Pinned Tweet
Angul so called the "Industrial District" Of Odisha, having major industries like NTPC, MCL, TATA, Jindal etc.......but the worst part is that we've the most deadly NH - 55 ( Banarpal to Tata Steel ) too 😑 . Which is leading many accident in day to day life.
Indian is going to celebrate it's 75th Independence Day. Also going to get it's 15th President that to 1st tribal president of the country @rashtrapatibhvn But the saddest part is that still our children don't even have class room to study. @samirdash01 @dpradhanbjp @SMEOdisha
Yes you are reading right. Here are 53 tribal students who are still studying under the tree at Sukinda, Kaliapani, Odisha . The headmaster of the school is not allowing theses tribal students to study inside the campus. @TribalArmy @TribalAffairsIn
1
3
As per sources these slum students were studying under the enhancement program. Dear govt please open your eyes & help the future of our country.
@DistAdmKeonjhar @mygovindia @CMO_Odisha @PMOIndia @narendramodi @EduMinOfIndia @makeinindia
2
The most saddest part is that our Cabinate minister @dpradhanbjp sir belong to here too. It's our request to @nitin_gadkari sir please kindly save our People by making this road ASAP @NHAI_Official @PMOIndia @CMO_Odisha @angul_dm 🙏🏻
ଦେଖନ୍ତୁ LOCKDOWN ରେ କେନ୍ଦୁଝରର ଅବସ୍ଥା
youtu.be/fW7Raxlk7UY – at Orissa, India
1
କୋଟି ଓଡି଼ଆର ମଉଡ଼ମଣୀ, କୋଟି କୈବଲ୍ୟନାଥ, ଶ୍ରୀ ଜଗତର ନାଥ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ପବିତ୍ର ରଥଯାତ୍ରା ଅବସରରେ ଆପଣଙ୍କୁ ଏବଂ ଆପଣଙ୍କ ପରିବାରବର୍ଗ ଙ୍କୁ ଅନେକ ଶୁଭେଚ୍ଛା ଓ ଏବଂ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ମୁଁ ଆପଣଙ୍କ ସୁଖ, ଶାନ୍ତି ଓ ପ୍ରଗତି କାମନା କରୁଛି।
⚫❗⚫
ଜୟ ଜଗନ୍ନାଥ ସ୍ୱାମୀ, ନୟନ ପଥଗାମୀ, ଭବ ତୁମେଃ... – at Orissa, India
6
କିଛି ମୁହୂର୍ତ୍ତ ଅନାଥ ଆଶ୍ରମ ଶିଶୁ ମାନଙ୍କ ସହ ...😍❤️କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଳକ ଅନ୍ତର୍ଗତ ଜାମଝର ଗ୍ରାମରେ ଥିବା ଏକ ଅନାଥ ଆଶ୍ରମ ରେ 40 ଜଣ ଅନାଥ ଶିଶୁଙ୍କୁ ଖାତା, ପେନ, ପେନସିଲ, ରବର, ବିସ୍କୁଟ, ଦିଆଯିବ ସହିତ ମଧ୍ୟାହ୍ନ ଭୋଜନର ଆୟୋଜନ କରାଯାଇଥିଲା।
ଧନ୍ୟବାଦ
#𝐀𝐄𝐍𝐅𝐎𝐝𝐢𝐬𝐡𝐚
#𝐓𝐞𝐚𝐦𝐊𝐚𝐧𝐝𝐡𝐚𝐦𝐚𝐥 – at Orissa, India
02 july 2021
"Mission Green Odisha"
Our ପ୍ରକୃତି ବନ୍ଧୁ ( Prakruti Bandhu)
Bajarangi Organization
Location : Village -Badabar, Block-Athamallick
Dist -Angul
Join Hand to make a Green World.
Organised - Apana eka Nuhanti Foundation ,
Supported by - Bajarangi Organization
5
30 June 2021
ଗତ ମାସ ଭଳି ଏ ମାସ ମଧ୍ୟ ସେଇ ପରିବାର ମାନଙ୍କୁ କିଛି ରାସନ୍ ଦିଆଗଲା । କରୋନା ସ୍ଥିତି ଭଲ ନହେବା ଯାଏ , ଆମ ପରିବାର ତରଫରୁ ସେବା ଜାରି ରହିବ ସବୁବେଳେ ସବୁ ସମୟରେ।
#aenfodisha #14daysodishalockdown #OdishaFightsCorona #Odisha #Helpforpoor
ସ୍ନାନ ମଣ୍ଡପ ରେ ତିନି ଠାକୁର ⚫❗⚫ ହେ ମହାବାହୁ ଏ ମହାମାରି ରୋଗ ରୁ ପୃଥିବୀ ବାସୀ ଙ୍କୁ ଉଦ୍ଧାର କର। ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଆପଣ ମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ଆଜିର ଦିନ ଟି ଆପଣଙ୍କ
ପାଇଁ ଶୁଭମୟ ହଉ।🙏🏻
#AenfOdisha #DebasnanaPurnima
#ମହାବାହୁ #ଗଜାନନ_ବେଶରେ_ମହାପ୍ରଭୁ – at Orissa, India
Flying Sikh Sh.Milkha Singh passed away..
He was an inspiration for the whole world..
Om Shanti 🙏 – at Orissa, India
Remembering Jhansi ki Rani Laxmi Bai on her death anniversary, a fearless freedom fighter who fought the colonial oppression. Her courage and valor will continue to inspire generations to come.🙏
Jai Hind 🇮🇳🙏🏻
Jai bharat 🇮🇳❤️🙏🏻
@SHIFUJIJAIHIND
5
Last year on 15th Jun, 20 brave Indian soldiers got Martyrs on the Galwan attack. Rajat Ranjan Nath, a Bamboo handloom artist from Banrapal, Angul,
Odisha have given a tribute by making an handloom work to all the Martyrs ❤️ JAI HIND 🇮🇳🙏🏻
🇮🇳VANDE MATRAM 🇮🇳
@SHIFUJIJAIHIND – at Orissa, India
ଅନୁଗୋଳ ଜିଲ୍ଲାରେ ଏବେ ରକ୍ତର ସମସ୍ୟା ବହୁତ୍ ଦେଖାଗଲାଣି,ତେଣୁ ଅନୁଗୋଳ ରେ ରକ୍ତ ସଂଗ୍ରହ କରିବା ପାଇଁ ଗୋଟେ ମୋବାଇଲ ଭ୍ୟାନ୍ ର ବ୍ୟବସ୍ଥା କରାଗଲେ ବହୁତ୍ ସୁବିଧା ହୁଅନ୍ତା ।ପ୍ରଶାସନ ଙ୍କୁ ଅନୁରୋଧ ଏଥିପ୍ରତି ଦୃଷ୍ଟି ଦିଆଯାଉ।@angul_dm @Brajaki27909005 @nabadasjsg @Mahesh5700 @achyuta_samanta @CMO_Odisha @MoSarkar5T – at Orissa, India
ବିଶ୍ୱ ପରିବେଶ ଦିବସ ଅବସରରେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା,🙏ଏହି ଦିବସ ରେ ଆମର ଛୋଟ ପ୍ରଚେ଼ଷ୍ଟା ଯେ ସାରା ବିଶ୍ୱ କୁ ସବୁଜ ମୟ କରିବା,, ତେଣୁ ଯେଉଁ ଭାଇ ମାନେ ମିଶନ ଗ୍ରୀନ ଓଡ଼ିଶା ସହିତ ଯୋଡ଼ି ହେବା ପାଇଁ ଇଚ୍ଛୁକ ଆମ ସହ ଯୋଗଯୋଗ କରନ୍ତୁ ।
ଯୋଗାଯୋଗ:- 9114191141,7684879973
👉🌳ଗଛ ଲଗାଇବା ପରିବେଶ ବଞ୍ଚାଇବା 🌳👈 – at Orissa, India
2
Stay Tuned To Our YouTube channel as Doctor And health Counsellor " Dr Pooja Pati " Mam is going to be LIVE 06 June 2021 Sunday (10.00AM) with Priya Ranjan Sahu (AENF Secretary).
youtube.com/channel/UCmqZKMo…
#FBLive #aenfodisha #PR
#DrPoojaPati
ଆପଣ ଏକା ନୁହନ୍ତି ଫାଉଣ୍ଡେସନ – at Orissa, India
We are now a family of 10k+ #Followers on Our Facebook Page ଆପଣ ଏକା ନୁହନ୍ତି ଫାଉଣ୍ଡେସନ Thank you So much To all of You, For Your Support & Love That You show Towards Us..
We hope That you all are always with Us Like this ...
Keep Supporting & keep loving Us.. ❤😊 – at Orissa, India


























