
General Secretary Biju Janta Dal odisha. @bjd_odisha, Founder Naba Das Foundation, MBA in communication and PR from Eu business school Barcelona @eubusiness
Jharsuguda, India
Joined December 2019
- Tweets3.8K
- Following30
- Followers10.1K
- Likes351
ମଧୁମେହ ନିୟନ୍ତ୍ରଣ କେବଳ ଚିକିତ୍ସାର ବିଷୟ ନୁହେଁ, ଏହା ସଚେତନତା, ଶୃଙ୍ଖଳିତ ଜୀବନଶୈଳୀ ଓ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବାର ଏକ ଅଭ୍ୟାସ। ବିଶ୍ୱ ମଧୁମେହ ଦିବସ ଅବସରରେ ସଠିକ୍ ଜ୍ଞାନ, ସମୟୋଚିତ ପରୀକ୍ଷା ଓ ଉପଯୁକ୍ତ ଚିକିତ୍ସାକୁ ଆପଣାଇ ସୁସ୍ଥ ଜୀବନର ବାର୍ତ୍ତା ପ୍ରସାର କରିବା।
3
266
ସ୍ଵାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ, ଦୂରଦର୍ଶୀ ରାଷ୍ଟ୍ରନାୟକ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜୟନ୍ତୀରେ ବିନମ୍ର ଶ୍ରଦ୍ଧାଞ୍ଜଳି। ଏହି ଅବସରରେ ପାଳିତ ଶିଶୁ ଦିବସ ଉପଲକ୍ଷେ ସମସ୍ତ କୋମଳମତି ଶିଶୁଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଶିଶୁମାନଙ୍କ ହସ, ସ୍ୱପ୍ନ ଓ ସୃଜନଶୀଳତାରେ ଦେଶର ଭବିଷ୍ୟତ ଉଜ୍ଜ୍ୱଳ ହେଉ। #ChildrensDay
6
346
ଶ୍ରଦ୍ଧାଳୁମାନଙ୍କ ଭକ୍ତି ଓ ଉତ୍ସାହ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଝାରସୁଗୁଡ଼ା ବ୍ଲକର ହିର୍ମା ଗ୍ରାମସ୍ଥିତ ରାଉତ ବନ୍ଧଠାରେ ପବିତ୍ର ନାଗ ଚତୁର୍ଥୀ ଅବସରରେ ଆୟୋଜିତ ପୂଜାରେ ଯୋଗଦେଇ ନାଗଦେବତାଙ୍କ ନିକଟରେ ସମସ୍ତଙ୍କ ମଙ୍ଗଳ ଓ କଲ୍ୟାଣ କାମନା କଲି। #jharsuguda
10
479
ଝାରସୁଗୁଡ଼ା ଜିଲ୍ଲାର କିର୍ମିରା ବ୍ଲକ ଅନ୍ତର୍ଗତ ସୁଲେହି ଗ୍ରାମ ପଞ୍ଚାୟତର ଡେଙ୍ଗୁରଯୋରଠାରେ ଆୟୋଜିତ ପବିତ୍ର ନାଗ ଚତୁର୍ଥୀ ଉତ୍ସବରେ ସାମିଲ ହୋଇ ନାଗଦେବତାଙ୍କ ଆଶୀର୍ବାଦ ଲାଭ କଲି। ଏହି ପୂଜା ଅବସରରେ ଅଞ୍ଚଳବାସୀଙ୍କ ଭକ୍ତି ଓ ଶ୍ରଦ୍ଧାଭାବ ମନକୁ ଆନନ୍ଦିତ କରିଥିଲା। ନାଗଦେବତାଙ୍କ କୃପା ସମସ୍ତଙ୍କ ଜୀବନରେ ଶୁଭ ଓ ମଙ୍ଗଳ ଆଣିଦେଉ। #jharsuguda
17
551
ଲଖନପୁର ବ୍ଲକ ଅନ୍ତର୍ଗତ କୁରେମାଲଠାରେ ଆୟୋଜିତ ମା’ କାଳୀଙ୍କ ପୂଜା ଉତ୍ସବରେ ସାମିଲ ହୋଇ ମା’ଙ୍କ ଆଶୀର୍ବାଦ ଲାଭ କଲି। ଏହି ଅବସରରେ ଆୟୋଜିତ ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ ଉତ୍ସବକୁ ଆହୁରି ଆକର୍ଷଣୀୟ କରିଥିଲା। ମା’ କାଳୀଙ୍କ ଆଶୀର୍ବାଦ ସମସ୍ତଙ୍କ ଜୀବନରେ ଶୁଭ ଓ ମଙ୍ଗଳ ଆଣିଦେଉ। #kalipujafestival
8
293
ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗରସ୍ଥିତ କାଳୀନଗରଠାରେ ଆୟୋଜିତ ମା’ କାଳୀଙ୍କ ପୂଜା ଉତ୍ସବରେ ସାମିଲ ହୋଇ ମା’ଙ୍କ ଦର୍ଶନ ଓ ଆଶୀର୍ବାଦ ଲାଭ କଲି। ଏହି ଅବସରରେ ଆୟୋଜିତ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଉତ୍ସବର ଆନନ୍ଦକୁ ଦ୍ୱିଗୁଣିତ କରିଥିଲା। ମା’ କାଳୀଙ୍କ କୃପା ସମସ୍ତଙ୍କ ଜୀବନରେ ମଙ୍ଗଳ ଭରିଦେଉ। #jharsuguda
ମହାନ ଓଡ଼ିଆ କବି, ସାହିତ୍ୟିକ ତଥା ଶିକ୍ଷାବିତ୍ ଡ. ମାୟାଧର ମାନସିଂହଙ୍କ ଜୟନ୍ତୀରେ ବିନମ୍ର ଶ୍ରଦ୍ଧାଞ୍ଜଳି। ଓଡ଼ିଆ ସାହିତ୍ୟ ପାଇଁ ତାଙ୍କର ସାରସ୍ୱତ ସାଧନା, ଗଭୀର ଚିନ୍ତନ ଓ ସୃଜନଶୀଳ କୃତି ଆମ ଭାଷା ଓ ସାହିତ୍ୟର ଅମୂଲ୍ୟ ଅବଦାନ ହୋଇ ରହିବ।
2
277
ଝାରସୁଗୁଡ଼ା ଜିଲ୍ଲା ଅନ୍ତର୍ଗତ ଲାଇକେରା ବ୍ଲକ ରେଙ୍ଗାଲବେଡ଼ା ଗ୍ରାମର ବିଜୁ ଜନତା ଦଳର କର୍ମୀ ଆର୍ଥ ପଟେଲଙ୍କ ପିତାଙ୍କ ଅନ୍ତ୍ୟେଷ୍ଟି ଉପଲକ୍ଷେ ଆୟୋଜିତ ଗଙ୍ଗାଶ୍ରାଦ୍ଧ କାର୍ଯ୍ୟକ୍ରମରେ ଯୋଗଦେଲି। ଏହି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଉଛି ଏବଂ ଦିବଙ୍ଗତ ଆତ୍ମାର ଶାନ୍ତି କାମନା କରୁଛି। #jharsuguda
12
490
କ୍ରୀଡ଼ାର ଆୟୋଜନ ମାଧ୍ୟମରେ ଯୁବପୀଢ଼ିଙ୍କ ଦକ୍ଷତାର ବିକାଶ ସହ ସ୍ଥାନୀୟ ପ୍ରତିଭାଙ୍କ ନୂତନ ପରିଚୟ ସୃଷ୍ଟି ହେଉ।
22
505
ବିଶ୍ୱ ନିମୋନିଆ ଦିବସ ଆମକୁ ଶ୍ୱାସଜନିତ ସଂକ୍ରମଣ ପ୍ରତି ସଚେତନ ଓ ଯତ୍ନବାନ ହେବାର ବାର୍ତ୍ତା ଦେଇଥାଏ। ନିମୋନିଆର ଲକ୍ଷଣକୁ ଅଣଦେଖା ନକରି ସମୟୋଚିତ ଚିକିତ୍ସା, ଟୀକାକରଣ ଓ ସ୍ୱାସ୍ଥ୍ୟ ସଚେତନତାକୁ ଗୁରୁତ୍ୱ ଦେବା ଆବଶ୍ୟକ।
5
287
ଝାରସୁଗୁଡ଼ା ପୌରପରିଷଦ ଅନ୍ତର୍ଗତ କାଳୀ ମନ୍ଦିର ପରିସରରେ କାୟସ୍ଥ କରଣ ସମାଜ ପକ୍ଷରୁ ଆୟୋଜିତ ଭଗବାନ ଶ୍ରୀ ଚିତ୍ରଗୁପ୍ତ ପୂଜା ଉତ୍ସବରେ ଯୋଗଦେଲି। ସତମାର୍ଗରେ ଜୀବନ ଅତିବାହିତ କରି ଆତ୍ମଶୁଦ୍ଧି ସହିତ ସମାଜର ମଙ୍ଗଳ ସାଧନ ପାଇଁ ପ୍ରତ୍ୟକ ବ୍ୟକ୍ତି ପ୍ରଭୁ ଚିତ୍ରଗୁପ୍ତଙ୍କ ଆଶୀର୍ବାଦ ପ୍ରାପ୍ତ କରନ୍ତୁ ବୋଲି ପ୍ରାର୍ଥନା କରୁଛି। #jharsuguda
14
372
ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ଅଂଶ ତଥା ଲେଖନୀର ଅଧିଷ୍ଠାତା ଦେବତା ଶ୍ରୀ ଚିତ୍ରଗୁପ୍ତଙ୍କ ପବିତ୍ର ଅବତରଣ ଦିବସ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ପ୍ରଭୁ ଚିତ୍ରଗୁପ୍ତଙ୍କ ଆଶୀର୍ବାଦରେ ଆମ ଜୀବନ ସତ୍କର୍ମ, ସତ୍ଚିନ୍ତା ଓ ସତ୍ମାର୍ଗରେ ପରିଚାଳିତ ହେବା ସହ ଜ୍ଞାନ, ବିବେକ ଓ ନ୍ୟାୟବୋଧରେ ସମୃଦ୍ଧ ହେଉ।
9
278
ଭାଇ-ଭଉଣୀଙ୍କ ମଧ୍ୟରେ ଥିବା ଅତୁଟ ସ୍ନେହ, ବିଶ୍ୱାସ ଓ ଆତ୍ମୀୟତାର ପ୍ରତୀକ ପବିତ୍ର ଭାଇ ଦୂଜ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ଏହି ପବିତ୍ର ପର୍ବ ଭାଇ-ଭଉଣୀଙ୍କ ସମ୍ପର୍କକୁ ଆହୁରି ମଧୁର ଓ ନିବିଡ଼ କରିବା ସହ ସେମାନଙ୍କ ଜୀବନରେ ସ୍ନେହ, ଖୁସି ଓ ସମୃଦ୍ଧି ଭରିଦେଉ। #BhaiDooj
ଝାରସୁଗୁଡ଼ା ପୌର ପରିଷଦ ଅନ୍ତର୍ଗତ ବିଟିଏମ୍ଠାରେ ଆୟୋଜିତ ମା’ କାଳୀଙ୍କ ପୂଜା ଉତ୍ସବରେ ସାମିଲ ହୋଇ ମା’ଙ୍କ ଦର୍ଶନ ଓ ଆଶୀର୍ବାଦ ଲାଭ କଲି। ଭକ୍ତି ଓ ଶ୍ରଦ୍ଧାର ଏହି ପବିତ୍ର ଅବସରରେ ମା’ କାଳୀଙ୍କ ଆଶୀର୍ବାଦ ସମସ୍ତଙ୍କ ଜୀବନରୁ ଅନ୍ଧକାର ଦୂର କରି ସୁଖ, ଶାନ୍ତି ଓ ମଙ୍ଗଳର ଆଲୋକରେ ଆଲୋକିତ କରୁ। #jharsuguda
13
634
ଝାରସୁଗୁଡ଼ା ଜିଲ୍ଲାର ଲଇକେରା ବ୍ଲକ ଅନ୍ତର୍ଗତ ସରଙ୍ଗଲୋଇ ଗ୍ରାମ ପଞ୍ଚାୟତର ନାଗୃପତ୍ରାଠାରେ ଆୟୋଜିତ କରମା ପୂଜାରେ ସାମିଲ ହେଲି। ପ୍ରକୃତି ଓ ଆମ ଜୀବନ ସହ ଜଡ଼ିତ ଏହି ପର୍ବ ଆମ ପରମ୍ପରା ଓ ସାମୂହିକ ଏକତାର ଏକ ସୁନ୍ଦର ପ୍ରତୀକ। ମା'ଙ୍କ କୃପାରେ ସମସ୍ତଙ୍କ ଜୀବନ ଆନନ୍ଦ ଓ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ। #jharsuguda
11
401
ଝାରସୁଗୁଡ଼ା ଜିଲ୍ଲାର ଲଇକେରା ବ୍ଲକ ଅନ୍ତର୍ଗତ ସରଙ୍ଗଲୋଇ ଗ୍ରାମ ପଞ୍ଚାୟତର ନାଗୃପତ୍ରାଠାରେ ଆୟୋଜିତ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ ଯୋଗଦେଲି। ଏହି କ୍ରୀଡ଼ା ଆୟୋଜନ ଯୁବପୀଢ଼ିଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ, ଶୃଙ୍ଖଳା ଓ ଦଳଗତ ମନୋଭାବକୁ ଉତ୍ସାହିତ କରିବା ସହ ସ୍ଥାନୀୟ ପ୍ରତିଭାଙ୍କୁ ନିଜ ଦକ୍ଷତା ପ୍ରଦର୍ଶନର ସୁଯୋଗ ସୃଷ୍ଟି କରିବାର ମାଧ୍ୟମ ହେଉ। ଏଭଳି ଉତ୍ସାହଜନକ ପ୍ରୟାସ ପାଇଁ ଆୟୋଜକମାନଙ୍କୁ ସାଧୁବାଦ ଜଣାଉଛି। #footballtournament
1
17
501
ଝାରସୁଗୁଡ଼ା ଜିଲ୍ଲା ପରମାଣପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କାପୁଟିକ୍ରା ଗ୍ରାମରେ ଆୟୋଜିତ ଶିବ ମନ୍ଦିରର ବାର୍ଷିକ ଉତ୍ସବରେ ଯୋଗ ଦେବାର ସୌଭାଗ୍ୟପ୍ରାପ୍ତ ହେଲା। ଏହି ଅବସରରେ ସ୍ଥାନୀୟ ଅଧିବାସୀଙ୍କ ସହ ଭାବବିନିମୟ କରିବାର ସୁଯୋଗ ମିଳିଲା। #jharsuguda
8
335
ପବିତ୍ର କାଳୀ ପୂଜା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମା'ଙ୍କ କୃପାରୁ ଆପଣଙ୍କ ଜୀବନ ସୁଖ ଓ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ।










































































