Driven by technology, powered by community. From our streets to the national stage at #UMI2026, Odisha Yatri is proud to showcase how a fair, driver-first platform can transform urban mobility.
#OdishaYatri #Odisha #UrbanMobility
Odisha Yatri retweeted
#OdishaOnTheMove
With the theme “Urban Accessibility & Liveability in the Digital Age,” Odisha gears up to host #19thUrbanMobilityIndiaConferenceAndExpo2026 from 23rd–25th October, bringing together innovations & solutions for sustainable & technology-driven urban mobility.
Odisha Yatri retweeted
#OdishaOnTheMove
Odisha is ready to welcome the 19th #UrbanMobilityIndiaConferenceAndExpo2026 on 23–24 October. Under the theme, #UrbanAccessibilityAndLiveabilityInTheDigitalAge, the conference will bring together innovations & partnerships to shape more inclusive urban mobility.
Odisha Yatri retweeted
#OdishaOnTheMove
With the theme 'Urban Accessibility & Liveability in the Digital Age', Odisha will be the first State in Eastern India to host 19th Urban Mobility India Conference & Expo 2026, bringing policymakers & key stakeholders together to shape urban mobility solutions.
ସ୍ୱାୟତ୍ତ ଶାସନ ଦିବସ-୨୦୨୬ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭାରତର ପ୍ରଥମ ରାଜ୍ୟ ଅଧିକୃତ Odisha Yatri Safety App ର ଶୁଭାରମ୍ଭ କରିଛନ୍ତି |
Download Odisha Yatri App.
#OdishaYatri #SafetyApp
Odisha Yatri retweeted
ମାନ୍ୟବର ମନ୍ତ୍ରୀ @dr_kcmahapatra ଆୟୋଜିତ ଏକ ବୈଠକରେ #ଓଡ଼ିଶାଯାତ୍ରୀ ଆପ୍ର କାର୍ଯ୍ୟକାରିତା ଓ ସେବା ସମ୍ପର୍କରେ ସମୀକ୍ଷା କରିବା ସହ ଏହାକୁ ଅଧିକ ଦକ୍ଷକରିବା ଦିଗରେ ଆବଶ୍ୟକ ପଦକ୍ଷେପ ଉପରେ ଆଲୋଚନା କରିଥିଲେ। ଏଥିସହ ସହରୀ ଗମନାଗମନକୁ ଆହୁରି ସୁଦୃଢ଼ କରିବା ଓ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ଉପରେ ଗୁରୁତ୍ୱାରୋପ କରିଥିଲେ।
Odisha Yatri retweeted
ଓଡ଼ିଶାର ସହରାଞ୍ଚଳ ପରିବହନ କ୍ଷେତ୍ରରେ ନୂଆ ମାଇଲଖୁଣ୍ଟ #ଓଡ଼ିଶାଯାତ୍ରୀ ଆପ୍। ଗୋଟିଏ ପ୍ଲାଟଫର୍ମରେ ଅଟୋ-କ୍ୟାବ୍ ବୁକିଂ, ମୋ ବସ୍ ଲାଇଭ୍ ସୂଚନା ସେବା ଉପଲବ୍ଧ।
ଓଡ଼ିଶା ପୋଲିସ୍ ଓ ୧୧୨ ସେବା ସହ ସମନ୍ୱିତ ୱାନ୍-ଟ୍ୟାପ୍ SOS ଓ ରିଅଲ୍-ଟାଇମ୍ ଲୋକେସନ୍ ସେୟାରିଂ ଯାତ୍ରୀଙ୍କୁ ଦେଉଛି ସୁରକ୍ଷା।
@CMO_Odisha @IPR_Odisha
Odisha Yatri retweeted
ନାରୀ ସୁରକ୍ଷା ଓ ଜନସାଧାରଣଙ୍କ ନିରାପତ୍ତା ଆମ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା।
ଏହି ଦିଗରେ ଆଉ ଏକ ପଦକ୍ଷେପ ସ୍ୱରୂପ ଓଡ଼ିଶା ଯାତ୍ରୀର 'Safety Module' ଶୁଭାରମ୍ଭ କରାଯାଇଛି । ଆଧୁନିକ ସୁରକ୍ଷା ବୈଶିଷ୍ଟ୍ୟ ସହ ଏହି ବ୍ୟବସ୍ଥା ଜରୁରୀ ପରିସ୍ଥିତିରେ ଶୀଘ୍ର ସହାୟତା ପହଞ୍ଚାଇବାରେ ସହାୟକ ହେବ । ସୁରକ୍ଷିତ ଓ ସଶକ୍ତ ଓଡ଼ିଶା ଗଠନ ଦିଗରେ ଲୋକଙ୍କ ସରକାର ସଂକଳ୍ପବଦ୍ଧ । @odishayatri @HudddeptOdisha @CRUT_BBSR #OdishaYatri
Pahili Raja ra Pahili Bheti 😍 Use Code PAHILI50 on your first ride and get upto 50 Cashback 🥳
#rajafestival #odishatravel #odiareels #OdishaYatri
2
5
151
Chance to meet with your favourite creator Krishna Rout 🤩 Book Your Ride with Odisha Yatri 🚗
#OdishaYatri #odishatravel #bhubaneswar
2
201
Odisha Yatri retweeted
With @odishayatri, devotees experience safe, reliable & comfortable travel for Shri Jagannath Darshan.
From benefiting 5,000+ pilgrims to expanding smart mobility in Sambalpur with ride-hailing & Ama Bus digital ticketing—Odisha is moving smarter every day.
#SmartMobility
We’re ready for the victory laps. 🇮🇳🚖
#t20worldcup2026 #OdishaYatri
1
3
173






















