Taraprasad Bahinipati / ତାରାପ୍ରସାଦ ବାହିନୀପତି (@bhalubh55) header
Taraprasad Bahinipati / ତାରାପ୍ରସାଦ ବାହିନୀପତି (@bhalubh55) profile picture

Politician, MLA, Indian National Congress, Jeypore, Odisha.

Orissa, India
Joined January 2017
Photo by Taraprasad Bahinipati / ତାରାପ୍ରସାଦ ବାହିନୀପତି (@bhalubh55)Photo by Taraprasad Bahinipati / ତାରାପ୍ରସାଦ ବାହିନୀପତି (@bhalubh55)Photo by Taraprasad Bahinipati / ତାରାପ୍ରସାଦ ବାହିନୀପତି (@bhalubh55)Photo by Taraprasad Bahinipati / ତାରାପ୍ରସାଦ ବାହିନୀପତି (@bhalubh55)Photo by Taraprasad Bahinipati / ତାରାପ୍ରସାଦ ବାହିନୀପତି (@bhalubh55)Photo by Taraprasad Bahinipati / ତାରାପ୍ରସାଦ ବାହିନୀପତି (@bhalubh55)Photo by Taraprasad Bahinipati / ତାରାପ୍ରସାଦ ବାହିନୀପତି (@bhalubh55)Photo by Taraprasad Bahinipati / ତାରାପ୍ରସାଦ ବାହିନୀପତି (@bhalubh55)Photo by Taraprasad Bahinipati / ତାରାପ୍ରସାଦ ବାହିନୀପତି (@bhalubh55)Photo by Taraprasad Bahinipati / ତାରାପ୍ରସାଦ ବାହିନୀପତି (@bhalubh55)
Replying to @GemsOfSimps
Happy Valentine to my most precious. Thanks for always standing beside me through tough and lovely times and making me younger day by day. Apologies for turning ourselves into a meme.
18
62
22
640
100,849
“ଶିକ୍ଷା ହେଉଛି ସମାଜ ପରିବର୍ତ୍ତନର ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର।” - ନେଲସନ୍ ମାଣ୍ଡେଲା ଜୟପୁର ପୌରପାଳିକାର ଡେଫଗୁଡ଼ା ପ୍ରାଥମିକ ବିଦ୍ୟାଳୟରେ ବିଧାୟକ ପାଣ୍ଠିରୁ ନିର୍ମିତ ଅତିରିକ୍ତ ଶ୍ରେଣୀଗୃହକୁ ଶୁଭ ଉଦ୍‌ଘାଟନ କଲି। ଶିକ୍ଷାର ବିକାଶ ଓ ଶିଶୁଙ୍କ ଉଜ୍ଜ୍ୱଳ ଭବିଷ୍ୟତ ହିଁ ଆମର ପ୍ରାଥମିକତା। #Jayapur #Education #Development
178
An odia migrant worker from Koraput, Odisha working in brick klin of Sri Nagaraj, Obulapuram,Gummidipoondi taluk, Thiruvallur, TN, passed away on 17th august, his body is still lying in Pooneri Govt. Hospital, and no post mortem done yet. Please cooperate in fulfilling the formalities and getting back the deceased body. @CMOTamilnadu @TVKVijayHQ @MohanMOdisha @CMO_Odisha
2
1
8
487
ନୂତନ ବିଶ୍ୱବିଦ୍ୟାଳୟ ହେଉଛି ଜ୍ଞାନ, ଚରିତ୍ର ଓ ଭବିଷ୍ୟତ ଗଢ଼ିବାର ପବିତ୍ର ମନ୍ଦିର; ଏହା କୌଣସି ରାଜନୈତିକ ଦଳର ରଣକ୍ଷେତ୍ର ନୁହେଁ। ଦୁଃଖ ଓ ଚିନ୍ତାର ବିଷୟ, ଗତ ଦୁଇ ଦିନ ଧରି ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ ପରିସରରେ ବିଭିନ୍ନ ରାଜନୈତିକ ଦଳ ଟେଣ୍ଟ ପକାଇ ଦଳୀୟ କାର୍ଯ୍ୟକଳାପ ଚାଲାଇବା ଶିକ୍ଷାର ପରିବେଶକୁ କଳୁଷିତ କରୁଛି @CMO_Odisha
1
1
3
782
ବିଶ୍ୱବିଦ୍ୟାଳୟର ସ୍ୱାୟତ୍ତତା ଓ ଗରିମା ଉପରେ ଏହା ଏକ ସିଧାସଳଖ ଆଘାତ। ଶିକ୍ଷା ଅନୁଷ୍ଠାନରେ ଯେତେବେଳେ ରାଜନୀତି ପ୍ରବେଶ କରେ, ସେତେବେଳେ ପ୍ରଶାସନର ଦୁର୍ବଳତା ସ୍ପଷ୍ଟ ହୋଇଯାଏ। କୁଳପତି ଓ ନିବନ୍ଧକଙ୍କ ଦାୟିତ୍ୱ ହେଉଛି କ୍ୟାମ୍ପସକୁ ଦଳୀୟ ପ୍ରଭାବମୁକ୍ତ ରଖିବା। @vduniversity @MohanMOdisha
1
2
145
ମୁଁ ଦୃଢ଼ ଭାବେ ଦାବି କରୁଛି, ବିଶ୍ୱବିଦ୍ୟାଳୟ ପରିସରକୁ ରାଜନୈତିକ ପ୍ରଦର୍ଶନର ମଞ୍ଚରେ ପରିଣତ କରିଥିବା ବ୍ୟକ୍ତି ଓ ସଂଗଠନମାନଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରାଯାଉ। ଶିକ୍ଷାର ମନ୍ଦିରକୁ ବଞ୍ଚାଇବା ପାଇଁ ସମାଜର ସମସ୍ତ ସଚେତନ ନାଗରିକ ଜାଗ୍ରତ ହେବାର ସମୟ ଆସିଛି। #SaveEducation #ProtectUniversityAutonomy #VDUniversity
2
68
ମୁଁ ଦୃଢ଼ ଭାବେ ଦାବି କରୁଛି, ବିଶ୍ୱବିଦ୍ୟାଳୟ ପରିସରକୁ ରାଜନୈତିକ ପ୍ରଦର୍ଶନର ମଞ୍ଚରେ ପରିଣତ କରିଥିବା ବ୍ୟକ୍ତି ଓ ସଂଗଠନମାନଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରାଯାଉ। ଶିକ୍ଷାର ମନ୍ଦିରକୁ ବଞ୍ଚାଇବା ପାଇଁ ସମାଜର ସମସ୍ତ ସଚେତନ ନାଗରିକ ଜାଗ୍ରତ ହେବାର ସମୟ ଆସିଛି। #SaveEducation#ProtectUniversityAutonomy #VDUniversity
34
ସ୍ୱଚ୍ଛ ଓ ସୁସ୍ଥ ଜୟପୁର ପାଇଁ ଏକ ନୂତନ ପଦକ୍ଷେପ! ଆଜି ପଞ୍ଚାୟତ ସମିତି, ଜୟପୁରରେ ବ୍ୟାଟେରୀ ଚାଳିତ ଆବର୍ଜନା ବୁହା ଗାଡ଼ିର ଉଦ୍‌ଘାଟନ କରି ପ୍ରତ୍ୟେକ ଗ୍ରାମ ପଞ୍ଚାୟତକୁ ସ୍ୱଚ୍ଛତା ରେ ଆଗକୁ ବଢ଼ିବା ନିମନ୍ତେ ଏକ ଠୋସ ପଦକ୍ଷେପ ନିଆଯାଇଛି। ଏହି ଉଦ୍ୟମ ମାଧ୍ୟମରେ ଗ୍ରାମ ଅଞ୍ଚଳରେ ଆଧୁନିକ ଓ ଶୂସଂଘଟିତ ବ୍ୟବସ୍ଥା ପ୍ରବନ୍ଧନ ପାଇଁ
1
7
812
ଆମେ ପ୍ରତିଶ୍ରୁତି ବଦ୍ଧ। 🙏 ଏହି ଉଦ୍ଘାଟନ କାର୍ଯ୍ୟକ୍ରମରେ ସହଯୋଗ କରିଥିବା ସମସ୍ତ ପ୍ରଶାସନିକ ଅଧିକାରୀ, ଅଧ୍ୟକ୍ଷା, ଜୟପୁର ପଞ୍ଚାୟତ ସମିତି, ଜିଲ୍ଲା ପରିଷଦ ସଦସ୍ୟ, ସରପଞ୍ଚ, ସମିତି ସଦସ୍ୟ ଓ ଗ୍ରାମବାସୀଙ୍କୁ ହୃଦୟରୁ ଧନ୍ୟବାଦ। ଜୟ ଜୟପୁର – ଗର୍ବ ଗର୍ଜନ ଗାଁ ଆମର!
2
506
Taraprasad Bahinipati / ତାରାପ୍ରସାଦ ବାହିନୀପତି retweeted
State Social media meeting presided by AICC i/c's Sh. @AjayLalluINC ji Sh. @Shahnawaz_JK in the presence of PCC President Sh. @BHAKTACHARANDAS ji & Sh. @bhalubh55 ji MLA at Congress Bhawan today.
7
37
1
174
3,154
ଚତୁର୍ଦ୍ଧାମୂର୍ତ୍ତିଙ୍କର ପବିତ୍ର ବାହୁଡ଼ା ଯାତ୍ରା ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ମହାପ୍ରଭୁଙ୍କ ଅପାର କରୁଣାରୁ ସମସ୍ତଙ୍କ ଜୀବନରେ ସୁଖ ଓ ସମୃଦ୍ଧିର କଲ୍ୟାଣ ପ୍ରାପ୍ତି ହେଉ। ଜୟ ଜଗନ୍ନାଥ
1
11
499
Taraprasad Bahinipati / ତାରାପ୍ରସାଦ ବାହିନୀପତି retweeted
150 civil society groups and activists have recently written to the Prime Minister on the systematic and consistent manner in which the Forest Right Act, 2006 has been subverted by the Ministry of Environment, Forests, and Climate Change. They make five major points: 1. Statements made by the Minister of Environment, Forests, and Climate Change himself which hold the implementation, such as it is, of the Forest Rights Act, 2006 responsible for degradation and loss of prime forest areas. 2. ⁠Continued submission of legally untenable data on encroachment of forest areas to Parliamentary forums as well to the National Green Tribunal. 3. ⁠Orders issued by the National Tiger Conservation Authority in June 2024 for the eviction of almost 65,000 families from tiger reserves across the country. 4. ⁠The mis-attribution by the Forest Survey of India for the loss of forest cover over the last decade to the implementation of the Forest Rights Act, 2006. 5. ⁠The 2023 amendments to the Forest (Conservation) Act, 1980 that were bulldozed through Parliament and the subsequent Van Sanrakshan Evam Samvardhan Rules, 2023 that adversely impact both the quantity and quality of forests. The issues that have been raised are of profound significance especially to tribal and other communities residing and earning their livelihoods in forest areas. They are also of fundamental importance to ecological security. The track record of the Modi Govt does not inspire the confidence that these issues will even get discussed and debated with those who have been compelled to bring the PM's attention to them. forestrightsact.com/wp-conte…
13
190
3
344
15,572
Taraprasad Bahinipati / ତାରାପ୍ରସାଦ ବାହିନୀପତି retweeted
VIDEO | “The Governor’s (Raghubar Das) son hit our Odia officer. He consumed alcohol and beat the officer the whole night. The BJP government came to power with the slogan of ‘Odia Asmita’. Today, the Governor’s son hit an Odia officer and he has not been booked or arrested. Congress demands that he be immediately arrested,” says Congress MLA Taraprasad Bahinipati. (Full video available on PTI Videos - ptivideos.com)
6
61
5
237
14,785
Taraprasad Bahinipati / ତାରାପ୍ରସାଦ ବାହିନୀପତି retweeted
ବଡଦାଣ୍ଡ ସ୍ଥିତ ଆମ ବାସଭବନ ସମ୍ମୁଖରୁ ପୁରୀ ଲୋକସଭା କ୍ଷେତ୍ରର ଲୋକ ସମ୍ପର୍କ ଅଭିଯାନର ଶୁଭାରମ୍ଭ ଅବସରରେ ଗଣମାଧ୍ୟମକୁ ଭେଟବାର୍ତ୍ତା l
7
17
1
83
5,152
Taraprasad Bahinipati / ତାରାପ୍ରସାଦ ବାହିନୀପତି retweeted
Let me tell this very clearly; -Congress believes in transparency in the distribution of election tickets unlike BJP-BJD; -ED-CBI are now the frontal organisation of BJP; If you see the series of recent incidences, you can make out that; -BJP leaders are free to fire on anyone inside a police station in Maharashtra; -In UP, VHP Moradabad head is free to plan and execute Cow slaughter to create tension in the area and to target the station house officer (SHO); -ED CBI do not dare to visit house of the BHU rape accused, Assam CM Hemanta Biswa, and many other tainted BJP leaders.
5
165
4
588
11,306
Embracing the divine craftsmanship of Lord Viswakarma on this auspicious day! May His blessings fill our lives with creativity, innovation, and prosperity. Happy Viswakarma Puja to all! 🛠️🙏✨ #ViswakarmaPuja #BlessingsOfCreativity #ProsperityAndInnovation
7
1,586
ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକମାନଙ୍କ ଦାବିପୂରଣ ନିମନ୍ତେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍ ୩ଦପା ଦାବୀ ନେଇ ସେମିଳିଗୁଡା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ସେଠାରେ ମୁଁ ଯୋଗଦେଇ ତାଙ୍କ ଧାରଣାକୁ ସମର୍ଥନ କରି ଧାରଣା ବସିଥିବା କିଛି ବିଶେଷ ମୁହୂର୍ତ୍ତ |
1
6
1,023
ବୋରିଗୁମ୍ମା ଠାରେ ନିର୍ମାଣାଧୀନ ଜେସୱାଲ୍ଡ ପାର୍କ ପରିଦର୍ଶନ କରି ସମୀକ୍ଷା କଲି । ମୁଁ ଆଶା କରୁଛି ଯେ ଏହି ପାର୍କ ନିକଟ ଭବିଷ୍ୟତରେ ଓଡିଶାର ଏକ ନମ୍ବର ପାର୍କରେ ପରିଣତ ହେବ, କାରଣ ଏଥିରେ ସାଧାରଣ ଲୋକଙ୍କ ପାଇଁ ଅତ୍ୟାଧୁନିକ ସୁବିଧା ସହିତ ବିଭିନ୍ନ ଆକର୍ଷଣୀୟ ଦର୍ଶନୀୟ ସ୍ଥାନ ରହିଛି  |
1
10
961