Revenue & DM Department, Government of Odisha retweeted
Advisory against the dissemination of false, misleading, and speculative cyclone forecasts and warnings through media and digital platforms.@CMO_Odisha @SecyChief @rdmodisha @IPR_Odisha
Revenue & DM Department, Government of Odisha retweeted
Action Plan and Contingency Directives based on IMD Impact Assessment for Cyclonic Storm “Arnab” @CMO_Odisha @SecyChief @DC_Odisha @rdmodisha
ଜନସାଧାରଣଙ୍କ ସୁବିଧା, ସ୍ୱଚ୍ଛତା ଓ ତ୍ୱରିତ ସେବାକୁ ପ୍ରାଥମିକତା ଦେଇ ପଞ୍ଜୀକରଣ ବ୍ୟବସ୍ଥାର ଆଧୁନିକୀକରଣ ଦିଗରେ ଓଡ଼ିଶା ସରକାରଙ୍କ ଦୃଢ଼ ପଦକ୍ଷେପ।
ଜମି ଓ ସମ୍ପତ୍ତି ପଞ୍ଜୀକରଣ ପ୍ରକ୍ରିୟାକୁ ଅଧିକ ସରଳ, ସ୍ୱଚ୍ଛ ଓ ନାଗରିକ ଅନୁକୂଳ କରିବା ସହ ଅନାବଶ୍ୟକ ଧାଁ-ଦଉଡ଼ ଓ ବିଳମ୍ବ ହ୍ରାସ କରିବା ଲକ୍ଷ୍ୟରେ ରାଜ୍ୟ ସରକାର NGDRS ବ୍ୟବସ୍ଥାର ଆଧୁନିକୀକରଣ ଉପରେ ଗୁରୁତ୍ୱ ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ମାନ୍ୟବର ମନ୍ତ୍ରୀ ଶ୍ରୀ @sureshkpujari ଙ୍କ ଅଧ୍ୟକ୍ଷତାରେ NIC, ପୁଣେର ସଫ୍ଟୱେର୍ ଡେଭଲପମେଣ୍ଟ ୟୁନିଟ୍ ସହ ଏହାର ରୂପାୟନ ଓ ଆଧୁନିକୀକରଣ ନେଇ ଉଚ୍ଚସ୍ତରୀୟ ଆଲୋଚନା ହୋଇଛି।
ଡିଜିଟାଲ୍ ପ୍ରଯୁକ୍ତିର ଉପଯୋଗରେ ପଞ୍ଜୀକରଣ ସେବାକୁ ଅଧିକ ସୁଗମ କରିବା, ପ୍ରଶାସନିକ ଦକ୍ଷତା ବୃଦ୍ଧି ଏବଂ ସେବା ପ୍ରଦାନରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବା ଦିଗରେ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ନାଗରିକକୈନ୍ଦ୍ରିକ ଶାସନକୁ ଆହୁରି ସୁଦୃଢ଼ କରିବ।
#Odisha #DigitalGovernance #NGDRS #PeopleCentricGovernance
ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତି ଓ ଜରୁରୀ ସତର୍କତା
ନିଜର ଓ ପରିବାରର ସୁରକ୍ଷା ପାଇଁ ଆବଶ୍ୟକ ସାମଗ୍ରୀ ପ୍ରସ୍ତୁତ ରଖନ୍ତୁ, ଜରୁରୀ କାଗଜପତ୍ର ସୁରକ୍ଷିତ ରଖନ୍ତୁ ଏବଂ ପ୍ରଶାସନର ସମସ୍ତ ନିର୍ଦ୍ଦେଶ ପାଳନ କରନ୍ତୁ। ମନେ ରଖନ୍ତୁ, ଆପଣଙ୍କ ସଚେତନତା ଓ ସତର୍କତା ହିଁ ବିପଦ ସମୟରେ ସୁରକ୍ଷାର ସବୁଠାରୁ ବଡ଼ ମାଧ୍ୟମ।
ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ। ପ୍ରତିଟି ଜୀବନ ମୂଲ୍ୟବାନ।
@SRC_Odisha
#CycloneArnab #CyclonePreparedness #StayAlertStaySafe
On the occasion of #VigilanceAwarenessWeek, the Addl Chief Secretary Dr @arvindpadhee administered Integrity Pledge to officers and staff of the Department. The pledge reaffirmed the Department’s collective resolve to ethical administration, zero tolerance for corruption and citizen-centric governance.
@CMO_Odisha @IPR_Odisha @sureshkpujari @OdishaVigilance
Revenue & DM Department, Government of Odisha retweeted
Financial Assistance for Cyclonic Storm ARNAB, 2026, to the respective Districts @CMO_Odisha @SecyChief @DC_Odisha @rdmodisha @IPR_Odisha
ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ଆଗୁଆ ପ୍ରସ୍ତୁତି।
ଜନସାଧାରଣଙ୍କ ସୁରକ୍ଷା ଓ ସମ୍ଭାବ୍ୟ ବାତ୍ୟାଜନିତ କ୍ଷୟକ୍ଷତି ହ୍ରାସକୁ ପ୍ରାଥମିକତା ଦେଇ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ୮ଟି ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲାରେ ବାତ୍ୟା ପରିଚାଳନା ଓ ଜନସୁରକ୍ଷା କାର୍ଯ୍ୟର ତଦାରଖ ପାଇଁ ୨ ଜଣ ଉପମୁଖ୍ୟମନ୍ତ୍ରୀ ଓ ୬ ଜଣ ମନ୍ତ୍ରୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି।
ଅକ୍ଟୋବର ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ସମ୍ପୃକ୍ତ ମନ୍ତ୍ରୀମାନେ ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ଆଗୁଆ ପ୍ରସ୍ତୁତି, ଉଦ୍ଧାର, ରିଲିଫ୍ ଓ ବାତ୍ୟା ପରିଚାଳନା କାର୍ଯ୍ୟର ତଦାରଖ କରିବେ।
ଜନସୁରକ୍ଷା ସର୍ବୋପରି, ବାତ୍ୟା ମୁକାବିଲା ପାଇଁ ସରକାର ସଜାଗ।
#CyclonePreparedness #DisasterManagement #OdishaGovernment #PublicSafety #RevenueAndDisasterManagement #Odisha
Revenue & DM Department, Government of Odisha retweeted
In view of the impending cyclonic storm over the Bay of Bengal, Shri Madhusudan Das, IAS, has been deployed to Nuapada district to supervise and coordinate relief, response and restoration operations.@CMO_Odisha @SecyChief @DC_Odisha @rdmodisha @IPR_Odisha
Revenue & DM Department, Government of Odisha retweeted
Preventive measures and safety protocols in view of Port Cautionary Signals hoisted by IMD for the impending Cyclonic Storm.@CMO_Odisha @SecyChief @DC_Odisha @CTOdisha @rdmodisha @ndmaindia @IPR_Odisha
ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସଜାଗ। ଶୂନ୍ୟ ଜୀବନହାନି ଲକ୍ଷ୍ୟରେ ଦକ୍ଷିଣ ଓଡ଼ିଶାର ୬ଟି ଜିଲ୍ଲାରେ ୨୭ଟି ODRAF ଓ ୬ଟି NDRF ଟିମ୍ ମୁତୟନ ସହ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ, ଉଦ୍ଧାରକାର୍ଯ୍ୟ ଓ ରିଲିଫ୍ ବ୍ୟବସ୍ଥାକୁ ପ୍ରସ୍ତୁତ ରଖାଯାଇଛି।
ଜନସାଧାରଣଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା। ତେଣୁ ପାଣିପାଗ ବିଭାଗର ସତର୍କ ସୂଚନା ଉପରେ ନଜର ରଖନ୍ତୁ, ପ୍ରଶାସନର ନିର୍ଦ୍ଦେଶ ମାନନ୍ତୁ ଏବଂ ଗୁଜବରୁ ଦୂରେଇ ରୁହନ୍ତୁ। ସତର୍କତା ହିଁ ସୁରକ୍ଷାର ପ୍ରଥମ ପଦକ୍ଷେପ।
#CycloneArnab #Odisha #DisasterManagement #ZeroCasualty
ବାତ୍ୟା ‘ଅର୍ଣ୍ଣବ’ର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନଙ୍କୁ ସତର୍କ ରହିବା ସହ ସୁରକ୍ଷା ନିୟମ ପାଳନ କରିବାକୁ ଅନୁରୋଧ କରାଯାଉଛି। ସମୁଦ୍ରକୁ ମାଛ ଧରିବାକୁ ଯାଆନ୍ତୁ ନାହିଁ ଏବଂ ପାଣିପାଗ ବିଭାଗର ସତର୍କ ସୂଚନା ଓ ପ୍ରଶାସନର ନିର୍ଦ୍ଦେଶ ମାନନ୍ତୁ।
ଆପଣଙ୍କ ସୁରକ୍ଷା ଆପଣଙ୍କ ପରିବାରର ସୁରକ୍ଷା। ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ।
#CycloneArnab #Odisha #DisasterManagement #FishermenSafety
Revenue & DM Department, Government of Odisha retweeted
List of Hon’ble DCMs/ Ministers & their assigned districts for possible #CycloneArnab preparedness & restoration activities:
1. Sri Kanak Vardhan Singh Deo -Koraput
2. Smt Pravati Parida-Rayagada
3. Sri Rabi Naik-Kandhamal
4. Sri Bibhuti Jena-Ganjam
5. Sri Krishna Chandra Patra- Nabarangpur
6. Sri Nityananda Ganda-Malkangiri
7. Sri Mukesh Mahaling-Kalahandi
8. Sri Suryabansi Suraj- Gajapati
They will stay in the assigned Districts from 27th to 29th.
ସମ୍ଭାବ୍ୟ ବାତ୍ୟା ଓ ଅବପାତ ଜନିତ ମାତ୍ରାଧିକ ବୃଷ୍ଟିପାତ ପରିପ୍ରେକ୍ଷୀରେ ଫସଲ ପରିଚାଳନା ପାଇଁ ଜାରି ପରାମର୍ଶ
ସୌଜନ୍ୟ - କୃଷି ଓ କୃଷକ ସଶକ୍ତିକଣ ବିଭାଗ
@IPR_Odisha
@krushibibhag
Revenue & DM Department, Government of Odisha retweeted
Fishermen and Port Warning. @CMO_Odisha @SecyChief @rdmodisha @farddepartment @ndmaindia @IPR_Odisha
Revenue & DM Department, Government of Odisha retweeted
Hon’ble Minister, Rev &DM, reviewed cyclone preparedness with the Collectors of Malkangiri, Koraput, Nabarangpur, Rayagada, Ganjam and Gajapati, emphasizing proactive measures, operational readiness and zero casualties.
Revenue & DM Department, Government of Odisha retweeted
Hon’ble Minister, Rev & DM, Odisha, addressed a press briefing on preparedness measures for the impending cyclone, highlighting the State Government’s proactive actions, coordinated response mechanisms and commitment to ensuring zero casualties. @CMO_Odisha @SecyChief @rdmodisha
Revenue & DM Department, Government of Odisha retweeted
Senior officers have been deployed to vulnerable districts to assist the District Administrations in strengthening preparedness, coordinating emergency response measures and ensuring public safety in view of the impending cyclonic storm.
Revenue & DM Department, Government of Odisha retweeted
Request for telecom readiness ahead of Cyclonic Storm Arnab @CMO_Odisha @SecyChief @rdmodisha @EIT_Odisha






































