usd (@usd0705) header
usd (@usd0705) profile picture

Sky watcher...#Weather enthusiasts .... Views are purely personal....

ଭଦ୍ରକ, Delhi, India
Joined March 2016
Photo by usd (@usd0705)Photo by usd (@usd0705)Photo by usd (@usd0705)Photo by usd (@usd0705)Photo by usd (@usd0705)Photo by usd (@usd0705)Photo by usd (@usd0705)Photo by usd (@usd0705)Photo by usd (@usd0705)Photo by usd (@usd0705)
୨୪ ବର୍ଷ ପରେ... ସେ କଳା ରାତିର ଚିତ୍କାର ସତରେ ଅତି ଭୟଙ୍କର ଥିଲା ..... ସ୍କୁଲ ଛୁଟି ହେବାର ଠିକ ୧୦ ରୁ ୧୫ ମିନିଟ ମଧ୍ୟରେ, ସ୍କୁଲଗେଟ ଠାରୁ ୨୦୦ ରୁ ୩୦୦ ମିଟର ଦୂର ପ୍ରାୟ, ୨୭ ଅକ୍ଟୋବର ୧୯୯୯, ବୁଧୁବାର: ସଦ୍ଦାମ ହୁସେନ ର ଚର୍ଚିତ ଘଟଣାର ଠିକ ଆଲୋଚନା ପରେ ସାଙ୍ଗ ମାନଙ୍କ ମଧ୍ୟରୁ ଜଣେ କହିଲା ରେଡ଼ିଓ କହିଛି 1/6
28
70
7
668
80,587
ବଙ୍ଗୋପସାଗର ରେ ବାତ୍ୟା ଆକଳନ ଆଉ ଆକଳନ ହୋଇ ରହିନାହିଁ...... ଗୋଟେ ସବୁଠାରୁ ବଡ଼ #ପ୍ରତିଯୋଗିତା ହୋଇଗଲାଣି
#ଭୟ ଆରେ ପୁଣି ବାତ୍ୟା ହେଵ?? ନାହିଁ ତ କିଏ କହିଲା... ଟିଭି କହୁଛି , ଗାଁ ରୁ ୩-୪ ଜଣ ଙ୍କ ଠାରୁ call ପାଇବା ପରେ, ସେମାନଙ୍କ କଥାରୁ ଜଳଜଳ ଦିଶୁଥିଲା ବର୍ଷା (...ଭୟର ସ୍ୱର)ହେଲେ ଧାନ ନିଶ୍ଚିତ ନଷ୍ଟ ହେଇଯିବ.. ଅମଳ ସମୟରେ ଲୋକଙ୍କୁ ଏମିତି ସଚେତନ କରିବା କେତେଦୂର ଯଥାର୍ଥ??
2
39
1,249
#ଭୟ ଆରେ ପୁଣି ବାତ୍ୟା ହେଵ?? ନାହିଁ ତ କିଏ କହିଲା... ଟିଭି କହୁଛି , ଗାଁ ରୁ ୩-୪ ଜଣ ଙ୍କ ଠାରୁ call ପାଇବା ପରେ, ସେମାନଙ୍କ କଥାରୁ ଜଳଜଳ ଦିଶୁଥିଲା ବର୍ଷା (...ଭୟର ସ୍ୱର)ହେଲେ ଧାନ ନିଶ୍ଚିତ ନଷ୍ଟ ହେଇଯିବ.. ଅମଳ ସମୟରେ ଲୋକଙ୍କୁ ଏମିତି ସଚେତନ କରିବା କେତେଦୂର ଯଥାର୍ଥ??
2
1
58
2,829
Latest satellite imagery
1
2
41
887
ଆଜି ଦିଲ୍ଲୀ ରେ ସର୍ବନିମ୍ନ ତାପମାତ୍ରା ୧୦. ୫°C ରେକର୍ଡ ହୋଇଛି କିନ୍ତୁ ଶୀତ ବିଶେଷ ଲାଗୁନାହିଁ, ଏହିଟା ଦେହ ସୁଆ ହେଇଗଲିଣି ନା ଜଳବାୟୁ ପରିବର୍ତ୍ତନ??
5
1
75
2,321
Latest satellite imagery
3
3
63
1,831
Bhubaneswar at 7 AM today, after Cyclone Akvan. A cloudy morning across the city, with overcast skies setting the tone for the day.
3
11
164
3,566
ବାତ୍ୟା #ଅକ୍‌ୱାନ୍ ର ଅବଶିଷ୍ଟ ଅଂଶ ଅବପାତ ଆହୁରି ଦୁର୍ବଳ ହୋଇ ଉତ୍ତର ଆଭ୍ୟନ୍ତରୀଣ ଓଡିଶା ଉପରେ ଏକ #ଲଘୁଚାପ କ୍ଷେତ୍ର ଭାବେ ସକ୍ରିୟ ରହିଛି l ଏହା ସହ ଜଡିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳର ୪.୫କିମି ଉଚ୍ଚତା ଯାଏଁ ବ୍ୟାପିଛି
1
3
54
1,764
ଗତ କାଲି ରାତି ୧୧ଟା ୩୦ର ପର୍ଯ୍ୟବେକ୍ଷଣ ଅନୁଯାୟୀ ଅବପାତ ଦୁର୍ବଳ ହୋଇ #ସ୍ପଷ୍ଟଚିହ୍ନିତ ଲଘୁଚାପ ର ରୂପ ନେଇସାରିଛି, ଏହା ଆଗାମୀ କିଛି ସମୟ ମଧ୍ୟରେ ଆହୁରି ଦୁର୍ବଳ ହୋଇ ଏକ #ଲଘୁଚାପ ରେ ପରିଣତ ହେବାର ସମ୍ଭାବନା ରହିଛି
1
4
36
1,855
The #Depression (Remnant of Severe Cyclonic Storm “#Akvan”) over south coastal Odisha moved northwards and #weakened into a #Well_Marked_Low_Pressure Area over Central #Odisha at 2330 hours IST of yesterday, the 20th #November, 2026. It is likely to move nearly northwards over Odisha and weaken further into a #Low_Pressure_Area during next 06 hours. This is last update in association with this system. However, regular bulletins shall continue in association with this system from #National_Weather_Forecasting_Centre and respective #Meteorological_Centres.
1
17
1
115
14,897
ଅବପାତ ର ସ୍ଥିତି
3
47
2,065
ଦୁର୍ବଳ ହୋଇ ଅବପାତ ରେ ପରିଣତ ହେଲା ଗଭୀର ଅବପାତ ଆଗାମୀ ୬ଘଣ୍ଟା ମଧ୍ୟରେ ଆହୁରି ଦୁର୍ବଳ ହୋଇ ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପ ର ରୂପ ନେବା ସମ୍ଭାବନା ଘଣ୍ଟା ପ୍ରତି ୧୨କିମି ବେଗରେ ଆଗକୁ ବଢୁଥିବା ବେଳେ ଅନୁଗୁଳ ଠାରୁ ୭୦କିମି ଦୂରରେ ଦକ୍ଷିଣଦକ୍ଷିଣ ପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ରହିଛି
2
50
1,295
ବର୍ଷା ପରେ ବର୍ତ୍ତମାନ ଶୀତ ଉପରେ ନଜର!!
1
5
122
2,855
ଗଭୀର ଅବପାତ ସହ ଜଡିତ ମେଘ ସମୂହ, ଉତ୍ତରଉପକୂଳ ସମେତ ପାର୍ଶ୍ଵବର୍ତ୍ତୀ ଜିଲ୍ଲାଗୁଡିକରେ ବର୍ଷାର ପ୍ରଭାବ ଜାରି
5
5
89
2,280
ବାତ୍ୟାର ଅବଶିଷ୍ଟ-ଅଂଶ ଏକ ଗଭୀର ଅବପାତ ଭାବେ ୧୫କିମି ବେଗରେ ଆଗକୁ ବଢୁଛି ଗୋପାଳପୁର ଠାରୁ ଉତ୍ତର ରେ ୮୦କିମି, ଏବଂ ଅନୁଗୁଳ ଠାରୁ ଦକ୍ଷିଣଦକ୍ଷିଣ ପଶ୍ଚିମରେ ୯୦କିମି ଦୂରରେ କେନ୍ଦ୍ରୀଭୂତ ୩ଘଣ୍ଟା ମଧ୍ୟରେ ଦୁର୍ବଳ ହୋଇ ଅବପାତ ର ରୁପ ନେବା ସମ୍ଭାବନା
7
5
66
2,083
usd retweeted
#WATCH | Berhampur, Odisha: Continuous rainfall triggered by Cyclone Akvan causes severe waterlogging in several low-lying areas, including Gajapati Nagar, Nilachal Nagar, and Jayaprakash Nagar.
2
7
1
76
20,841
#ପାରାଦ୍ୱୀପ ରେ ଲଗାଣ ବର୍ଷା ଜନଜୀବନ ଅସ୍ତବ୍ୟସ୍ତ #odisharain #CycloneAkwan #Odianews
1
10
301
“Be patient. Everything comes to you at the right moment.” - Seneca
41
1,238
Heavy Rainfall In Jagatsinghpur Municipality Area, Jayabada
2
4
229
Heavy rains lashed the city of Paradip #rain #CycloneAkwan #Paradip #odisha
1
10
281