାଇଁ ଶୁଖିଲା ଓ ରନ୍ଧା ଖାଦ୍ୟ ସହ ଆବଶ୍ୟକୀୟ ସୁବିଧା ଯୋଗାଇ ଦିଆଯାଉଛି। ଜନସାଧାରଣଙ୍କ ସୁରକ୍ଷା ଓ ଜୀବନ ରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି।
ChiefSecyOdisha retweeted
ଜନସୁରକ୍ଷା ଓ ଜଳସେଚନ ଭିତ୍ତିଭୂମିର ସୁରକ୍ଷା ପାଇଁ ସବୁ ପରିସ୍ଥିତିରେ ସଜାଗ ଜଳ ସମ୍ପଦ ବିଭାଗ।
ବାତ୍ୟା ‘ଅକଭାନ୍’ ଜନିତ ପ୍ରବଳ ବର୍ଷାରେ ଗଞ୍ଜାମର ବାଘୁଆ କେନାଲରେ ଘାଇ ସୃଷ୍ଟି ହୋଇଥିଲା।
@CMO_Odisha @IPR_Odisha
ChiefSecyOdisha retweeted
ସମ୍ଭାବ୍ୟ ବାତ୍ୟା 'ଅକଭାନ୍' ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ଦ୍ୱାରା ଜରୁରୀକାଳୀନ ସହାୟତା ନମ୍ବର ।
ଯାତାୟାତ ସମ୍ବନ୍ଧୀୟ ସହାୟତା ପାଇଁ ଯୋଗାଯୋଗ କରନ୍ତୁ:
କଣ୍ଟ୍ରୋଲ ରୁମ୍: 9237378602, 9237378633
ଟୋଲ୍ ଫ୍ରି: 1800-345-1073
ନୋଡାଲ ଅଫିସର: 9237378572
ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ। – at Belagachhia, India
ChiefSecyOdisha retweeted
ମତ୍ସ୍ୟଜୀବୀମାନଙ୍କୁ ବନ୍ୟା ସମୟରେ ନିଜ ସୁରକ୍ଷାକୁ ପ୍ରଥମେ ଗୁରୁତ୍ୱ ଦିଅନ୍ତୁ। ପାଣିପାଗ ବିଭାଗର ପରାମର୍ଶ ମାନନ୍ତୁ ଏବଂ ବନ୍ୟା ସମୟରେ ମାଛ ଧରିବା ପାଇଁ ସମୁଦ୍ରକୁ ଯାଆନ୍ତୁ ନାହିଁ।
ChiefSecyOdisha retweeted
Cyclone Akvan brought relentless rain and one breach at Baghua Canal, Ganjam. The Department of Water Resources acted immediately. Field teams are on site, restoration has begun, and senior officers are monitoring 24x7.
Protecting lives, property and irrigation infrastructure.
ChiefSecyOdisha retweeted
Due to #CycloneAkvan waterlogging has occurred in several parts of the State. Fire personnel are carrying out dewatering operations using high-capacity pumps and tree-cutting work on a war footing. #OdishaCares
ChiefSecyOdisha retweeted
ODRAF teams successfully rescued children and villagers from Burtal Gram Panchayat under Patrapur Block of Ganjam District
ChiefSecyOdisha retweeted
The Chief Secretary chaired a high-level review and monitoring meeting, with the Additional Chief Secratary , Energy and E& IT Department and Principal Secretary of the Department of Water Resources tracking rainfall in every district ,on ground situation.
@CMO_Odisha
ChiefSecyOdisha retweeted
In a collective effort to support families affected by Cyclone Akvan, Mission Shakti SHG members and Community Support Staff (CSS) are preparing 4,000 dry ration packets for distribution across all Gram Panchayats of Mohana Block in Gajapati district.
Through grassroots mobilisation and community-led action, #MissionShakti women are stepping forward to ensure that essential food supplies reach affected households, demonstrating the strength of collective action and the spirit of community resilience. #odishacares
ChiefSecyOdisha retweeted
ଜରୁରୀ ସତର୍କ ସୂଚନା | ଗଞ୍ଜାମ
ବାଘୁଆ ଜଳଭଣ୍ଡାରରେ ଜଳପ୍ରବାହ ୪୦୦ କ୍ୟୁମେକ୍ସରୁ ଅଧିକ ରହିଥିବାରୁ ଜଳସ୍ତରକୁ ସନ୍ତୁଳିତ ରଖିବା ନିମନ୍ତେ ଆଜି ଅପରାହ୍ଣ ୩ଟାରୁ ଜଳ ନିଷ୍କାସନ କରାଯାଉଛି। ଏହା ଫଳରେ ନଦୀର ଜଳସ୍ତର ବୃଦ୍ଧି ପାଇବାର ସମ୍ଭାବନା ରହିଛି।
ବୁଗୁଡ଼ା, ପୋଲସରା ଓ କବିସୂର୍ଯ୍ୟନଗର ଅଞ୍ଚଳର ନଦୀକୂଳବର୍ତ୍ତୀ ଏବଂ ତଳିଆ ଅଞ୍ଚଳର ଲୋକମାନେ ସତର୍କ ରହିବା ସହ ନଦୀ ଓ ଜଳପ୍ରବାହ ପଥ ନିକଟକୁ ଯାଆନ୍ତୁ ନାହିଁ।
ବିଶେଷକରି ବୁଗୁଡ଼ା NACର କଡ଼ାପଡ଼ା, ବୋଲସରା, ବ୍ରାହ୍ମଣଛାଇ, ଭେଟସିଙ୍ଗି ଓ ବୁଡ଼େଇସୁଣି ଅଞ୍ଚଳର ଲୋକେ ବିଶେଷ ସତର୍କ ରହିବାକୁ ଅନୁରୋଧ। ଜନସାଧାରଣ ପ୍ରଶାସନର ସତର୍କତା ଓ ପରାମର୍ଶକୁ ଅନୁସରଣ କରି ସୁରକ୍ଷିତ ରୁହନ୍ତୁ। ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ। #CycloneAkvan
ChiefSecyOdisha retweeted
ଦକ୍ଷିଣ ଓଡ଼ିଶାରେ ସୃଷ୍ଟି ହୋଇଥିବା ବାତ୍ୟା ଓ ବନ୍ୟା ସମୟରେ ଜନସାଧାରଣଙ୍କ ସହ ପ୍ରାଣିସମ୍ପଦର ସୁରକ୍ଷାକୁ ଦିଆଯାଇଛି ସର୍ବାଧିକ ପ୍ରାଥମିକତା।
ତ୍ୱରିତ ଚିକିତ୍ସା ସେବା, ଗୋଖାଦ୍ୟ ଓ ଔଷଧ ବଣ୍ଟନ ସହ ୨୪ ଘଣ୍ଟିଆ ସହାୟତା ଜରିଆରେ ବିପଦ ସମୟରେ ପ୍ରାଣିପାଳକଙ୍କ ପାଖରେ ଛିଡ଼ା ହୋଇଛି ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ।
ChiefSecyOdisha retweeted
Removing Ada Obstructions, Restoring the Natural Flow of Water
The placement of Ada (traditional fishing barriers) by local fishermen has become a major drainage concern in Jagatsinghpur.
@CMO_Odisha @IPR_Odisha
ChiefSecyOdisha retweeted
24×7 on the Ground: Ensuring Safety Amid Rain!
Following rainfall, DoWR officials inspect the temporarily restored right bank of the Bogi River in Patrapur Block to assess its condition and ensure the safety and stability of the restored stretch.
@CMO_Odisha @IPR_Odisha
ChiefSecyOdisha retweeted
A joint inspection of the Hidisingh Dam site was conducted by the Assistant Inspector General of Forests, NTCA, along with a Wildlife Institute of India (WII) expert, RCCF and DFO, Angul, and senior officials of the Department of Water Resources.
@CMO_Odisha @IPR_Odisha


























