Satwik Swain (@SwainSatwik) header
Satwik Swain (@SwainSatwik) profile picture

Entrepreneur, Love to Promote & Protect Entrepreneurs.

Cuttack, India
Joined August 2017
Satwik Swain retweeted
ବାସ୍ତବ ସମସ୍ୟାର ପ୍ରଭାବଶାଳୀ ସମାଧାନ ଖୋଜିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ‘ଓଡ଼ିଶା ସେବା ପ୍ରଥମ ନବସୃଜନ ଆହ୍ୱାନ’। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ଏବଂ ଷ୍ଟାର୍ଟଅପ୍‌ ଓଡ଼ିଶାର ମିଳିତ ଉଦ୍ୟମରେ ରାଜ୍ୟବ୍ୟାପୀ ବିଭିନ୍ନ ପର୍ଯ୍ୟାୟରେ ଏହି ପ୍ରତିଯୋଗିତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ସୃଜନଶୀଳ ପ୍ରତିଯୋଗିତାରେ ମୋଟ ୨୧ଟି ପ୍ରମୁଖ ବିଷୟ ରହିଛି। ଛାତ୍ରଛାତ୍ରୀ, ଷ୍ଟାର୍ଟଅପ୍‌ ଓ ଏମ୍ଏସ୍ଏମ୍ଇ ଉଦ୍ୟୋଗୀ ତଥା ତୃଣମୂଳ ସ୍ତରର ନବସୃଜନକାରୀ ଏହି ପ୍ରତିଯୋଗିତାରେ ଭାଗ ନେଇପାରିବେ। ଏଥିରେ ୨ ହଜାରରୁ ଅଧିକ ଅନୁଷ୍ଠାନ ସହ ୧ ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ, ଯୁବପିଢ଼ି ଓ ନବସୃଜନକାରୀଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି। ‘ଓଡ଼ିଶା ସେବା ପ୍ରଥମ ନବସୃଜନ ଆହ୍ୱାନ’ରେ ଭାଗ ନେବା ପାଇଁ ଆଜି ହିଁ ଷ୍ଟାର୍ଟଅପ୍ ଓଡ଼ିଶାର ୱେବସାଇଟରେ ପଞ୍ଜୀକରଣ କରନ୍ତୁ। ୧୦ ନଭେମ୍ବର ପଞ୍ଜୀକରଣର ଶେଷ ତାରିଖ ରହିଛି। osfic.startupodisha.org/regi… @cmo_odisha @gokulanandabjp @SecyChief @msmedepartment @startupindia @SmrutiR2009
3
1
5
511
Satwik Swain retweeted
From Local to Global: Unlocking Export Opportunities with FTAs! Highlights from the State-Level Workshop on 'Leveraging FTAs – Outreach Program' held on 13th October. #MSMEOdisha #ExportPromotion #SamruddhaOdisha
3
6
517
Satwik Swain retweeted
🌊 Showcase your brand at the beachfront! OASME Wonder Fest Expo 2026 is heading to Sea Beach, Puri from Dec 11-13 2026. Perfect for MSMEs, startups & artisans to reach thousands of buyers. Stalls are filling fast—book yours now! 📞 +91 8926045113 / 7008341944 #WonderFest2026
1
2
97
Satwik Swain retweeted
MOU signed ceremony between the OASME-promoted ACURATE Engineering Cluster & the @WorldSkillCentr in the presence of Hon'bleMinister @SampadSwainBJP & CEO Sri Rashmi Ranjan Mohapatra . This key partnership will foster advanced skill development, testing & startup incubation. 🚀
1
2
94
Satwik Swain retweeted
ଆଜି ଭୁବନେଶ୍ୱର ସ୍ଥିତ କ୍ରିଷ୍ଟାଲ କ୍ରାଉନ୍ ଠାରେ ଅନୁଷ୍ଠିତ Odisha Assembly of Small and Medium Enterprises (@OASME_Odisha) ର "୪୧ତମ ପ୍ରତିଷ୍ଠା ଦିବସ ଏବଂ ବାର୍ଷିକ ରାଜ୍ୟସ୍ତରୀୟ ସମ୍ମିଳନୀ"ରେ ମହାମହିମ ରାଜ୍ୟପାଳ ଡ. @DrHariBabuK ଏବଂ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀ @sureshkpujariଙ୍କ ସହ ଯୋଗଦେଇ "Leveraging Odisha’s Emerging Ecosystem for Manufacturing Innovation and Start-ups – Vision 2036" ଶୀର୍ଷକ ଉପରେ ଆଲୋକପାତ କଲି l ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ @narendramodiଜୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdishaଜୀଙ୍କ ଦୃଢ ନେତୃତ୍ୱରେ ଓଡିଶା ଆଜି ଶିଳ୍ପ କ୍ଷେତ୍ରରେ ଦ୍ରୁତ ଗତିରେ ଆଗକୁ ବଢୁଛି l ରିନ୍ୟୁଏବଲ୍ ଏନର୍ଜି, ସେମିକଣ୍ଡକ୍ଟର, ଇଲେକ୍ଟ୍ରୋନିକ୍ସ, ଏରୋସ୍ପେସ୍ ଓ ଡିଫେନ୍ସ, କେମିକାଲ୍ସ ଓ ପେଟ୍ରୋକେମିକାଲ୍ସ, ଟେକ୍ସଟାଇଲ୍ସ ଓ ଆପାରେଲ୍, ଫୁଡ୍ ପ୍ରୋସେସିଂ, ଫାର୍ମାସ୍ୟୁଟିକାଲ୍ସ, ଚିକିତ୍ସା ଉପକରଣ, ଅଟୋମୋଟିଭ୍ କମ୍ପୋନେଣ୍ଟସ୍, ଜାହାଜ ନିର୍ମାଣ, ଲଜିଷ୍ଟିକ୍ସ ଏବଂ ଡିଜିଟାଲ୍ ଅର୍ଥନୀତି କ୍ଷେତ୍ରରେ ବ୍ୟାପକ ପୁଞ୍ଜିନିବେଶକୁ ଆକର୍ଷିତ କରି ଓଡିଶା ଏକ ପ୍ରଗତିଶୀଳ ରାଜ୍ୟ ଭାବରେ ଉଭା ହୋଇଛି ଏବଂ ନୀତି ଆୟୋଗଙ୍କ 'ଇନ୍‌ଭେଷ୍ଟମେଣ୍ଟ ଫ୍ରେଣ୍ଡଲିନେସ୍‌ ଇଣ୍ଡେକ୍ସ ୨୦୨୬'ରେ ଦେଶର ଶ୍ରେଷ୍ଠ ୫ଟି ରାଜ୍ୟ ମଧ୍ୟରେ ସ୍ଥାନ ପାଇଛି l ଗତ ଦୁଇ ବର୍ଷ ମଧ୍ୟରେ ଆମେ ରାଜ୍ୟରେ ପ୍ରାୟ ୩ ଲକ୍ଷ ୧୨ ହଜାର କୋଟି ଟଙ୍କାର ୧୫୧ଟି ଶିଳ୍ପ ପ୍ରକଳ୍ପର ଶୁଭ ଉଦ୍‌ଘାଟନ ଏବଂ ଶିଳାନ୍ୟାସ କରିବାରେ ସକ୍ଷମ ହୋଇପାରିଛୁ l ଏହାଦ୍ୱାରା ରାଜ୍ୟରେ ପାଖାପାଖି ୨ ଲକ୍ଷ ୪୦ ହଜାର ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇପାରିଛି l Industrial Policy Resolution, Odisha MSME Development Policy, Food Processing Policy ଏବଂ ଷ୍ଟାର୍ଟ-ଅପ୍ ଓଡ଼ିଶା ମାଧ୍ୟମରେ ଏମ୍ଏସ୍ଏମ୍ଇ କ୍ଷେତ୍ରର ଅଭିବୃଦ୍ଧି ଓ ଉଦ୍ୟୋଗ ପ୍ରତିଷ୍ଠାକୁ ତ୍ୱରାନ୍ୱିତ କରିବା ସହ ଉଭୟ କ୍ଷେତ୍ରରେ ଆମେ ନବସୃଜନକୁ ପ୍ରୋତ୍ସାହନ ଦେଉଛୁ l "Odisha Food Pro 2026" ମାଧ୍ୟମରେ ଆମେ ରାଜ୍ୟକୁ ୬୬,୩୯୨ କୋଟି ଟଙ୍କାର investment proposals ଆଣିବାରେ ସଫଳ ହୋଇପାରିଛୁ l ଏହାଦ୍ୱାରା ରାଜ୍ୟରେ ୫୪ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ଏବଂ ଲୋକାଲ୍ ଭାଲ୍ୟୁ ଚେନ୍‌ ସୁଦୃଢ଼ ହୋଇପାରିବ l କେବଳ ବୃହତ୍ ଶିଳ୍ପ ପ୍ରକଳ୍ପ ଗୁଡିକୁ ଆକର୍ଷିତ କରିବା ଆମର ଲକ୍ଷ୍ୟ ନୁହେଁ, ବରଂ ଏକ ସମାବେଶୀ ଓ ସ୍ଥାନୀୟ ଉଦ୍ୟୋଗ-ଅନୁକୂଳ ଇକୋସିଷ୍ଟମ ପ୍ରସ୍ତୁତ କରିବା ପାଇଁ ଆମେ ପ୍ରୟାସ ଜାରି ରଖିଛୁ l ବୃହତ୍ ଶିଳ୍ପଗୁଡିକୁ ଆଧାର କରି ବିଭିନ୍ନ ଡାଉନଷ୍ଟ୍ରିମ୍ ଇଣ୍ଡଷ୍ଟ୍ରି ପ୍ରତିଷ୍ଠା କରିବା ସହ ସମୃଦ୍ଧ ତଥା ବିକଶିତ ଓଡ଼ିଶାର କର୍ଣ୍ଣଧାର ସାଜିବା ପାଇଁ ଆଗେଇ ଆସିବାକୁ ଯୁବପିଢ଼ିଙ୍କୁ ଆହ୍ୱାନ l
2
6
186
🚀 Odisha x Tottori: Forging the Future of Innovation! 🇮🇳🤝🇯🇵 We are honoured to welcome Mr. Toshiki ENDO, Chief Secretary of Tottori Prefecture, and the high-level Tottori delegation to Odisha as we take a first step toward a historic partnership. This collaboration is set to bridge Odisha's dynamic startup energy with Tottori's legacy of precision and technological excellence. This strategic framework will drive cross-border innovation across AI, Agri-Tech, Sustainability, Health Tech, Sanitation and more. We are building an actionable roadmap for shared prosperity. Here's to stronger India-Japan ties, mutual growth, and a future powered by collaboration! 🌏 Arigatō from Odisha! #StartupOdisha #Tottori #IndiaJapan #SisterStates #InnovationEcosystem #MSME #BilateralCollaboration @cmo_odisha @gokulanandabjp @SecyChief @msmedepartment @startupindia @SmrutiR2009
2
8
417
Satwik Swain retweeted
The Government of Odisha commemorated World MSME Day on 27th June at a high-level event chaired by the Hon'ble Chief Minister Shri Mohan Charan Majhi at the State Convention Centre, Lok Seva Bhawan, Bhubaneswar.
1
1
8
3,479
Satwik Swain retweeted
“ରାଜ୍ୟରେ ଏମଏସଏମଇ ଇକୋସିଷ୍ଟମକୁ ସୁଦୃଢ଼ କରିବା ପାଇଁ ସ୍ଵତନ୍ତ୍ର ରୋଡମ୍ୟାପ୍ ପ୍ରସ୍ତୁତ କରାଯାଉଛି। ଏହା ସହିତ ମହିଳା ଉଦ୍ୟମିତା ମଞ୍ଚ ମାଧ୍ୟମରେ ରାଜ୍ୟର ମହିଳା ଉଦ୍ୟୋଗୀମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ବିଶେଷ ପଦକ୍ଷେପ ନିଆଯାଉଛି।
1
1
5
4,785
Satwik Swain retweeted
Smt. Rashmita Panda, IAS, Comm.-cum-Secy., @MsmeDepartment is addressing the gathering during Entrepreneur Awareness & Special VDP for SC-ST Entrepreneurs jointly organized by @scsthub & OASME on 29.04.2026 at The HHI, Bhubaneswar, Khordha. @minmsme @NSICLTD @msmedicuttack
1
1
3
157
India's First Advanced 3D Glass Chip Packaging Unit Breaks Ground in Bhubaneswar tomorrow. Stay tuned..
6
59
6
278
11,565
On the commencement of Census 2027, warm greetings to the people of Odisha. Having completed my self-enumeration, I urge all to do the same to ensure every household is counted. Let us work together for an accurate and inclusive Census. Vande Utkala Janani.
14
3
178
8,358
Satwik Swain retweeted
#କମିସନରଙ୍କ_ସହ_ଦିନଟିଏ କମିସନରଙ୍କ ସହ ଦିନଟିଏ । ଏଭଳି ଏକ ନିଆରା କାର୍ଯ୍ୟକ୍ରମ ଆରମ୍ଭ କରିଛି କଟକ ମହାନଗର ନିଗମ । ଯେଉଁଥିରେ ସିଏମ୍‌ସି କମିସନର ତଥା ଆଇଏଏସ୍ ଅଧିକାରୀ ସୁଶ୍ରୀ କିରଣଦୀପ କୌର ସହ ତାଙ୍କ ସହ ଗୋଟିଏ କାର୍ଯ୍ୟ ଦିବସ ବିତାଇପାରିବେ ଛାତ୍ରଛାତ୍ରୀ #Odisha #KanakNews #CMC #Cuttack
2
7
2
165
10,544
This is Rourkela- Bhubaneswar Intercity Super Fast Express - 22839,Coach - C2. Look at the toilet door. The door is replaced by a screen. No door is available. Kindly install a door here. @EastCoastRail @RailMinIndia @RailwaySeva @otvkhabar @kanak_news
4
1
797
Satwik Swain retweeted
To boost the #Textile sector in the State, #OdishaCabinet has approved the Mukhyamantri Bayan Shilpa Bikas Yojana (MBSBY) scheme.
1
1
5
216
Mahendragiri Eco Resort is now officially inaugurated in Gajapati district. Spread over 0.638 ha, it offers 10 eco-friendly cottages including 7 suites and 3 dorms, along with a Conference Hall, Children’s Park, Yoga Lawn, Bonfire area and many more facilities. Supporting the Mahendragiri Eco Development Committee, the resort promotes sustainable tourism around Odisha’s second-highest peak. #WildlifeOdisha #EcoTour #Odisha
5
32
3
270
17,923
Let's avoid using this Sky Lantern . These are creating problems in Power Transmission & Distribution. @BBSRBuzz @noidapolice @TpcodlT81047 @CMCCuttack @CuttackDM
1
1
386
Apicol must focus on disposal of applications on time with a positive mind set to support people in getting benefits of various schemes. Time bound & timely support will boost agripreneurs in our state.
A District-Level Sectoral Event on Food Processing under MKUY was held at Balasore with participation from agriculture department officials from , 10 entrepreneurs, 6 FPOs & 13 SHGs. Resource persons from APICOL encouraged to explore processing enterprises under MKUY. #MKUY #FoodProcessing #Sectoralevent #APICOL #Balasore #Entrepreneurship @arvindpadhee @DBalasore
68
Biswakarma Puja at Our Factories at different places.
57