
#SocialWorker | Working with Poor & Backward Communities , 𝐎𝐟 𝐓𝐡𝐞 𝐏𝐞𝐨𝐩𝐥𝐞, 𝐁𝐲 𝐓𝐡𝐞 𝐏𝐞𝐨𝐩𝐥𝐞, 𝐅𝐨𝐫 𝐓𝐡𝐞 𝐏𝐞𝐨𝐩𝐥𝐞✊Views my personal ✍
Kataka,India
Joined September 2015
- Tweets9.1K
- Following208
- Followers110
- Likes3.5K
ଶନିବାର ରେ ବାବା ଧବଳେଶ୍ଵର ଙ୍କ ଚନ୍ଦ୍ରଚୁଡ ବେଶ ଦର୍ଶନ !
@BBSRBuzz
@odiajagat
2
110
.@PradeepJenaIAS ସାର୍, ଆମର କଟକ ଜିଲ୍ଲା ସାଲେପୁର ତହସିଲ୍ ରେ ବହୁ ଦିନ ହେବ ଆବଶ୍ୟକିୟ କାଗଜପତ୍ର ନେଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ଆମର ଜମି ପଟ୍ଟା ରୁ ତିନିଖାନା ସଂଶୋଧନ ହୋଇନାହିଁ। ବାରମ୍ବାର ତହସିଲ୍ ଯାଇ ଦେଖାକରି କହିଲେ ମଧ୍ୟ ହେବ ହେବ ବୋଲି କହି ନିରାଶ ହୋଇ ଫେରିବାକୁ ପଡ଼ୁଛି। ଦୟା କରିବେ ଟିକେ ସାର୍ ,ବିନମ୍ର ଅନୁରୋଧ।
ଯଦି ଓଡ଼ିଶା ବିଧାନସଭା ନିର୍ବାଚନରେ ବିଧାୟକ ଭାବେ ଲଢ଼ି ପରାଜୟ ବରଣ କରିଥିବା ପ୍ରାର୍ଥୀମାନେ ନିଜର ପ୍ରତିନିଧି ଭାବେ ଜିଲ୍ଲାସ୍ତରରେ ପ୍ରତିନିଧି ନିଯୁକ୍ତି କରନ୍ତି, ତେବେ ପ୍ରଶାସନିକ ବ୍ୟବସ୍ଥା ଏବଂ ଜିଲ୍ଲାର ଉନ୍ନୟନମୂଳକ କାର୍ଯ୍ୟକ୍ରମଗୁଡ଼ିକ କେଉଁଭଳି ହେବ ତାହା ଜାଣିପାରୁଥିବେ।
@CMO_Odisha
@BJP4Odisha
@BJP4India
37
Deeply saddened to hear about the passing of the mother of Hon'ble Uttar Pradesh Chief Minister Yogi Adityanath ji. May God give strength to Maharaj ji and his family to bear this irreparable loss.
Om Shanti. 🙏
@myogiadityanath
34
ଆଜି ପହିଲି ପଞ୍ଚୁକ ରେ ବାବା ଧବଳେଶ୍ୱର ଙ୍କ ଦିବ୍ୟ ଦୁର୍ଲଭ ଦର୍ଶନ ।
@BBSRBuzz
@odiajagat
14
ସତ୍ୟର ସ୍ୱର ହେଉ ଆହୁରି ଶକ୍ତିଶାଳୀ,
ସାମ୍ବାଦିକତା ହେଉ ଆହୁରି ନିର୍ଭୀକ। 🖋️ ସମସ୍ତ ସାମ୍ବାଦିକ ଭାଇ ଓ ଭଉଣୀମାନଙ୍କୁ ଜାତୀୟ ପ୍ରେସ୍ ଦିବସର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ!
@PTI_News
@airnewscuttack
@kanak_news
@otvkhabar
@MousumiMohanty2
9
ସ୍ୱର୍ଗତ ଅଭିମନ୍ୟୁ ସାହୁଙ୍କ ଏକାଦଶହରେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲି।
@BBSRBuzz
8
झारखंड के स्थापना दिवस की प्रदेशवासियों को हार्दिक शुभकामनाएँ। जनजातीय संस्कृति, परंपराओं और सामर्थ्य से समृद्ध यह प्रदेश विकास, समृद्धि व आत्मनिर्भरता की नई ऊँचाइयों को छुए, बाबा वैद्यनाथ से यही कमाना करता हूँ।
@prdjharkhand
@VisitJharkhand
7
सूर्य उपासना और लोक आस्था के महापर्व छठ पूजा की आप सभी को हार्दिक बधाई एवं शुभकामनाएँ!
जय छठी मइया!
#ChhathPuja2026
24
जनजातीय संस्कृति, अस्मिता और अधिकारों की रक्षा के लिए समर्पित भगवान बिरसा मुंडा जी की जयंती पर उन्हें कोटि-कोटि नमन एवं जनजातीय गौरव दिवस की हार्दिक बधाई एवं शुभकामनाएँ।
#JanjatiyaGauravDiwas
#बिरसामुंडा
#BirsaMunda
1
42
କୋମଳମତି ଶିଶୁ ମାନଙ୍କୁ ଶିଶୁ ଦିବସର ଶୁଭେଛା ଓ ଅଭିନନ୍ଦନ । ସେମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରୁଅଛି।ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହୁରୁଙ୍କ ଜନ୍ମ ଜୟନ୍ତୀରେ ବିନମ୍ର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଅଛି।
@BBSRBuzz
#ChildrensDay
15
















