Pinned Tweet
#କେରଳ ଛୁଇଁଲା ଦକ୍ଷିଣ ପଶ୍ଚିମ #ମୌସୁମୀ ବାୟୁ
୪ ଜୁନ ୨୦୨୬ ରେ ଭାରତ ମୁଖ୍ୟ ଭାଗ କୁ ଛୁଇଁଲା ମୌସୁମୀ ବାୟୁ
#monsoon2026
2
612
#ପାରାଦୀପ ରେ ପ୍ରବଳ ରୁ ଅତି ପ୍ରବଳ #ବର୍ଷା ଝଡ ବର୍ଷା ତୁହାକୁ ତୁହା ଲାଗି ରହିଛି
#CycloneAkvan #cyclone #odisha #rain #Jagatsinghpur #kendrapara
#katak #puri
10
528
#ବାତ୍ୟା ପ୍ରଭାବ ରେ ସନ୍ଧ୍ୟା ର ଭ୍ରମ ସୃଷ୍ଟି ହୋଇଛି ବନ୍ଦର ନଗରୀ #ପାରାଦୀପ ରେ
#CycloneAkvan #odisharain
#Jagatsinghpur #kendrapara
#Odisha
1
11
396
Heavy #rains have started in #Paradip due to the impact of the #CycloneAkvan .
@usd0705 @OdishaWeather7 @debamet55
11
580
#ପାରାଦୀପ ରେ ଝଟକା #ପବନ ସହ ବର୍ଷାର ପରିମାଣ ଧୀରେ ଧୀରେ ବଢ଼ିବାରେ ଲାଗିଛି
#CycloneAkvan #cyclone #odisha
#otv #News18Odia
10
720
ବାତ୍ୟା ଅକୱାନ ପ୍ରଭାବ ରେ ବନ୍ଦର ନଗରୀ ପାରାଦୀପ ରେ ଲାଗି ରହିଛି ବର୍ଷା
#CycloneAkvan #odisharain #Odisha #AndhraPradesh
#CycloneUpdate
@usd0705 @OdishaWeather7 @debamet55
7
286
ପୁଣି ବଙ୍ଗୋପସାଗର ରେ ବାତ୍ୟା ସମ୍ଭାବନା ‼️
*୧୬ ତାରିଖ ସନ୍ଧ୍ୟା ସୁଦ୍ଧା ବଙ୍ଗୋପସାଗର ରେ ବାତ୍ୟା ସମ୍ଭାବନା*
*ବାତ୍ୟା ସୃଷ୍ଟି ହେଲେ ଏହାର ନାମ ଆକ୍ଭାନ୍ (AKVAN) ରଖାଯିବ*
#CycloneAkvan #ଓଡ଼ିଶା #aivideo
#India
2
137
୧୫ର ରେ #ବଙ୍ଗୋପସାଗର ରେ #ଅବପାତ ସମ୍ଭାବନା!!
ଦକ୍ଷିଣଆଣ୍ଡାମାନ ସାଗର ଅଞ୍ଚଳରେ ଆଜି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି, ପ୍ରଭାବରେ ୧୩ ତାରିଖ ବେଳକୁ ଲଘୁଚାପ ସୃଷ୍ଟି ସମ୍ଭାବନା ଥିବା ବେଳେ, ଉତ୍ତରପଶ୍ଚିମ ଦିଗରେ ଗତି ସହ ୧୪ରେ ସ୍ପଷ୍ଟ-ଚିହ୍ନିତ ଲଘୁଚାପ ଏବଂ ୧୫ ବେଳକୁ ଆହୁରି ଘନୀଭୂତ ହୋଇ ଅବପାତ ର ରୁପ ନେବା ସମ୍ଭାବନା
ବଙ୍ଗୋପସାଗର ରେ #ଲଘୁଚାପ ସମ୍ଭାବନା ‼️*
ନଭେମ୍ବର ୧୩ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଏହାର ସଂଲଗ୍ନ ଅଞ୍ଚଳରେ ଏକ "ଲଘୁଚାପ କ୍ଷେତ୍ର" ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ସହିତ ୧୪ ବେଳକୁ "ସୁଦୃଶ୍ୟ ଲଘୁଚାପ କ୍ଷେତ୍ର" ରେ ପରିଣତ ହେବାର ସମ୍ଭାବନା ରହିଛି
2
93
ଲଗାଣ ବର୍ଷା ସହ ଲଗାତାର ଭୟଂକର #ବଜ୍ରପାତ ହେଉଛି #ପାରାଦୀପ ଅଞ୍ଚଳ ରେ
Click by me ⛈️
#rain #lighting
@usd0705 @OdishaWeather7 @debamet55





