Official Twitter Account of Rayagada District Administration, Odisha, Mail id : [email protected]

Rayagada, Odisha
Joined May 2019
As part of SIR-2026, a Special Drive to enrol eligible left-out and young/new voters was conducted across polling booths in all three Assembly Constituencies of Rayagada district. @OdishaCeo @ECISVEEP
1
2
1
7
2,955
BLOs and BLO Supervisors are distributing Form-6 to facilitate voter registration and ensure that every eligible citizen has the opportunity to participate in the democratic process.
1
3
1
5
4,638
As per instructions of ECI, the DEO of Rayagada district has started a proactive campaign to ensure that No eligible elector is left from the electoral rolls. Special camps are being held in 1032 no of booths in the district to ensure this.
1
4
688
If any person has any complaint, please feel free to inform any of the 1032 no of BLOs, 18 no of AEROs, 03 no of EROs. We are committed to ensure that No eligible voter is excluded from the voter list. #ECISVEEP #ECI #SpecialCamps @ECISVEEP @OdishaCeo
1
2
141
ରାୟଗଡ଼ର ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ରରେ ‘ଆଙ୍ଗନ କା ଉତ୍ସବ’ ମାଧ୍ୟମରେ ଶିଶୁଙ୍କ ଶିକ୍ଷା, ପୋଷଣ, ସ୍ୱାସ୍ଥ୍ୟ ଓ ସାମଗ୍ରିକ ବିକାଶକୁ ନେଇ ସଚେତନତାର ନୂଆ ପରିବେଶ ସୃଷ୍ଟି ହୋଇଛି। ଏହା ହିଁ ‘ପରିବର୍ତ୍ତନର କାହାଣୀ’। #paribartanarakahani #angankautsav #rayagada
1
8
496
ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ,ରାୟଗଡ଼ ଠାରେ, ମିଳିତ ଅଭିଯୋଗ ଶୁଣାଣି, ଜିଲ୍ଲାପାଳ ଓ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଅଛି। ସମସ୍ତ ପ୍ରକାର ଅଭିଯୋଗର କାର୍ଯ୍ୟାନୁଷ୍ଠାନ ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶ ଦିଆଯାଇଛି। @CMO_Odisha @IPR_Odisha
1
4
518
From a Small Plot to a Promising Livelihood! Radhamani Melaka, a marigold farmer from Radhakrishna PG, Jagannathpur village, has embraced floriculture on a small 16-cent plot and is turning it into a promising source of income. Within just three months of planting, she has already earned around ₹2,000 and expects to earn an additional ₹8,000–₹10,000 over the next 1–2 months. Her journey reflects how small-scale floriculture, with the support of OLM and ORMAS and access to the right market linkages, can create sustainable livelihood opportunities for rural women—turning a small patch of land into a source of income, confidence and hope. #WomenFarmers #MarigoldCultivation #Floriculture #SHGs #RuralLivelihoods #ORMAS #OLM #Rayagada #Odisha @ormas_odisha @ORMASRayagada @ZP_Rayagada @DM_Rayagada @CMO_Odisha @RabiNaikBJP
1
14
2,739
ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅନ୍ତର୍ଗତ ରାୟଗଡ଼ ରେଳ ଷ୍ଟେସନରୁ ଅଯୋଧ୍ୟା ଓ ବାରାଣସୀ ଅଭିମୁଖେ ୬ଟି ଜିଲ୍ଲାର ୭୭୫ ଜଣ ବରିଷ୍ଠ ନାଗରିକଙ୍କୁ ନେଇ ସ୍ୱତନ୍ତ୍ର ତୀର୍ଥଯାତ୍ରା ଟ୍ରେନ୍‌ର ଶୁଭାରମ୍ଭ କରାଯାଇଛି। @CMO_Odisha @IPR_Odisha @TourismDptt @rdmodisha
1
8
855
ମାନ୍ୟବର ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ଜିଲ୍ଲାପାଳ, ରାୟଗଡ଼ ତୀର୍ଥଯାତ୍ରା ଟ୍ରେନ୍‌କୁ ଫ୍ଲାଗ୍‌ ଅଫ୍‌ କରି ଯାତ୍ରୀମାନଙ୍କ ସୁରକ୍ଷିତ ଓ ସୁଖଦ ଯାତ୍ରା କାମନା କରିଥିଲେ।
1
146
ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର, ପଞ୍ଚାୟତ ସମିତି କାର୍ଯ୍ୟାଳୟ, ମୁନିଗୁଡା ଠାରେ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଓ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଅଛି। @CMO_Odisha @IPR_Odisha
9
525
A Joint Review Meeting of the Health Department and ICDS was held under the chairmanship of the Collector & District Magistrate, Rayagada, to assess the progress of key health and nutrition interventions in the district. @CMO_Odisha @IPR_Odisha
4
581
ରାୟଗଡ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ ହୋଇଛି।ଜିଲ୍ଲାର ୩ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ଚୂଡ଼ାନ୍ତ ତାଲିକାରେ ମୋଟ ୬,୭୧,୩୭୮ ଜଣ ଭୋଟର ସ୍ଥାନ ପାଇଛନ୍ତି। ଏଥିରେ ୩,୧୭,୯୫୮ ଜଣ ପୁରୁଷ, ୩,୫୩,୨୫୨ ଜଣ ମହିଳା ଏବଂ ୧୬୮ ଜଣ ତୃତୀୟ ଲିଙ୍ଗର ଭୋଟର ଅଛନ୍ତି। @ECISVEEP
1
2
15
895
ଭୋଟର ତାଲିକା ଏକ ନିରନ୍ତର ସଂଶୋଧନ ପ୍ରକ୍ରିୟା ହୋଇଥିବାରୁ ଯୋଗ୍ୟ ନାଗରିକମାନେ ନିଜ ନାମ ଓ ବିବରଣୀ ଯାଞ୍ଚ କରି, ଆବଶ୍ୟକତା ଅନୁଯାୟୀ ନାମ ଯୋଗ କିମ୍ବା ବିବରଣୀ ସଂଶୋଧନ ପାଇଁ ନିର୍ଦ୍ଧାରିତ ଫର୍ମରେ ଆବେଦନ କରିପାରିବେ।
162
ରାୟଗଡ ଜିଲ୍ଲାପାଳ ସମ୍ମିଳନୀ କକ୍ଷଠାରେ ଆଜି ମାନ୍ୟବର କୋରାପୁଟ ଲୋକସଭା ସାଂସଦ ଶ୍ରୀ ସପ୍ତଗିରି ଶଙ୍କର ଉଲାକାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଦିଶା ବୈଠକ ଅନୁଷ୍ଠିତ ହୋଇଥିଲା। @CMO_Odisha @IPR_Odisha
1
12
816
ବୈଠକରେ ବିଭିନ୍ନ କେନ୍ଦ୍ରୀୟ ଯୋଜନା, କୃଷି, ସ୍ୱାସ୍ଥ୍ୟ, ଶିକ୍ଷା, ଗ୍ରାମୀଣ ସଡ଼କ ଓ ଜୀବିକା ବିକାଶ ସମ୍ବନ୍ଧୀୟ କାର୍ଯ୍ୟର ପ୍ରଗତି ସମୀକ୍ଷା କରାଯାଇଥିଲା। ଅବଶିଷ୍ଟ କାର୍ଯ୍ୟଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମାପ୍ତ କରିବା ଏବଂ ଯୋଜନାର ସୁଫଳ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
2
197
Today Antariguda Food Court was inaugurated by Hon'ble Minister, Commerce & Transport, Steel & Mines, Government of Odisha, Shri Bibhuti Bhusan Jena, in the presence other dignitaries. @CMO_Odisha @IPR_Odisha @HUDDeptOdisha
1
1
11
1,054
The newly developed facility by Rayagada Municipality will provide a clean, organized space for citizens while creating livelihood opportunities for local vendors.
182
Collector & DM, Rayagada retweeted
🤔 ଭୋଟର ତାଲିକାରେ ଆପଣଙ୍କ ନାମ ଯୋଡ଼ିବା ପଛରେ କିଏ ନିଅନ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକା? ଛୋଟା ଭୀମ ଓ ବିଦୁରଙ୍କ ସହ ଦେଖନ୍ତୁ ଏହି ମଜାଦାର ଭିଡିଓ ଏବଂ ଜାଣନ୍ତୁ! 🎬✨ 🫡 ଆମ BLOଙ୍କୁ ଏକ ବଡ଼ Salute! ଘରେ ଘରେ ପହଞ୍ଚି, ଭୋଟର ତାଲିକାକୁ ସଠିକ୍, ସ୍ୱଚ୍ଛ ଓ ସମାବେଶୀ କରିବାରେ ନିରନ୍ତର କାର୍ଯ୍ୟରତ ଆମ Booth Level Officers ହେଉଛନ୍ତି ଗଣତନ୍ତ୍ରର ଜାଗ୍ରତ ପ୍ରହରୀ। 🇮🇳🗳️ 🎥 ଭିଡିଓଟି ଦେଖନ୍ତୁ | ଜାଣନ୍ତୁ | ସେୟାର କରନ୍ତୁ କାରଣ, ସଠିକ୍ ଭୋଟର ତାଲିକାରୁ ହିଁ ସୁଦୃଢ଼ ଗଣତନ୍ତ୍ରର ଆରମ୍ଭ! 🇮🇳 #BLO #BoothLevelOfficer #Democracy #DemocracyHeroes #VoterAwareness #ElectionLiteracy #CEOOdisha #ECI #SVEEP #EveryVoteMatters
13
1
22
1,303
୮୩ତମ ଜିଲ୍ଲା ପରିଷଦ ବୈଠକ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ, ରାୟଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ଜିଲ୍ଲାର ସାମଗ୍ରିକ ବିକାଶ ଦିଗରେ ସ୍ୱାସ୍ଥ୍ୟ, ଶିକ୍ଷା, ରାସ୍ତା ଓ ସେତୁ, ପାନୀୟଜଳ, ଛାତ୍ରାବାସ ଏବଂ ଜନସେବା ସମ୍ପର୍କିତ ବିଭିନ୍ନ ବିଷୟର ଅଗ୍ରଗତି ସମୀକ୍ଷା କରାଯାଇଥିଲା। @CMO_Odisha @IPR_Odisha @PRDeptOdisha
10
616