Pinned Tweet
ଗତ ୮ମାସରେ @SMEOdisha ୩୧,୧୮୫କୋଟି ବଜେଟ୍ ରୁ ଖର୍ଚ୍ଚ ହୋଇଛି ମାତ୍ର ୯୮୦୯କୋଟି(୩୧%)
ବାକି ୨୧,୩୭୬ କୋଟି କ'ଣ ଆଗାମୀ ୪ମାସରେ ଖର୍ଚ୍ଚ ସମ୍ଭବ @NityanandaBJP
ଶିକ୍ଷକ ସମସ୍ୟା ସମାଧାନ ଝୁଲିଛି
ପ୍ରାଥମିକ-ମାଧ୍ୟମିକ,PGT ନିଯୁକ୍ତି ବିଜ୍ଞାପନ ଝୁଲିଛି
@MohanMOdisha ତେବେ ବଜେଟ୍ ସଞ୍ଚୟ କାହା ପାଇଁ ? @PMOIndia @SakalaNews
Creative Educational Idea retweeted
⚠️ TRIGGER WARNING: DISTURBING INCIDENT INVOLVING MINOR CHILDREN
Panchkula, Haryana: 8-Year-Old Student Allegedly Assaults 6-Year-Old Girl With Special Needs Inside School, Victim Critically Injured.
A disturbing incident has been reported at Sanskriti Model School in Sector 20, Panchkula, where an 8-year-old Class 3 student allegedly attacked a 6-year-old KG girl with special needs.
According to reports, the accused student allegedly grabbed the girl's hair, slammed her head against a desk and repeatedly attacked her with bricks and a flowerpot. Even after the child reportedly lost consciousness, he allegedly continued dragging and kicking her.
The injured girl was rushed for medical attention and later referred to PGI Chandigarh due to her critical condition.
Police have initiated an investigation to establish the exact sequence of events and circumstances surrounding the incident.
The incident has raised serious concerns over child safety, staff supervision and security arrangements inside schools, particularly when it comes to protecting younger and vulnerable students.
Creative Educational Idea retweeted
Shocking incident in Andhra Pradesh!
A Class 10 girl student was brutally attacked with a saw at a government school in Rapthadu. She sustained severe injuries and was rushed to hospital. Another girl was also injured while trying to intervene.
@Anitha_TDP garu
Today's Daily (Two Comparative Pictures)
Need your opinions which is most priority !! Teachers Recruitment in Schools or MLAs Salary Hike ??
@MohanMOdisha @CMO_Odisha
@SMEOdisha @homeodisha
@Naveen_Odisha @BhaktaCharanDas
@ndtvindia @BBCBreaking
#save_govt_school_education
ଶିକ୍ଷା & ଶିକ୍ଷକ କ'ଣ ଆମ ରାଜ୍ୟ @SMEOdisha @NityanandaBJP ଙ୍କ ପାଇଁ ଏତେ ଅଲୋଡ଼ା ?
@MohanMOdisha @CMO_Odisha
ଆପଣ ଜାଗ୍ରତ ନା ନିଦ୍ରାରେ ?
@otvnews @SakalaNews
There is no Single Teacher Recruitment since 2024 in odisha yet @MohanMOdisha
We 5000+ Aspirants are here for Teacher Recruitment Calendar since 17th August
It's 7th Day Protest
But UR Govt is Neither fulfilling our Demand not giving a chance to meet CM
@narendramodi @AmitShah
ରାଜ୍ୟର ଲକ୍ଷ ଲକ୍ଷ ଶିକ୍ଷକ ଆଶାୟୀ ଶିକ୍ଷକଟିଏ ହେବା ପାଇଁ ଘର ଦ୍ଵାର ଭୁଲି,ଖାଇବା ପିଇବା ଛାଡ଼ି,ଦିନ ରାତି ଏକ କରି ଘଣ୍ଟା ଘଣ୍ଟା ପରିଶ୍ରମ କରୁଛନ୍ତି lସେମାନଙ୍କର ସ୍ଵପ୍ନ ଏବଂ ତାଙ୍କ ପରିବାରର ଆଶା ଭରଷାକୁ ଏମିତି ଭାଙ୍ଗିଦିଅନ୍ତୁ ନାହିଁ 😭
@CMO_Odisha
@MohanMOdisha
@SMEOdisha
@BJP4Odisha
@SamalManmohan7
Thank you for closing Govt schools @narendramodi @EduMinOfIndia
Again Issues Happening during Apply & Payment. Please make the issue solved on Behalf of Aspirants 🙏
@SMEOdisha @NityanandaBJP @MohanMOdisha @CMO_Odisha
Please Have a Look Towards Your Govt in Odisha Who is not giving Attention towards Aspirants Issues @narendramodi @PMOIndia
OSSTET ଯେଉଁମାନେ ଆବେଦନ କରିବାକୁ ଚାହୁଁଛନ୍ତି, BSE Website ରେ Apply link / Pop up Available ନାହିଁ @SMEOdisha
@NityanandaBJP
ଏହି Link Direct search କଲେ ଆସୁଛି
onlineapp.bseodisha.ac.in/os…
କିନ୍ତୁ Apply ସମୟରେ Error
17ଯାଏଁ Last Date @MohanMOdisha @CMO_Odisha ପିଲା Apply କରିବେ କିପରି ??
OSSTET ଯେଉଁମାନେ ଆବେଦନ କରିବାକୁ ଚାହୁଁଛନ୍ତି, BSE Website ରେ Apply link / Pop up Available ନାହିଁ @SMEOdisha
@NityanandaBJP
ଏହି Link Direct search କଲେ ଆସୁଛି
onlineapp.bseodisha.ac.in/os…
କିନ୍ତୁ Apply ସମୟରେ Error
17ଯାଏଁ Last Date @MohanMOdisha @CMO_Odisha ପିଲା Apply କରିବେ କିପରି ??
ଆପଣଙ୍କ ୧୫,୦୦୦ ଶିକ୍ଷକ ନିଯୁକ୍ତି ଏବଂ ପ୍ରତିବର୍ଷ ନିଯୁକ୍ତିର ସ୍ଥିତି କ'ଣ? ପଞ୍ଚାୟତ ନିର୍ବାଚନରେ ଶିକ୍ଷକ ଆଶାୟୀମାନଙ୍କୁ କ'ଣ ଉତ୍ତର ଦେବେ ଏବଂ କେଉଁ ମୁହଁରେ ଭୋଟ ମାଗିବେ? ମିଛ କହିବାର ମଧ୍ୟ ଗୋଟିଏ ସୀମା ଥାଏ। ଆପଣ ସେହି ସୀମା ଅତିକ୍ରମ କରିସାରିଛନ୍ତି।ଓଡ଼ିଆ ପିଲାଙ୍କୁ ଦିନରେ ଲଣ୍ଠନ ଦେଖାଇଛନ୍ତି.@CMO_Odisha @NityanandaBJP
Creative Educational Idea retweeted
Replying to @CMO_Odisha
@CMO_Odisha @NityanandaBJP @SMEOdisha NCTE ର ଏହି ଚିଠି ଅନୁସାରେ ଯିଏ ବି ଶିକ୍ଷକ ଟ୍ରେନିଂ କୋର୍ସ TTC ରେ ଆଡ଼ମିଶନ କରେ ସେ TET ପାଇଁ ଯୋଗ୍ୟ କିନ୍ତୁ ଓଡିଶା ଏ ପର୍ଯ୍ୟନ୍ତ ଅନୁମତି ଦେଇନାହାନ୍ତି। ତେଣୁ ଅନୁରୋଧ ଏହା ଉପରେ ବିଚାର କରିବେ ବହୁତ ପିଲା OSSTET ରୁ ବଞ୍ଚିତ ହେଉଛନ୍ତି। @EducationalIdea
✍️Pic 1- ପିଲାଙ୍କ ସାଇକେଲ ପାଇଁ ଟଙ୍କା ନାହିଁ
✍️Pic 2-ସ୍କୁଲରେ ଶିକ୍ଷକ ନାହାଁନ୍ତି ବୋଲି @India_NHRC ମାମଲା
✍️Pic 3- ସ୍କୁଲରେ ଶିକ୍ଷକ ଅଭାବରୁ ନାମଲେଖା ଶୂନ
✍️Pic 4-କମ୍ପୁଟର ଶିକ୍ଷକ ବିନା କମ୍ପ୍ୟୁଟର ଶିକ୍ଷା କାଗଜ କଲମରେ
🫡ଯଦି ଏସବୁ ପାଇଁ ଟଙ୍କା ନାହିଁ ତେବେ ଓଡ଼ିଶା ରାଜସ୍ବ ଯାଉଛି କୁଆଡେ ?? @MohanMOdisha
Tq @SatyaPrNayak
For Debating the fact
youtu.be/1A6NRv2K-Xc?si=I52A…
There are more sensitive situations than which hon court had been said.
Pic 1 Says Thank you @dm_malkangiri
This must Build Trust of Common people over Govt Schools & Education.
Pic 2 Says There are Zero Teachers in that school. Clerk is Teaching @NityanandaBJP @SMEOdisha
Pic 3 Says About The closure of Govt schools including odisha
@MohanMOdisha
Educational Privatisation ର ଆଉ କ'ଣ ପ୍ରମାଣ ଆବଶ୍ୟକ ??
ଶିକ୍ଷିତ ଯୁବକମାନେ ଆଉ କେବେ ସଚେତନ ହେବେ🤔
@EduMinOfIndia @SMEOdisha
ସରକାରୀ ସ୍କୁଲରୁ ୮୬ ଲକ୍ଷ ପିଲା ଯାଇ , ଘରୋଇ ସ୍କୁଲରେ ୮୮ଲକ୍ଷ ପିଲା (୮୬ ଲକ୍ଷ + ୨ଲକ୍ଷ ନୂଆ) ନାମଲେଖାଇବା
କ'ଣ ଶିକ୍ଷା ର ପରୋକ୍ଷ ଘରୋଇକରଣ ନୁହେଁ ??🤐
@EduMinOfIndia @dpradhanbjp
Please save Govt Education System.
ରାୟଗଡ଼ା, ଜଗତସିଂହପୁର, ଢେଙ୍କାନାଳ, କେନ୍ଦ୍ରାପଡ଼ା ଠାରୁ ନେଇ ବାଲେଶ୍ଵର। ଏପରି ୧୭ରୁ ଉର୍ଦ୍ଧ୍ଵ ଜିଲ୍ଲା ମାନଙ୍କରେ ପ୍ରାଥମିକ - ମାଧ୍ୟମିକ ଶିକ୍ଷକ ଅଭାବ।
ପିଲା & ଅଭିଭାବକ ସ୍କୁଲ ଛାଡିବା ଆରମ୍ଭ କଲେଣି।
@SMEOdisha @NityanandaBJP
ଆପଣ ଏସବୁ ବିଷୟରେ ଅବଗତ କି ନାହିଁ ?
@MohanMOdisha ଆପଣଙ୍କ ୪୫,୦୦୦ ଶିକ୍ଷକ ନିଯୁକ୍ତି କେବେ
15 MLAs wrote against SCERT director Manoj Padhy still the officer headed the institution which prepared the text books . @ScertOdisha @SMEOdisha









































