Ganeswar Behera (@ganeswarbjd) header
Ganeswar Behera (@ganeswarbjd) profile picture

Member of legislative assembly - Kendrapada constituency , Odisha | ପୂର୍ବତନ ମନ୍ତ୍ରୀ, ସାମାଜିକ କର୍ମୀ |

Kendrapara
Joined June 2014
Photo by Ganeswar Behera (@ganeswarbjd)Photo by Ganeswar Behera (@ganeswarbjd)Photo by Ganeswar Behera (@ganeswarbjd)Photo by Ganeswar Behera (@ganeswarbjd)Photo by Ganeswar Behera (@ganeswarbjd)Photo by Ganeswar Behera (@ganeswarbjd)Photo by Ganeswar Behera (@ganeswarbjd)Photo by Ganeswar Behera (@ganeswarbjd)Photo by Ganeswar Behera (@ganeswarbjd)Photo by Ganeswar Behera (@ganeswarbjd)
DyCM holding Cyclone DANA review meeting with party MLA & functionaries at Kendrapada.Other 4 Opposition MLAs are ignored. One meeting inviting all 5 MLAs called on 23rd at 11 am by the DCM was cancelled . This exposes partisan character of the govt.@Naveen_Odisha @SRC_Odisha
4
4
15
830
We welcome with applause.
2
4
94
2,038
Many many happy returns of the day. 🌹🌹
90
Many Many Happy Returns of the Day. Uncompromising, thy name is Rahul Gandhi.
1
4
100
It is indeed outrageous to malign Biju Pattanayak by describing him as CIA agent. One can doubt anything but not the love, dedication and commitment for his beloved India. And people will never take it laying down. Unconditional apology is the only answer.
2
4
128
ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ଅନେକ ଅନେକ ଶୁଭକାମନା.@narendramodi 🙏🏾🙏🏾
96
My heart goes out to the bereaved families of those who lost their lives in the stampede at Saradhabali, Puri. It is only due to lack of foresight & pathetically poor crowd management. Govt should own up responsibility and beg apology.
2
130
ପ୍ରିୟ ନେତା ନବୀନ ପଟ୍ଟନାୟକଙ୍କ ରଥଯାତ୍ରାର ଶୁଭେଚ୍ଛା.
2
120
ପବିତ୍ର ଘୋଷଯାତ୍ରାର ଶୁଭ ଅଭିନନ୍ଦନ.
5
117
ନବମଥର ପାଇଁ ନିର୍ବିରୋଧରେ ବିଜୁ ଜନତା ଦଳର ସଭାପତି ଭାବେ ନିର୍ବାଚିତ ନବୀନ ପଟ୍ଟନାୟକ. ଅନେକ ଅନେକ ଅଭିନନ୍ଦନ ଓ ଶୁଭକାମନା.
1
8
154
ଓଡ଼ିଆ ଭାଷା ସାହିତ୍ୟର ଗୌରବ, କାଳଜୟୀ କବିତା 'ଶ୍ରୀରାଧା' ର ସ୍ରଷ୍ଟା ପଦ୍ମଭୂଷଣ ରମାକାନ୍ତ ରଥଙ୍କ ବିୟୋଗ ପ୍ରତ୍ୟେକ ସାହିତ୍ୟ ଅନୁରାଗୀଙ୍କ ପାଇଁ ଦୁଃସମ୍ବାଦ. ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି. 🙏🏾 🙏🏾
4
108
ନବବର୍ଷ ର ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା । 2025 ବର୍ଷ ଟି ଆପଣ ଙ୍କ ଜୀବନରେ ସୁଖ, ଶାନ୍ତି, ସ୍ବାସ୍ଥ୍ୟ ଓ ସମୃଦ୍ଧି ରେ ପରିପୂର୍ଣ ହେଉ, ଏତିକି ଭଗବାନ ଙ୍କ ନିକଟରେ ପ୍ରାର୍ଥନା 🙏🏻
3
1
14
333
ସମ୍ବିଧାନ ଦିବସର ଅଭିନନ୍ଦନ. 🙏🏾🙏🏾
7
152
କେନ୍ଦ୍ରାପଡ଼ା ବ୍ଲକ ଭରତପୁର ଜନସମ୍ପର୍କ ପଦଯାତ୍ରା - ଭରତପୁର ରୁ କଳପଡା ଭାୟା ଶ୍ୟାମସୁନ୍ଦରପୁର ଓ ବଗଡ଼ା ଏହି ବିଶାଳ ଜନ ସମ୍ପର୍କ ରେ ଯୋଗଦେଲି 🙏🏻 #bijujanatadal
1
7
173
କେନ୍ଦ୍ରାପଡ଼ା ବ୍ଲକ ଜୋନ ନମ୍ବର 7 ଓ 5 ବିଜୁ ଜନତା ଦଳ ର ଜନ ସମ୍ପର୍କ ଯାତ୍ରା ଚଉଦକୁଲାଟ ଗାନ୍ଧୀ ଛକରୁ ଇନ୍ଦୁପୁର ଗାନ୍ଧୀପୀଠ ପର୍ଯ୍ୟନ୍ତ ବିଶାଳ ଜନ ସମ୍ପର୍କ ଯାତ୍ରା ରେ ଯୋଗ ଦେଲି | #bijujanatadal #naveenpatnaik
1
1
7
142
ନମସ୍କାର. ଆସନ୍ତାକାଲି ନଭେମ୍ବର 12,ମଙ୍ଗଳବାର ବିଜେଡି ଜନସମ୍ପର୍କ ଯାତ୍ରା କେନ୍ଦ୍ରାପଡ଼ା ବ୍ଲକ ଜୋନ ନମ୍ବର 7 ଓ 5 ରେ ଅନୁଷ୍ଠିତ ହେବ. *ଚଉଦକୁଲାଟ ଗାନ୍ଧୀ ଛକରୁ ସକାଳ 10.30ରୁ ଆରମ୍ଭ ହୋଇ ଇନ୍ଦୁପୁର ଗାନ୍ଧୀପୀଠରେ ସମାପିତ ହେବ.* ଆପଣ ସାମିଲ ହେବାକୁ ଅନୁରୋଧ🙏
5
107
ଆଜି ଅନୁଷ୍ଠିତ ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା କେନ୍ଦ୍ରାପଡ଼ା ଜୋନ ନମ୍ବର ୧୫ ଓ ୧୬ ରେ ଯୋଗଦେଲି ।
4
84
ନମସ୍କାର🙏🏻 ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ଅଳପୁଆ ରୁ ବଲୁରିଆ ଜୋନ ନମ୍ବର 15 ଓ 16 ପଟ୍ଟାମୁଣ୍ଡାଇ ବ୍ଲକ ନଭେମ୍ବର 10,2024,ରବିବାର ଆପଣ ଆମ ବନ୍ଧୁମାନଙ୍କ ସହ ଯୋଗଦେବାକୁ ଅନୁରୋଧ 🙏🏻
1
9
141
କେନ୍ଦ୍ରାପଡା ବ୍ଲକ କପାଳେଶ୍ବର ପଂଚାୟତ ରାଜୀବ ଜନସେବା କେନ୍ଦ୍ର ରେ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା ଓ ସଭ୍ୟ ସଂଗ୍ରହ ଅଭିଯାନ ନିମନ୍ତେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଯୋଗଦେଇ ଆଲୋଚନା କରିଲି |
4
153