ଟ୍ୱିଟରରେ ଲୋକସମ୍ପର୍କ ସ୍ଥାପନ କରନ୍ତୁ...ଖୁସି ବାଣ୍ଟନ୍ତୁ | ଯଦି ଆପଣଙ୍କୁ କେହି ଭଲ ନ ଲାଗୁଛି, mute/block/ignore କରି ଆଗେଇ ଚାଲନ୍ତୁ | ଅଯଥା Msg କରି ଖରାପ ଭାଷାରେ ଗାଳିଗୁଲଜ କରନ୍ତୁ ନାହିଁ | ନିଜର ଶାଳୀନତା ରକ୍ଷା କରନ୍ତୁ | ବଡ଼ମାନଙ୍କୁ ସମ୍ମାନ କରନ୍ତୁ, ସାନମାନଙ୍କୁ ଭଲପାଆନ୍ତୁ😊🙏 #ସାମ୍ପ୍ରତିକୀ #ମୋ_ମତ #HappyLife
80
46
15
759
ଗାଁ ଡାକ୍ତର👨‍⚕️💉💊 retweeted
IIT Bhubaneswar Achieves a Major Milestone in Tuberculosis Vaccine Development! In a major achievement in translational research, a research team led by Prof. Ashis Biswas, School of Basic Sciences, Indian Institute of Technology Bhubaneswar, has developed a promising protein subunit vaccine candidate against Mycobacterium tuberculosis through strategic modification of the C-terminal region of the mycobacterial small heat shock protein Hsp16.3. In a collaborative effort, the team at IIT Bhubaneswar developed the engineered vaccine constructs, while Dr. Sunil Raghav and his team at BRIC-Institute of Life Sciences (ILS), Bhubaneswar, evaluated their immunogenicity and protective efficacy in mouse models. The findings indicate encouraging protective potential, particularly when administered alongside the conventional BCG vaccine. Marking a significant milestone in research translation, the innovation has been granted Indian Patent No. 609664, titled “A Protein Subunit Vaccine Composition Against Mycobacterium tuberculosis.” Further strengthening its translational prospects, a four-party technology transfer and commercialisation agreement was established among IIT Bhubaneswar, BRIC-ILS, National Research Development Corporation (NRDC), and Techinvention Lifecare Limited, Mumbai, even before the patent grant. Adding to this achievement, the vaccine candidate has been selected by the Tuberculosis Vaccine Initiative (TBVI) and is undergoing further preclinical evaluation in the United Kingdom. This achievement reflects IIT Bhubaneswar's commitment to impactful research, interdisciplinary collaboration and technology translation to address critical global healthcare challenges. Congratulations to Prof. Ashis Biswas, Dr. Sunil Raghav, their research teams and all collaborating partners on this significant achievement! #IITBhubaneswar #Tuberculosis #TBVaccine #VaccineDevelopment #ResearchInnovation #TechnologyTransfer #PatentGranted #TranslationalResearch #ILSBhubaneswar #NRDC #Techinvention #MakeInIndia #HealthcareInnovation @EduMinOfIndia @iitbbs @ILS_Bhubaneswar @NRDCIndia1953 @TechinventionL
2
9
28
751
ଗାଁ ଡାକ୍ତର👨‍⚕️💉💊 retweeted
ସୁସ୍ଥ ରହିବା ପାଇଁ ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ଡେଙ୍ଗୁ ଭଳି ରୋଗରୁ ସୁରକ୍ଷିତ ରହିବା ପାଇଁ ସତର୍କତା ଓ ସଠିକ୍ ସମୟରେ ଚିକିତ୍ସା ଜରୁରୀ। ନିଜେ ସଚେତନ ହେବା ସହ ପରିବାର ଓ ଆଖପାଖ ଲୋକଙ୍କୁ ମଧ୍ୟ ସଚେତନ କରନ୍ତୁ। #DengueAwareness #HealthyOdisha #OdishaHealth #StaySafe
3
6
5,139
#ମୁଣ୍ଡ_ପିଛା_ଋଣ_୨୭_ହଜାର_୫୦୨_ଟଙ୍କା -ରାଜ୍ୟରେ ବଢ଼ିଲା ମୁଣ୍ଡପିଛା ଋଣ; ଗୃହରେ ମୁଖ୍ୟମନ୍ତ୍ରୀଙ୍କ ଲିଖିତ ଉତ୍ତର -ଅକ୍ଟୋବର ସୁଦ୍ଧା ମୁଣ୍ଡ ପିଛା ଋଣ ପହଞ୍ଚିଲାଣି ୨୭ ହଜାର ୫୦୨ ଟଙ୍କା -ଅକ୍ଟୋବର ପୂର୍ବରୁ ମୁଣ୍ଡ ପିଛା ଋଣ ଥିଲା ୨୬ ହଜାର ୧୩୩ ଟଙ୍କା -ରାଜ୍ୟର ଋଣ ଭାର ୧ ଲକ୍ଷ୍ୟ ୩୦ ହଜାର କୋଟି ଟଙ୍କା ଟପିଲା #OdishaDebt #PerCapitaDebt #OdishaEconomy #StateDebt #OdishaAssembly #MohanCharanMajhi #OTV
1
192
ଗାଁ ଡାକ୍ତର👨‍⚕️💉💊 retweeted
UPI Auto Debit ରେ ସାବଧାନ! Netflix ଭଳି ଆପ୍ ରେ ପେମେଣ୍ଟ୍ କରିବା ସମୟରେ Maximum Limit ଭଲ ଭାବରେ ଦେଖନ୍ତୁ। ଏବେ ₹199.5 କାଟିବ କହୁଛି, କିନ୍ତୁ Limit ₹999 ରଖାଯାଇଛି — କମ୍ପାନୀ ଯେକୌଣସି ସମୟରେ ଏତେ କାଟିପାରିବ। ଅଜଣା QR Code ସ୍କାନ୍ କିମ୍ବା Payment Link ଉପରେ କ୍ଲିକ୍ କରନ୍ତୁ ନାହିଁ। ବ୍ୟବହାର ନଥିବା Mandate ତୁରନ୍ତ Cancel କରନ୍ତୁ। ସଚେତନ ରୁହନ୍ତୁ। #CyberSecurity #UPI #StaySafe
🤖 Made with AI
1
4
15
872
ଗାଁ ଡାକ୍ତର👨‍⚕️💉💊 retweeted
Many of you have been enquiring about my future heritage trails after reading about the Tamil Nadu Trail. My next trail is in January, to one of my favorite states, #Odisha. Just 5 seats remaining. My trails are carefully curated immersive cultural experiences, that include textiles, arts and crafts, local cuisine and temple architecture.
16
72
1
426
13,265
ଗାଁ ଡାକ୍ତର👨‍⚕️💉💊 retweeted
ପିଲାଙ୍କୁ ଛୋଟ ବୟସରୁ ନିଜ ଶରୀରର ସୁରକ୍ଷା ବିଷୟରେ ସଚେତନ କରନ୍ତୁ। ଭଲ ଓ ଖରାପ ସ୍ପର୍ଶ ବିଷୟରେ ବୁଝାନ୍ତୁ ଏବଂ ନିଜ କଥା ଖୋଲାଖୋଲି କହିବାକୁ ସାହସ ଦିଅନ୍ତୁ। ପିଲାଙ୍କ କଥା ଶୁଣନ୍ତୁ, ବିଶ୍ୱାସ କରନ୍ତୁ ଓ ସେମାନଙ୍କ ସୁରକ୍ଷାକୁ ସବୁବେଳେ ଗୁରୁତ୍ୱ ଦିଅନ୍ତୁ। #ChildSafety #ChildProtection #GoodTouchBadTouch
9
28
6,033
ଗାଁ ଡାକ୍ତର👨‍⚕️💉💊 retweeted
14
7
132
1,314
ଗାଁ ଡାକ୍ତର👨‍⚕️💉💊 retweeted
ଆଥଲେଟ୍ସ ଫୁଟ୍ ଏକ ଫଙ୍ଗାଲ୍ ସଂକ୍ରମଣ ଯାହା ଗରମ ଓ ଓଦା ସ୍ଥାନରେ ବଢ଼େ। ଲକ୍ଷଣଗୁଡ଼ିକ ଦେଖାଦଲେ ଉପଯୁକ୍ତ ପଦକ୍ଷେପ ନିୟନ୍ତୁ l #AthletesFoot #FootCare #HealthTips #OdiaHealth #FungalInfection
8
27
7,225
ଗାଁ ଡାକ୍ତର👨‍⚕️💉💊 retweeted
A small, practical suggestion for upcoming 2AC, 3AC, and Sleeper coaches in Indian Railways: Introduce a compact outside-view window near the Side Upper berths....1/2
547
1,161
134
10,685
653,869
ଗାଁ ଡାକ୍ତର👨‍⚕️💉💊 retweeted
ଜନୈକ ସରକାରୀ ଡାକ୍ତରଙ୍କ ନିଲମ୍ବନ ପ୍ରକିୟା ପରେ ସାମାଜିକ ଗଣମାଧ୍ୟମରେ ମିଶ୍ର ପ୍ରତିକ୍ରିୟାମାନ ଦେଖିଲି । ତେବେ କହିବା ବାହୂଲ୍ୟ ଏହି ପରିସ୍ଥିତିରେ "ଠିକ୍" ବନାମ "ଭୁଲ" ସମ୍ପୂର୍ଣ୍ଣ ଆପେକ୍ଷିକ ଓ ପାରିପାଶ୍ବିର୍କ। ଆଶା କରେ ଅନ୍ୟ ଡାକ୍ତରବନ୍ଧୁ ମାନେ ତଳେ ପ୍ରଦତ୍ତ ଅନୁଶୀଳନ ପଢ଼ିନେବେ । – at Dibrugarh, India
2
3
33
1,992
ଗାଁ ଡାକ୍ତର👨‍⚕️💉💊 retweeted
Generational Meme template by DSP Siraj
80
1,193
49
27,178
426,640
ଆସନ୍ତାକାଲି ଆପଣଙ୍କର ୦-୫ ବର୍ଷ ବୟସର ପିଲାକୁ ନିଶ୍ଚିତ ଭାବରେ ୨ ବୁନ୍ଦା ପୋଲିଓ ଖୁଆନ୍ତୁ #PolioFreeIndia
ଭାରତର ପୋଲିଓ ମୁକ୍ତ ସ୍ଥିତିକୁ ବଜାୟ ରଖିବା ପାଇଁ ୨୨ ନଭେମ୍ବର ୨୦୨୬ରେ ରାଜ୍ୟର ୧୭ଟି ନିର୍ଦ୍ଧାରିତ ଜିଲ୍ଲା ଓ ସମସ୍ତ ମହାନଗର ନିଗମ ଅଞ୍ଚଳରେ ପୋଲିଓ ବୁନ୍ଦା ଦିଆଯିବ। ନିଜ ପିଲାଙ୍କୁ ପ୍ରତ୍ୟେକ ଥର ଦୁଇ ବୁନ୍ଦା ପୋଲିଓ ଟିକା ଦେଇ ଏହି ଅଭିଯାନରେ ସହଯୋଗ କରନ୍ତୁ। #PulsePolio #PolioFreeIndia #Immunization #OdishaHealth
11
32
1,153
ଗାଁ ଡାକ୍ତର👨‍⚕️💉💊 retweeted
ଆଣ୍ଟିବାୟୋଟିକ୍‌ର ଭୁଲ୍ ବ୍ୟବହାର ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ଡାକ୍ତରଙ୍କ ପରାମର୍ଶ ବିନା ଏହି ଔଷଧ ସେବନ କରନ୍ତୁ ନାହିଁ। ଔଷଧର ଠିକ୍ ବ୍ୟବହାର କରି ନିଜକୁ ଓ ଅନ୍ୟମାନଙ୍କୁ ସୁରକ୍ଷିତ ରଖନ୍ତୁ। #AntibioticAwareness #AntibioticResistance #HealthAwareness #OdishaHealthDept
2
11
36
7,742
ଗାଁ ଡାକ୍ତର👨‍⚕️💉💊 retweeted
🥶🐐
Nothing ever will beat that Sabbir Rahman stumping of Raina’s bowling in the 2016 WC vs Bangladesh. Felt like a glitch in the matrix
9
317
19
3,458
94,935
Continuous 5 doubles sets, won it by 3-2 (15-21, 21-19, 13-21, 21-16, 21-16) Credit to #RozanaEkGhanta for this 🥰 #Day_134 @sambitnk ଭାଇ , 17k ବାଲା ନହେଲେ ନାହିଁ ...7k ବାଲା ଗୁଟେ ଗିଫ୍ଟ କରନ୍ତୁ 🤭
Yet another beautiful example of what discipline looks like. Congratulations on crossing the 100 days milestone of #RojanaEkGhanta🔥 RESPECT👏🏽👏🏽👏🏽👏🏽
5
2
17
1,219
ଗାଁ ଡାକ୍ତର👨‍⚕️💉💊 retweeted
"The art of leaving" 😭😭
Sometimes the best shot in Test cricket is the one you don't play 🤌 #TeamIndia | #NZvIND
32
267
15
4,579
66,217
ଯିଏ ଯିଏ ଏଯାଏଁ ଏଇ Desi Batman ସିରିଜ୍ ଦେଖିନାହାନ୍ତି, Youtube ଯାଇ ଦେଖି ନିଅନ୍ତୁ 1 - 8 ଏପିସୋଡ଼ ......Kasssawwww ହେଇଛି 😍 And that BG score is OG level 👌🏻
The Desi Batman 🦇 > Framing and Composition > Camera Angles and Distances > Camera Movement > Transitions > Sound Effects > Score Absolute Cinema !
2
1
31
2,062
ଗାଁ ଡାକ୍ତର👨‍⚕️💉💊 retweeted
FREE-OF-COST GOVT TRAINING TRADE- AC & FRIDGE REPAIRING AGE -18-50 YEARS, LAST DATE TO APPLY-23/11/2026, ADDRESS: UCO-RSETI, REMUNA BLOCK CAMPUS, REMUNA.(Mob-8328955634/7008860838)@DBalasore @ZPBalasore @LBalasore @Dsdeo_Balasore @GovtITIbalasore
6
7
142
ଗାଁ ଡାକ୍ତର👨‍⚕️💉💊 retweeted
🚨 PROPAGANDA EXPOSED | FACTS SPEAK LOUDER! At Darul Uloom, Zangalpora, Kulgam, an officer of 9 Rashtriya Rifles, along with his buddy, safely evacuated 25 girl students and 2 teachers before the encounter with LeT commander Mohammad Lateef Bhat. This video puts the focus on a crucial fact: protecting civilian lives remained a priority even amid a high-risk operation. Pakistan-ISI-backed propaganda cannot erase facts on the ground.
6
117
5
522
32,105
Why Prasidh Krishna…Why not Siraj ??? And that G-card quota holder Washington 😭 @SurajitTweet @subhajitm #INDvsNZ
10
1
30
1,798