
MLA Bhatli Assembly Constituency, State Secretary, Bharatiya Janata Party, Odisha Pradesh,(@BJP4India)
Bhubaneswar, Odisha
Joined March 2012
- Tweets9.4K
- Following184
- Followers12.9K
- Likes7.8K
ସାରା ଭାରତ ବର୍ଷର ଯୁବକ ମାନଙ୍କର ପ୍ରେରଣା ର ଉତ୍ସ ଆମ ସମସ୍ତଙ୍କର ପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ଙ୍କ ସମ୍ବଲପୁର ଠାରେ ଆୟୋଜିତ ବିଶାଳ ଗ୍ୟାରେଣ୍ଟି ସମାବେଶ ରେ ସ୍ୱାଗତ କରିବାର ଅବସରରେ....
@narendramodi @BJP4India @BJP4Odisha @BJYM @BJYMOdisha
ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗଦାନ କଲି ଏହି ଅବସରରେ ମାନ୍ୟବର ବିଧାୟକ ଶ୍ରୀ ନରସିଂହ ମାଡକାମୀ, ଶ୍ରୀ ସନ୍ତୋଷ ଖଟୁଆ ଏବଂ ରାଜ୍ୟ ଗଣମାଧ୍ୟମ ସଂଯୋଜକ ଶ୍ରୀ ସୁଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ll
#pressconference
#statebjpoffice
#narsinghmadkami
#santoshkhatua
Odisha's journey towards progress is gaining momentum through visionary governance and people-centric initiatives. Empowering citizens through housing, education, infrastructure, employment opportunities and social security, the state is moving closer to the vision of Viksit Odisha and Samruddha Odisha.
#PeopleCM
#BJPGovernment
#MohanMajhi
ମହାନ ଆସାମୀ ଯୋଦ୍ଧା ତଥା ବୀରତ୍ୱର ପ୍ରତୀକ ଲାଚିତ ବୋରଫୁକନଙ୍କ ଜୟନ୍ତୀରେ ବିନମ୍ର ଶ୍ରଦ୍ଧାଞ୍ଜଳି II
ମାତୃଭୂମିର ସୁରକ୍ଷା ପାଇଁ ତାଙ୍କର ଅସୀମ ସାହସ, ଅଦମ୍ୟ ପରାକ୍ରମ ଓ ଅତୁଟ ଦେଶପ୍ରେମ ଆଜି ମଧ୍ୟ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ। ତାଙ୍କର ବୀରତ୍ୱପୂର୍ଣ୍ଣ ଜୀବନୀ ଆସାମର ଗୌରବ, ସ୍ୱାଭିମାନ ଓ ସାହସିକତାର ଏକ ଅବିସ୍ମରଣୀୟ ଗାଥା II
ଦେଶମାତୃକା ପାଇଁ ତାଙ୍କର ମହାନ ତ୍ୟାଗ, ନିଷ୍ଠା ଓ ଅତୁଳନୀୟ ଅବଦାନ ଯୁଗ ଯୁଗ ଧରି ଆମ ହୃଦୟରେ ଅମର ହୋଇ ରହିବ II
#LachitDiwas
#lachitborphukanjayanti
#veerlachitborphukan
#PrideOfAssam
#IndianHistory
#SaluteToTheHeroes
#JaiHind
अब विपक्ष के नेता और पूर्व मुख्यमंत्री ने हमारे राज्य के अनगिनत किसान भाइयों और महिलाओं की भावनाओं और अधिकार के साथ खेले हैं II लोगों के हितों की रक्षा के बहाने उन्होंने राज्य के लोगों को धोखा दिया है II
#OppositionLeader #NaveenPatnaik
#Farmers
#Women
#Odisha
#AssemblySession
ମାନବତା, ସମାନତା, ଭାଇଚାରା ଓ ନିଃସ୍ୱାର୍ଥ ସେବାର ମହାନ ବାର୍ତ୍ତା ପ୍ରଦାନ କରିଥିବା ଶିଖ ଧର୍ମର ପ୍ରଥମ ମାର୍ଗଦର୍ଶକ ଗୁରୁ ନାନକ ଦେବଙ୍କ ପବିତ୍ର ଜନ୍ମଜୟନ୍ତୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି II
ତାଙ୍କ ଆଦର୍ଶ ଆମ ସମାଜରେ ପ୍ରେମ, ସଦ୍ଭାବ ଓ ଏକତାର ଆଲୋକ ବିଛୁରିତ କରୁ II
#GuruNanakJayanti
ଓଡ଼ିଆ ନୌବାଣିଜ୍ୟର ଗର୍ବ ଓ ଗୌରବର ପ୍ରତୀକ 'ଐତିହାସିକ ବାଲିଯାତ୍ରା'ର ଶୁଭେଚ୍ଛା ଓ ଶୁଭକାମନା II
ଓଡ଼ିଶାର ଗୌରବମୟ ଇତିହାସ, ସାଧବ ପୁଅଙ୍କ ସାହସ ଓ ସମୃଦ୍ଧ ସାମୁଦ୍ରିକ ପରମ୍ପରାର ସ୍ମୃତି ବହନ କରିଛି ଆମ ବାଲିଯାତ୍ରା II ଆସନ୍ତୁ, ଏହି ମହାନ ଐତିହ୍ୟକୁ ଆଗାମୀ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବା ସହ ଓଡ଼ିଆ ଅସ୍ମିତାକୁ ବିଶ୍ୱଦରବାରରେ ଆହୁରି ଉଜ୍ଜ୍ୱଳ କରିବା II
#Baliyatra
#Baliyatra2026
#ProudOdia
#OdiaCulture
#gloriousodisha
#BandeUtkalaJanani
ପବିତ୍ର ଦେବ ଦୀପାବଳିର ଶୁଭେଚ୍ଛା ଓ ଶୁଭକାମନା II ଏହି ପବିତ୍ର ଅବସରରେ ଦୀପର ଆଲୋକରେ ଆଲୋକିତ ହେଉ ସମସ୍ତଙ୍କ ଜୀବନ II
ଅଜ୍ଞାନର ଅନ୍ଧକାର ଦୂର ହୋଇ ଜ୍ଞାନ, ଶାନ୍ତି ଓ ସଦ୍ଭାବର ଆଲୋକ ପ୍ରତ୍ୟେକ ହୃଦୟରେ ପ୍ରଜ୍ୱଳିତ ହେଉ II
#DevDeepawali
#HappyDevDeepawali
#DevDeepawali2026
#KartikPurnima
#FestivalOfLights
#DivineLights
ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ କାର୍ତ୍ତିକେଶ୍ୱର ପୂଜାର ଶୁଭ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜ୍ଞାପନ କରୁଛି II
ପ୍ରଭୁ କାର୍ତ୍ତିକେଶ୍ଵରଙ୍କ କୃପାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଯାଉ II ଧର୍ମ, ଆସ୍ଥା ଓ ପରମ୍ପରାର ଏହି ପବିତ୍ର ପର୍ବ ଆମ ସଂସ୍କୃତି ଓ ଐତିହ୍ୟର ମହନୀୟତାକୁ ଆହୁରି ସମୃଦ୍ଧ କରୁ II
#KartikaPurnima
"तुम्हारी फाइलों में गाँव का मौसम गुलाबी है,
मगर ये आँकड़े झूठे हैं ये दावा किताबी है।"
#OdishaAssembly
#pressmeet
Irasis Acharya (Modi ka Parivar) retweeted
VIDEO | Bhubaneswar: BJP MLA Irasis Acharya, targeting Leader of Opposition (in Odisha Assembly) Naveen Patnaik over his foreign visits, says, "He claims to be concerned about Odisha's interests, but what purpose did his visit to Rome and meeting with the Pope serve? During his 24 years as chief minister, he could not even deliver a speech in Odia. He repeatedly made false promises to farmers and failed to provide the promised input assistance. He betrayed women, students and youth, yet claims to work for Odisha's interests. An inquiry into foreign travel expenditure involving public money is not a major issue; the bigger question is whether these visits actually served Odisha and its people."
(Full video available on PTI Videos - ptivideos.com)
ପବିତ୍ର ବିଧାନସଭା ଗୃହରେ ଉଭୟ ବିରୋଧୀ ଦଳ ପକ୍ଷରୁ ଅଣାଯାଇଥିବା ଭତ୍ତା ସମ୍ବନ୍ଧୀୟ ମୂଳତବୀ ପ୍ରସ୍ତାବ ପ୍ରସଙ୍ଗରେ ମୋର ଅଭିଭାଷଣ ll
#odishaassembly
#AssemblySession
ଗତକାଲି ମୋ ନିର୍ବାଚନ ମଣ୍ଡଳୀ ଭଟଲି ଅନ୍ତର୍ଗତ ରଥ ଦାଣ୍ଡ ପଡ଼ିଆରେ ଆୟୋଜିତ 'ମା' ମହା କଳାସୀ ଯାତ୍ରା ମହୋତ୍ସବ'ରେ ଯୋଗଦେଇ ମାଆଙ୍କ ଦିବ୍ୟ ଦର୍ଶନ ଓ ଆଶୀର୍ବାଦ ଲାଭ କରିବାର ସୌଭାଗ୍ୟ ପ୍ରାପ୍ତ ହେଲା II
ଏହି ଅବସରରେ ଆୟୋଜକ କମିଟିର କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ପ୍ରସ୍ତୁତ ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହେବା ସହ ଅଞ୍ଚଳର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟରେ ସକାରାତ୍ମକ ଆଲୋଚନା କରିଥିଲି II
#kalashiyatra
#maakalasiyatra
#Bhatli
#BhatliBlock
#BhatliConstituency
ଓଁ ନମଃ ଶିବାୟ ଶାନ୍ତାୟ, କାରଣତ୍ରୟ ହେତବେ II
ନିବେଦୟାମି ଚାତ୍ମାନଂ, ତ୍ୱଂ ଗତିଃ ପରମେଶ୍ୱର ॥
ପବିତ୍ର ବଡ଼ଓଷା ଅବସରରେ ଦେବାଧି ଦେବ ମହାଦେବଙ୍କ ନିକଟରେ ସମସ୍ତଙ୍କ ସୁଖ, ଶାନ୍ତି, ସମୃଦ୍ଧି ଓ ମଙ୍ଗଳ କାମନା କରୁଛି II ପ୍ରଭୁଙ୍କ ଅପାର କରୁଣାରେ ପ୍ରତ୍ୟେକ ଜୀବନ ଆନନ୍ଦମୟ ହେଉ II
#badaosa
#omnamahshivaya
#mahadev #ShivBhakti
#DivineBlessings
ଓଡ଼ିଆ ସାହିତ୍ୟ ଜଗତର ସୂର୍ଯ୍ୟ ଜାତୀୟ କବି ବୀରକିଶୋର ଦାସଙ୍କ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି II
ନିଜର କାଳଜୟୀ କବିତା ଓ ସାହିତ୍ୟ ସାଧନା ମାଧ୍ୟମରେ ଓଡ଼ିଆ ଭାଷା, ସାହିତ୍ୟ ଓ ଜାତୀୟ ଚେତନାକୁ ସମୃଦ୍ଧ କରିଥିବା ଏହି ମହାନ ସାରସ୍ୱତ ସାଧକଙ୍କ ଅବଦାନ ଚିରସ୍ମରଣୀୟ ହୋଇ ରହିବ। ତାଙ୍କ ସାହିତ୍ୟକୃତି ଆଗାମୀ ପିଢ଼ିକୁ ସଦା ସର୍ବଦା ପ୍ରେରଣା ଯୋଗାଉଥିବ II
#birakishoredas
#NationalPoet
#OdiaPride
#tribute
ଓଡ଼ିଶାର ଜନଜୀବନ, ସମାଜ ସଂସ୍କାର ଓ ରାଜନୈତିକ ଇତିହାସର ଅନନ୍ୟ ବ୍ୟକ୍ତିତ୍ୱ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀରେ ବିନମ୍ର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି II
ତାଙ୍କର ସରଳ ଜୀବନ, ନିଷ୍ଠାପର ସେବା ଓ ସମାଜ ପ୍ରତି ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ II
#NabakrushnaChoudhury
#Sradhanjali
#FormerChiefMinister
#tribute
ପଞ୍ଚୁକର କାର୍ତ୍ତିକ ଦ୍ବାଦଶୀ ଉପଲକ୍ଷେ ଆଜି ମୋର ବିଧାନସଭା ଅନ୍ତର୍ଗତ ସୋହେଲା ବ୍ଲକର ବଞ୍ଜାରି ଗ୍ରାମରେ ଆୟୋଜିତ ଅଷ୍ଟପ୍ରହରୀ ନାମଯଜ୍ଞରେ ଯୋଗଦେବାର ସୌଭାଗ୍ୟ ପ୍ରାପ୍ତ ହେଲା II
ଏହି ଅବସରରେ କମିଟି ଦ୍ବାରା ଆୟୋଜିତ ସାସ୍କୃତିକ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସମସ୍ତଙ୍କୁ କାର୍ତ୍ତିକ ଦ୍ବାଦଶୀର ଶୁଭେଚ୍ଛା ଜଣାଇବା ସହ ଆମ ପରମ୍ପରା ଆମ ସଂସ୍କୃତିକୁ ନେଇ ଜଡିତ ସାସ୍କୃତିକ କାର୍ଯ୍ୟକ୍ରମ କମିଟିର କାର୍ଯ୍ୟକର୍ତ୍ତାଙ୍କ ସହ ମିଶି ଦେଖିଥିଲି II
#kartikadwadashi
#ashtaprahari
#namajagyan
#banjari
#SohelaBlock
#BhatliConstituency


















