Pinned Tweet
+୨ ବିଜ୍ଞାନରେ ପଢିବାକୁ ଯାଉଥିବା କୌଣସି ଛାତ୍ର ବା ଛାତ୍ରୀ ଯଦି ଆର୍ଥିକ ଦୁର୍ବଳ ଥା'ନ୍ତି, ତେବେ ମୋତେ ଜଣେଇବେ । ମୋ ନିଜ ଉପାର୍ଜନରୁ ଦୁଇବର୍ଷର ଖର୍ଚ୍ଚ ବହନ କରିବି ।
ଯୋଗ୍ଯତା:
୧- କଟକରେ କୌଣସି ସରକାରୀ କଲେଜ
୨- ବହି ଖର୍ଚ୍ଚ ଓ ହଷ୍ଟେଲ ଖର୍ଚ୍ଚ
କୌଣସି ସଂସ୍ଥା ସହ ସମ୍ପର୍କ ନାହିଁ, ତେଣୁ ବେଶୀ କରିପାରିବିନି
ରିଟୁଇଟ କରିବେ
ଜନୈକ ସରକାରୀ ଡାକ୍ତରଙ୍କ ନିଲମ୍ବନ ପ୍ରକିୟା ପରେ ସାମାଜିକ ଗଣମାଧ୍ୟମରେ ମିଶ୍ର ପ୍ରତିକ୍ରିୟାମାନ ଦେଖିଲି । ତେବେ କହିବା ବାହୂଲ୍ୟ ଏହି ପରିସ୍ଥିତିରେ "ଠିକ୍" ବନାମ "ଭୁଲ" ସମ୍ପୂର୍ଣ୍ଣ ଆପେକ୍ଷିକ ଓ ପାରିପାଶ୍ବିର୍କ।
ଆଶା କରେ ଅନ୍ୟ ଡାକ୍ତରବନ୍ଧୁ ମାନେ ତଳେ ପ୍ରଦତ୍ତ ଅନୁଶୀଳନ ପଢ଼ିନେବେ । – at Dibrugarh, India
୧/୬
ଜଣେ ସରକାରୀ ଡାକ୍ତର ସୋସିଆଲ୍ ମିଡିଆରେ ସରକାରଙ୍କୁ ସମାଲୋଚନା କରିବାରୁ ନିଲମ୍ବିତ ହୋଇଛନ୍ତି
ଏହି ଘଟଣା ଏକ ମୌଳିକ ପ୍ରଶ୍ନ ଉଠାଏ:
ସରକାରୀ ଚାକିରି କରିବାର ଅର୍ଥ କ'ଣ ନିଜର ବିବେକ ଓ ମତପ୍ରକାଶର ସ୍ୱାଧୀନତାକୁ ତ୍ୟାଗ କରିବା? – at Barbari, India
୫/୬
ତେବେ ଏହାର ଅର୍ଥ ଅସୀମିତ ମତପ୍ରକାଶ ନୁହେଁ।
ସରକାରୀ କର୍ମଚାରୀଙ୍କ ପାଇଁ ସେବା ଆଚରଣ ନିୟମ ରହିଛି। ସେହିପରି, ନିଲମ୍ବନର ଯଥାର୍ଥତା, ପ୍ରଯୁଜ୍ୟ ନିୟମ, ପ୍ରମାଣ ଓ ପ୍ରଶାସନିକ ପଦକ୍ଷେପର ଅନୁପାତିକତା ମଧ୍ୟ ବିଚାର କରାଯିବା ଆବଶ୍ୟକ। – at Barbari, India
1
13
682
ଟ୍ରେନ୍ ରେ ଯିବ ନା ସ୍ପେଶାଲ୍ ଗାଡି କରିହେଇଚି?
Cyclone Akvan to pass through Bhubaneswar and Cuttack
#Odisha #CycloneAkvan
odishatv.in/odisha/cyclone-a…
1
3
521
3 hours in local bike (different from ours), 8 hrs walk, met local rebel leaders with arms & things you may not be knowing, had dinner: pork, and other Thai items, walked the same next morning. ଏବେ ମତେ #RojanaEkGhanta award ଗୋଟେ ମିଳୁ @lokipalauri – at Barbari, India
3
10
1,168
I don't know whether the office connection is restored or not, but disconnecting electricity of a government building for an outstanding amount of Rs 1173 is mere mockery of system.
BTW, I'm not concerned about the vaccines, for it has to be the system's responsibility. – at Barbari, India
Replying to @TPSouthOdisha @MohanMOdisha
Have a check and resume connection in a day, the vaccines which are stored in refrigerator worth lakhs will be destroyed bcoz of ur ego and attitude
Missed an @IndiGo6E flight because of the 'punctuality' of @RailMinIndia
Total financial loss: Rs 13,650
Additional cost borne: Rs 39,845
ହସିବି ନା କାନ୍ଦିବି ବୁଝିପାରୁନି ।
ଖାଲି ଆଉ ଦିନେ ଅଧିକା ଘରେ ରହିବାର ଖୁସି ...
Perks of being a common man in this country ! – at Belagachhia, India
Had no idea that "General Medicine" is translated as "ସାଧାରଣ ଔଷଧ' ବିଭାଗ in Odia !
WTF !!
It's ଭେଷଜ ବିଭାଗ
@NityanandaBJP ବାବୁ ଆଉ @HFWOdisha , ସେ ଗୁଗୁଲ ଟ୍ରାନ୍ସଲେଟର ଛାଡି ଓଡିଆ ଶିଖିଥିଲେ କାମରେ ଆସିଥା'ନ୍ତା ।
ଗେରୁଆ କରିବା ପ୍ରୟାସରେ ସବୁ ଚୁଲିରେ ଦେଇସାରିଲଣି ! – at Belagachhia, India
ଉତ୍ତର-ପୂର୍ବ ରାଜ୍ୟମାନଙ୍କ ପ୍ରତି ମୋଦି ସରକାରଙ୍କର ଅହେତୁକ ଅନୁକମ୍ପା ରହିଚି, ଯେଉଁଟା ଆଗରୁ କେବେ ଦେଖାଯାଇନଥିଲା । ଠିକ୍ ସେହିପରି, ଓଡ଼ିଶା ପ୍ରତି ରହିଚି ଉଦାସୀନତା !
ମୁଁ ମାନୁନଥିଲି, ହେଲେ ଟାଇମଲାଇନ୍ ରେ IAS-OAS କଥା ଦେଖିକି ଲାଗିଲା, ମୁଁ ବି ଟିକେ ଜ୍ଞାନ ଦେଇଦିଏ – at Belagachhia, India
And we have a Chattar Bazar in Kataka. Hope Odias can now make-up why it is named so. – at Barbari, India
The Word "Chhatrakhia" used as an expletive mostly in & around Ganjam has a link to the 1866 famine. Any famine victim who accepted cooked food from Christian-run Anna Chatras or mixed with other castes was immediately excommunicated and that is where the word came into Vogue.
1
453
ଦିଲ୍ଲୀର ଶକ୍ତିସ୍ଥଳରେ ଥିବା ଏହି ବିଶାଳ ପ୍ରସ୍ତର ସହ ଓଡ଼ିଶାର କ'ଣ ସମ୍ପର୍କ ରହିଛି ଜାଣିଛନ୍ତି ଯଦି କୁହନ୍ତୁ ଦେଖି ! – at Barbari, India
Respected office of @sp_ganjam,
This post is completely off the grid, please refrain yourself from using only 'one religion' to spread awareness. Please continue using memes, but please educate yourself that 'Ravana' is not a meme character as per our hindu mythology.
🙏 – at Belagachhia, India
ଜୁଆ ଖେଳନ୍ତୁ ନାହିଁ, ନହେଲେ ଘର, ଟଙ୍କା ଓ ସମ୍ମାନ ସବୁ ଯିବ।
ଜୁଆ ଓ ଅନଲାଇନ୍ ବେଟିଂରୁ ଦୂରେଇ ରୁହନ୍ତୁ। ପରିବାରକୁ ବଞ୍ଚାନ୍ତୁ। ଅଭିଯୋଗ ପାଇଁ ଡାଏଲ୍ କରନ୍ତୁ 112
@odisha_police @DGPOdisha @igpsr


















